JEEVAN JYOTI SANGATHAN

60 posts

JEEVAN JYOTI SANGATHAN banner
JEEVAN JYOTI SANGATHAN

JEEVAN JYOTI SANGATHAN

@jjsangathan

Our Motto is to help poor and needy peoples

Arasa,Tihidi,Bhadrak,Odisha เข้าร่วม Temmuz 2017
77 กำลังติดตาม45 ผู้ติดตาม
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ଭଦ୍ରକ ରୁ ଚାନ୍ଦବାଲି NH ମଧ୍ୟରେ ଯେଉଁ ରେଡ଼ିଅମ୍ ଷ୍ଟ୍ରିପ ଲାଗିଥିଲା ତାହା ବର୍ତ୍ତମାନ ବହୁତ୍ ଖରାପ ଅବସ୍ଥାରେ ଅଛି କିଛି ଦେଖାଯାଉନାହିଁ। ତାହା ସହ Animal safety ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ରେଡ଼ିୟମ୍ ବୋର୍ଡ଼ ମରାଯାଉ ଏବଂ safety Awareness କରାଯାଉ🙏🙏 @STAOdisha @CTOdisha @DM_Bhadrak @RTOBHADRAK
OR
0
0
1
48
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ନିରୀହ ପଶୁ ମାନଙ୍କର କଣ ବଞ୍ଚିବାର ଅଧିକାର ନାହିଁ ଲୋକମାନେ ମଦ୍ୟପାନ କରି ଯେଉଁ ପରି ଭାବରେ ବେପରୁଆ ଗାଡ଼ି ଚଳାଇ ନିରୀହ ପଶୁମାନଙ୍କର ଦୁର୍ଘଟଣା କରି ଚାଲିଯାଉଛନ୍ତି । ଭଦ୍ରକ ରୁ ଚାନ୍ଦବାଲି NH ରେ ଏପରି ବହୁତ୍ ଦୁର୍ଘଟଣା ଘଟିଲାଣି ଏହାର କଣ କିଛି ସମାଧାନ ନାହିଁ @STAOdisha ଆପଣଙ୍କୁ ଅନୁରୋଧ କରୁଅଛୁକି ଏହାର କିଛି ସମାଧାନ କରାଯାଉ ।
OR
1
0
1
45
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
BLOOD DONATION CAMP SUCCESSFULLY DONE 🩸🩸🩸❤️❤️❤️❤️❤️❤️ Thank you Doctor's and staff's for valuable support 🙏🙏🙏🙏 @AIIMSBhubaneswr Date-26.07.2024 "A single drop of your blood could be a drop of life for someone else"
JEEVAN JYOTI SANGATHAN tweet media
English
2
2
5
192
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ଭଦ୍ରକ କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏବଂ ଜୀବନ ଜ୍ୟୋତି ସଂଗଠନର ମିଳିତ ଉଦ୍ୟମ ରେ ୧୧୦ ୟୁନିଟ୍ ରକ୍ତ କଲେକ୍ସନ ହେଲା। ଭଦ୍ରକ ମେଡ଼ିକାଲ ରେ ରକ୍ତର ଅଭାବ ଦୂର କରିବାର ପ୍ରୟାସ ଜୟ ଜଗନ୍ନାଥ 🙏🙏🙏ସମସ୍ତେ ଆଗେଇ ଆସି ଜରୁରୀ ସମୟରେ ନିଶ୍ଚିତ ରକ୍ତଦାନ କରନ୍ତୁ । @DM_Bhadrak @CdmoBhadrak #bhadrak #BloodDonation
JEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet media
OR
1
2
5
137
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ଆଜି ପୁରୀ ପ୍ରଶାସନ ଜୀବନ ଜ୍ୟୋତି ସଂଗଠନ କୁ ଏହି ମହାନ ସେବକ ର ସମ୍ମାନ ରେ ସମ୍ମାନିତ କରି ଆମ ହଳଦିଆ ସୈନିକଙ୍କୁ ଉତ୍ସାହିତ କରିଛନ୍ତି।ଏ ସେବା ସମ୍ମାନ ସଂଗଠନ ର ସମସ୍ତ କର୍ମୀଙ୍କ ନିଃସ୍ଵାର୍ଥପର ସେବା ର ପ୍ରମାଣ ନିଶ୍ଚିତ ଏହିପରି ସେବା ସବୁବେଳେ ଜାରି ରଖିବ ସଂଗଠନ।। ଧନ୍ୟବାଦ ପୁରୀ ପ୍ରଶାସନ🙏 @Puri_Official @samarth_verma
JEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet media
OR
1
3
5
62
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ପବିତ୍ର ମକର ସଂକ୍ରାନ୍ତିରେ "ମା ଦପାନାୟକାଣୀ"ଙ୍କ ପୀଠରେ ଜୀବନ ଜ୍ୟୋତି ସଂଗଠନ, ତିହିଡ଼ି,ଭଦ୍ରକ ର ସେବାକାର୍ଯ୍ୟ♥️♥️♥️ସଂଗଠନର ସମସ୍ତ କର୍ମୀମାନଙ୍କୁ ସଂଗଠନ ତରଫରୁ କୃତଜ୍ଞତା 🙏🙏🙏💐💐💐
JEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet media
OR
2
2
2
72
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ଗୁଣ୍ଡିଚା ମନ୍ଦିର ବସ ଷ୍ଟାଣ୍ଡ ସଫେଇ💛💛💛
Cuttack, India 🇮🇳 OR
0
1
10
0
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ସ୍ୱଚ୍ଛତା ଅଭିଯାନ❤️❤️❤️🙏🙏🙏
Cuttack, India 🇮🇳 OR
0
0
2
0
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ବିଭିନ୍ନ କାର୍ଯ୍ୟରେ ସମ୍ମିଳିତ ଜୀବନ ଜ୍ୟୋତି ସଂଗଠନର କର୍ମୀମାନେ । @CMO_Odisha @Puriulbeo @Puri_Official @SPPuri1 ଓଡ଼ିଶା ପ୍ରଶାସନ ବହୁତ ଧନ୍ୟବାଦ🙏ସାଲୁଟ ଧନ୍ୟବାଦ ପୁରୀ ପ୍ରଶାସନ🙏 ସଂଗଠନ ତରଫରୁ ଆପଣମାନଙ୍କୁ ସାଲୁଟ ଜୟ ଜଗନ୍ନାଥ । #RathaYatra2022 #Traffic control #swachata #placard Awareness
JEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet media
Cuttack, India 🇮🇳 OR
2
3
8
0
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
କାର୍ଯ୍ୟରତ ସଂଗଠନର କର୍ମୀମାନେ
OR
0
0
3
0
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
୨୦୨୨ଐତିହାସିକ କାଳିମେଘା ମେଲଣରେ କିଛି ସ୍ମରଣୀୟ ମୁହୁର୍ତ୍ତ ଏହି ଅସହ୍ୟ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ କର୍ମୀମାନଙ୍କର ସହଯୋଗ ରେ ଜଳ ଛତ୍ର ଶିବିରର ଆୟୋଜନ *JJS❤️❤️❤️* @BihariBismaya @RphDebasish @Jyotirm33455395 @Maheswa12158043 @Debraj_Behera1 @NayakDipong
JEEVAN JYOTI SANGATHAN tweet media
OR
1
1
6
0