Silver City Cuttack Public Charitable Trust

31 posts

Silver City Cuttack Public Charitable Trust banner
Silver City Cuttack Public Charitable Trust

Silver City Cuttack Public Charitable Trust

@TeamSCCPCT

Yours very own @teamsilvercity here to serve and love Cuttack again with a new Handle. All About କଟକ Cuttack कटक.

Cuttack, Odisha Beigetreten Şubat 2025
5 Folgt72 Follower
Silver City Cuttack Public Charitable Trust retweetet
Sofia Firdous
Sofia Firdous@sofiafirdous1·
Cuttack missing again. Why? The Odisha Government has announced new hotel & tourism projects — but Cuttack is not on the list. This is unacceptable. Cuttack is Odisha’s first capital, its judicial hub, home to SCB Medical College, and a city that receives many visitors every month. Yet it continues to be ignored in tourism and hospitality planning. Every day, thousands come to Cuttack for: • Medical treatment • Legal work • Education • Business • And Annual Cultural events like Baliyatra and cricket match Development cannot be selective. Cuttack deserves its rightful place in Odisha’s growth story. #CuttackMatters #DontIgnoreCuttack #OdishaTourism #Barabaticuttack #Sofiafirdous
Sofia Firdous tweet media
English
59
24
199
20.8K
Silver City Cuttack Public Charitable Trust
"Barabati Food Court" ଯାହାକି କଟକ ର ପ୍ରଥମ Organised Food Court ହେଇଥାନ୍ତା। ଦିନରେ ଗାଈ ଗୋରୁ, କୁକୁର ଙ୍କ ବୁଲା ଓ ମଳତ୍ୟାଗ ଜାଗା ଏବଂ ରାତିରେ ଅସାମାଜିକ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ଏ ଜାଗା। କଟକ ରେ ଉଦ୍ଘାଟନ ଅପେକ୍ଷାରେ ଅଟକିଛି ଅନେକ ପ୍ରକଳ୍ପ। ଉତ୍ତରଦାୟୀ କିଏ?? @CMCCuttack!!!
Silver City Cuttack Public Charitable Trust tweet mediaSilver City Cuttack Public Charitable Trust tweet mediaSilver City Cuttack Public Charitable Trust tweet mediaSilver City Cuttack Public Charitable Trust tweet media
OR
0
8
9
161
Silver City Cuttack Public Charitable Trust retweetet
Greater_Cuttack
Greater_Cuttack@OURCUTTACK1·
Greater_Cuttack@OURCUTTACK1

In 2015, the @CMO_Odisha earmarked 990ac at Naraj, Cuttack for a @TataElectronics -led IT & semiconductor hub. there’s still no progress. Cuttack is the ideal location strong water availability & good MMTH make it perfect location for semiconductor manufacturing. @SecyChief

QAM
0
2
2
56
Silver City Cuttack Public Charitable Trust
ଦୁଇଟି ଫୋଟୋ କଟକ ପ୍ରତି ଅବହେଳା ର କଥା ବଖାଣୁଛି। 😐 ପୁଜା ବଜାର ରେ କଟକ ର ଦୁଇ ପ୍ରମୁଖ ଜାଗା ରେ ଆଲୁଅ ହିଁ ଜଳୁନି, କଟକ କୁ ସବୁବେଳ ଏକ ଅବହେଳିତ ସହର କରି ରଖୁଥିବା ପ୍ରଶାସନ ର କି ମନ୍ଦ ଉଦ୍ଦେଶ୍ୟ ରହୁଛି!!! @CMCCuttack @CuttackDM @sofiafirdous1 @BiswalSouvic @BhartruhariM @odisha_tourism
Silver City Cuttack Public Charitable Trust tweet mediaSilver City Cuttack Public Charitable Trust tweet media
OR
0
16
14
219
Silver City Cuttack Public Charitable Trust
ପାର୍ବଣ ପୂର୍ବରୁ ଆମେ ପ୍ୟାଚ ପକା କାମ କରିବୁ, ସେତିକି ବି ଭଲ ରେ କରିବୁନି। ବାଉଁଶ ଅଧା ରାସ୍ତା ଯାଏଁ ପଡ଼ିଥିବା ବେଳେ, ପିଚୁ ପକା ସଂସ୍ଥା ବାଉଁଶ ନ ଉଠାଇ ରାସ୍ତା କୁ ସଂକୁଚିତ କରି ପିଚୁ ପକେଇଦେଲି। ଧନ୍ୟ ଆମ ବ୍ୟବସ୍ଥା।🙏 @PWD_Odisha @CMCCuttack
Silver City Cuttack Public Charitable Trust tweet mediaSilver City Cuttack Public Charitable Trust tweet media
OR
1
7
7
93
Silver City Cuttack Public Charitable Trust
The earthquake in Afghanistan has caused extensive damage and taken many innocent lives. Our condolences and prayers are with the bereaved families at this difficult time, and we pray to Mahaprabhu Jagannath for a speedy recovery for the injured. 🙏🙏
Silver City Cuttack Public Charitable Trust tweet media
English
0
0
1
50
Silver City Cuttack Public Charitable Trust
ବର୍ଷ ସାରା ନାଳ ପାଣି ମହାନଦୀ ରେ ମିଶୁଛି ସେଠି Water Pollution ହଉନି କିନ୍ତୁ ବର୍ଷକୁ ଥରେ ମୂର୍ତ୍ତି ପଡିବ ସେଥିରେ ସବୁ ଅସୁବିଧା ହଉଚି ? ଯଦି ବି ଅସୁବିଧା ହଉଚି ତାହାଲେ ଯୋଉ ଅସ୍ଥାୟୀ ପୋଖରୀ ହଉଚି ସେଇଟା ଟିକେ ବଡ କରିକି କଲେ କେମିତି ହୁଅନ୍ତା ? ଏତେ ଛୋଟ ପୋଖରୀ ରେ ଏତେ ମୂର୍ତ୍ତି କେମିତି ପଡିବ? ଆମକୁ ଦେଖିଲେ ଖରାପ ଲାଗୁଚି ଆପଣ ମାନେ କେମିତି ଦେଖିକି ଚୁପ ରହି ଯାଉଛନ୍ତି ? @CuttackDM @CMCCuttack @SubashSinghBJD @sofiafirdous1 @BiswalSouvic
Silver City Cuttack Public Charitable Trust tweet media
OR
0
8
5
77
Silver City Cuttack Public Charitable Trust
କଟକ ମଧୁପାଟଣା ଛକ ର ଦୂରାବସ୍ଥା। ଦିନ କୁ ଦିନ ରାସ୍ତା ର ଅବସ୍ଥା ଶୋଚନୀୟ ହେବାକୁ ଲାଗିଲାଣି। ରାସ୍ତା ସାରା ଖାଲ ଖମା। ଦୈନିକ ଦୁର୍ଘଟଣା ଘଟୁଛି ହେଲେ କାହାର ନିଦ ଭାଙ୍ଗିଲା ଭଳି ଲାଗୁନାହିଁ। ଏଠି କଣ ଲୋକଙ୍କ ଜୀବନ ଗଲେ ଚେତିବ ପ୍ରଶାସନ?? @CMO_Odisha @CMCCuttack @CuttackDM @sofiafirdous1 @BiswalSouvic
Silver City Cuttack Public Charitable Trust tweet mediaSilver City Cuttack Public Charitable Trust tweet mediaSilver City Cuttack Public Charitable Trust tweet mediaSilver City Cuttack Public Charitable Trust tweet media
OR
0
22
14
328
Silver City Cuttack Public Charitable Trust
Road Roughing has been done for repair by the @NHAI_Official across the Taladanda canal bridge to Linkroad bridge of NH 16 road leading to Bbsr. The road remains as such for almost 20+ days now with lacs of vehicles commuting daily. Kindly repair the road soon. @TeamSilverCity
Silver City Cuttack Public Charitable Trust tweet mediaSilver City Cuttack Public Charitable Trust tweet mediaSilver City Cuttack Public Charitable Trust tweet mediaSilver City Cuttack Public Charitable Trust tweet media
English
2
22
20
582
Silver City Cuttack Public Charitable Trust
ଏ କିଛି ଦିନ ତଳେ ଆମ ପ୍ରିୟ ସାଂସଦ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରୁଥିବାରୁ ଫଟୋ ଓ ବାର୍ତ୍ତା ଅନେକ ଜାଗାରେ ଦେଖିଥିଲୁ। ହେଲେ ଏସବୁ ପୁରୁଣା ଓ ବାକି କାର୍ଯ୍ୟ ଗୁଡିକ କେତେ ବାଟ ଗଲା, ସେ ବିଷୟରେ ଗୁରୁତ୍ଵ ଦେଲେ ଭଲ ହୁଅନ୍ତା। @CMO_Odisha @CMCCuttack @sofiafirdous1 @BiswalSouvic
Silver City Cuttack Public Charitable Trust tweet media
OR
4
25
30
577
Silver City Cuttack Public Charitable Trust retweetet
People's Human and Social Justice Forum, Odisha
ଯଦି ଲୋକ ମାନେ ନିଜ ଇଚ୍ଛାରେ ଯିବା ଆସିବା କରିବେ ତେବେ ଟ୍ରାଫିକ ପୋଲିସ ମାନଙ୍କୁ କଣ ପାଇଁ ପୋଷ୍ଟ ରେ ନିୟୋଜିତ କରାଯାଇଛି ? କଟକ ଓ ଏମ୍ ପି ଟ୍ରାଫିକ ଛକ ର ଦୃଶ୍ୟ ଗୋଟିଏ ପଟେ ପାରାଦ୍ବୀପ କୁ ରାସ୍ତା ଅନେକ ବଡ଼ ଗାଡ଼ି ଯିବା ଆସିବା କରୁଛି ଅନ୍ୟପଟେ ହାଇୱେ ରୁ କଟକ ସହର ମଧ୍ୟକୁ ଗାଡ଼ି ପଶୁଛି ହେଲେ @DGPOdisha @dcp_cuttack
OR
22
20
139
8.9K
Silver City Cuttack Public Charitable Trust
ଏଇ ଭଳି ସମାନ ଅଘଟଣ ଗତ ମଇ ମାସ ୩୦ ତାରିଖ ଦିନ କଟକରେ ହେଇଯାଇଛି। ହେଲେ ଉଭୟ ବନ ବିଭାଗ ଆଉ ପଶୁ ସମ୍ପଦ ବିଭାଗର ଖାମଖିଆଲି ଓ ଅଜ୍ଞତା ପାଇଁ ଦୁର୍ଭାଗ୍ୟବଶତଃ ମାଙ୍କଡ଼ଟି ର ପ୍ରାଣ ଚାଲିଗଲା। ତେବେ ଦୋଷ କାହାକୁ ଦେବା ଆମେ? @GokulanandaBJP @dahvsodisha @olrdsahd @VOTIBBSR @IPR_Odisha @Vijaykulange @farddepartment
OR
0
1
1
75
Silver City Cuttack Public Charitable Trust
ଆଖି ଆଗରେ ଛଟ ଛଟ ହୋଇ ଚାଲିଗଲା ବଜରଙ୍ଗୀଙ୍କ ଜୀବନ। ବେଶୀ କିଛି କରିପାରିଲୁ ନାହିଁ। 😢💔 ଆମ ବନ ବିଭାଗ ଓ ପଶୁ ସମ୍ପଦ ବିଭାଗ ର ଅବସ୍ଥା ଏତେ ଶୋଚନୀୟ ଯେ ଦୀର୍ଘ ୨ ଘଣ୍ଟା ର ଅପେକ୍ଷା ପରେ ମଧ୍ଯ ଦୁର୍ଘଟଣା ରେ ପୀଡ଼ିତ ମାଙ୍କଡ ଟିକୁ ବଞ୍ଚାଇପାରିଲୁ ନାହିଁ। ବକ୍ସି ବଜାର ସ୍ଥିତ ପଶୁ ଚିକିତ୍ସାଳୟ ଟି ଦେଖିବାକୁ ବହୁତ୍ ବଡ, ହେଲେ ସେଠି ସୁବିଧା କିଛି ନାହିଁ କହିଲେ ଚଳେ। ଆଉ କଟକ ର ବନ ବିଭାଗ ର କଥା ମଧ୍ୟ ତାଠୁ ବଳି। ଗୋଟେ ଜୀବ ଟି ଗୁରୁତର ଆହତ ହୋଇ ଛଟ ଛଟ ହେଉଥିବା ବେଳେ ବନ ବିଭାଗ କାର୍ଯ୍ୟାଳୟ ରୁ ଲୋକ ଆସୁଛନ୍ତି ପ୍ରାୟେ ୨ ଘଣ୍ଟା ପରେ, ସେ ବି ଅନେକ ଯୁକ୍ତିତର୍କ ପରେ। କଟକ ପଶୁ ଚିକିତ୍ସାଳୟରେ ଉପସ୍ଥିତ ଡାକ୍ତର କେବଳ ଏକ ଯନ୍ତ୍ରଣା ନାଶକ ଟୀକା ଦେଇଥିଲେ ଏବଂ କହିଥିଲେ ଆମେ ଏଠାରେ ଏହାଠାରୁ ଅଧିକ ଆଉ କିଛି ବି କରିପାରିବୁ ନାହିଁ ଆଉ ଏଠାରେ କେବଳ ଗାଈ, କୁକୁର ଓ ବିଲେଇଙ୍କ ପାଇଁ ସୁବିଧା ଅଛି । ତେବେ ପଶୁ ଚିକିତ୍ସା କଣ କେବଳ ଗାଈ, କୁକୁର ଓ ବିଲେଇ ରେ ସୀମିତ ? ଫୋନ କଲ୍ ରେ ବନ ବିଭାଗ ଅଧିକାରୀଙ୍କ ଅଜବ ଯୁକ୍ତି, "କିଛି ଜରୁରୀ ସୁବିଧା ନାହିଁ, ଆମେ ପହଁଚିବୁ ଅପେକ୍ଷା କର!!" ଆଉ ଥିଲା ଅତି ପତିଆରା ସହ କଥାବାର୍ତ୍ତା, ସତେ ଯେପରି ଆମେ ତାଙ୍କର ବହୁତ କିଛି ଧାରିଛୁ। ସତରେ ସେ ପ୍ରାଣୀ ମରୁ ବା ବଞ୍ଚୁ ତାଙ୍କର ଯେପରି କିଛି ଯାଏ ଆସେ ନାହିଁ ବୋଧହୁଏ ସରକାର ତାଙ୍କୁ ଏଇ ସବୁ ବେଧଡ଼କ ଓ ମନମୁତାବକ କାମ ପାଇଁ ମୋଟା ଅଙ୍କ ର ଦରମା ଦେଉଛନ୍ତି। @ForestDeptt @ovc_unofficial @CMO_Odisha @svpmeds @BhartruhariM @CuttackDM @sofiafirdous1 @souvicbiswal
OR
3
32
23
480