
ଗୁଣୁପୁର ବ୍ଲକ ଚିନାସାରୀ ଗ୍ରାପ ଅଧୀନସ୍ଥ ଖିଲାମୁଣ୍ଡା ଗ୍ରାମରେ ଗତ ଏକମାସରୁ ଅଧିକ ହେଲାଣି ପିଇବା ପାଣିର ସମସ୍ୟା ଲାଗିରହୁଛି। ତେଣୁ @RWSS_Odisha ଙ୍କୁ ଅନୁରୋଧ ଏହାକୁ ଗୁରୁତ୍ୱରସହନେଇ ତୁରନ୍ତ ସ୍ଥାୟୀ ସମାଧାନ କରନ୍ତୁ। #WaterCrises #Rayagada @CMO_Odisha @PRDeptOdisha @DM_Rayagada @RWSS_rayagada













