Collector and District Magistrate Puri

8.8K posts

Collector and District Magistrate Puri banner
Collector and District Magistrate Puri

Collector and District Magistrate Puri

@dm_puri

This is the Official Twitter Account of Puri District Administration (Odisha) #DistrictAdministrationPuri

Se unió Haziran 2017
118 Siguiendo139.6K Seguidores
Collector and District Magistrate Puri
ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପିପିଲି, ପୁରୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସମୁଦାୟ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତ, ସହଜଲଭ୍ୟ ଓ ପ୍ରଯୁକ୍ତିନିର୍ଭର କରିବା ଲକ୍ଷ୍ୟରେ ଆଶା ପ୍ରାଥମିକ ସ୍କ୍ରିନିଂ କିଟ୍ ଓ ‘ନିରୀକ୍ଷଣ’ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଙ୍କ କରକମଳରେ ସମ୍ପନ୍ନ ହୋଇଥିଲା। ଏହି ପଦକ୍ଷେପ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଖରେ ଉନ୍ନତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । #OdishaHealth #Nirikshan #ASHAWorkers #HealthcareForAll #Pipili #Puri
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
OR
3
1
11
2.8K
Collector and District Magistrate Puri
*ସ୍ୱଚ୍ଛତାରେ ସେବା, ସେବାରେ ସମର୍ପଣ – ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅହରହ ପ୍ରୟାସ।* ବ୍ୟାପକ ସଫେଇ କାର୍ଯ୍ୟ, ବର୍ଜ୍ୟ ପରିଚାଳନା, ସାନିଟେସନ୍ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ଓ ଜନସୁବିଧା କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ଦିବ୍ୟ ରଥଯାତ୍ରାର ପରିବେଶ ସୃଷ୍ଟି କରିବା ଆମର ସଙ୍କଳ୍ପ। @puriulb #RathaYatra2026 #RathYatra2026 #PuriRathYatra #PuriMunicipalCorporation #PMCForRathaYatra #SwachhaPuri #CleanPuri #CleanAndGreenPuri #SafeRathYatra #RathaYatraPreparations #DevoteeFirst #ServingDevotees #SanitationForAll #JagannathCulture #JaiJagannath #PuriCares #PrideOfOdisha #FestivalOfFaith #MahaprabhuInPuri
OR
2
3
30
2.6K
Collector and District Magistrate Puri
ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା–୨୦୨୬ ପାଇଁ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଆଜି ପୁରୀ ଟାଉନହଲ୍‌ରେ ଓଡ଼ିଶାର ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଜନପ୍ରତିନିଧି, ସେବାୟତ, ମଠାଧୀଶ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରଥଯାତ୍ରାର ସୁଚାରୁ ପରିଚାଳନା, ସମନ୍ୱିତ ପ୍ରସ୍ତୁତି, ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ସମନ୍ୱିତ ପ୍ରୟାସରେ ଭକ୍ତଙ୍କ ପାଇଁ ସୁରକ୍ଷିତ, ସୁସଂଗଠିତ ଓ ସୁବ୍ୟବସ୍ଥିତ ରଥଯାତ୍ରା ପାଇଁ ପ୍ରଶାସନ ପ୍ରତିବଦ୍ଧ। #RathYatra2026 #Puri #JagannathDham #SafeRathYatra #Odisha
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
OR
0
5
20
2.8K
Collector and District Magistrate Puri
Dedicated to maintaining a clean, healthy and waterlogging-free city, Puri Municipal Corporation is carrying out extensive drain cleaning operations across different areas. @puriulb
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
English
3
1
17
2.8K
Collector and District Magistrate Puri
Puri Municipal Corporation continues its dedicated efforts to maintain a clean, healthy, and beautiful city through regular garbage cleaning operations in different areas. Timely collection and removal of waste help improve sanitation, protect public health, and create a cleaner environment for residents, pilgrims, and visitors. @puriulb
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
English
0
1
11
2.7K
Collector and District Magistrate Puri
A drain slab is more than just a concrete cover—it is a shield of safety for every citizen. 🚧 To ensure safer roads and uninterrupted public movement, Puri Municipal Corporation is undertaking drain slab replacement work on Red Cross Road. Strong and secure drain slabs not only prevent accidents but also support efficient drainage, keeping the city functional and resilient. Every slab laid today is a promise of a safer, cleaner, and better Puri for residents, pilgrims, and visitors alike. 🔹 Safer streets 🔹 Protected drainage network 🔹 Enhanced public convenience Building a stronger city, one drain slab at a time. @puriulb #DrainSlabReplacement #SafePuri #UrbanInfrastructure #CleanPuri #PMC
Collector and District Magistrate Puri tweet mediaCollector and District Magistrate Puri tweet media
English
1
1
16
2.6K
Collector and District Magistrate Puri retuiteado
Chief Electoral Officer, Odisha
ଦୁର୍ଗମ ପାହାଡ଼ ଅଞ୍ଚଳରୁ ଆରମ୍ଭ କରି ସହରର ପ୍ରତ୍ୟେକ ଘର ପର୍ଯ୍ୟନ୍ତ, BLOମାନେ ନିରନ୍ତର ପହଞ୍ଚୁଛନ୍ତି ଆପଣଙ୍କ ପାଖକୁ। ଯଦି ଏପର୍ଯ୍ୟନ୍ତ ପରିଗଣନା ଫର୍ମ ଦାଖଲ କରିନାହାନ୍ତି, ତେବେ ଅପେକ୍ଷା ନୁହେଁ, ଅଂଶଗ୍ରହଣ କରନ୍ତୁ ଏବଂ ନିଜ BLOଙ୍କୁ ସହଯୋଗ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସୁନିଶ୍ଚିତ କରନ୍ତୁ । 🗳️ ⏳ ପରିଗଣନା ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୫ ଦିନ। #SIR2026 #5DaysToGo #SIR #ECI #ceoodisha
Chief Electoral Officer, Odisha tweet media
OR
1
13
31
2.4K
Collector and District Magistrate Puri retuiteado
Chief Electoral Officer, Odisha
📱🗳️ ପରିଗଣନା ଫର୍ମ ପାଇଁ ନିଜ BLOଙ୍କ ସହ ଯୋଗାଯୋଗ କରିବେ କେମିତି? ଯଦି ଆପଣ ଏପର୍ଯ୍ୟନ୍ତ ପରିଗଣନା ଫର୍ମ ପାଇନାହାନ୍ତି କିମ୍ବା ନିଜ ଅଞ୍ଚଳର BLOଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି, ତେବେ ceoodisha.nic.in ୱେବସାଇଟ୍‌ ପରିଦର୍ଶନ କରନ୍ତୁ । "BLO Contact Details" ବିକଳ୍ପ ମାଧ୍ୟମରେ ଆପଣ ନିଜ ଅଞ୍ଚଳର BLOଙ୍କ ନାମ ଓ ଯୋଗାଯୋଗ ସୂଚନା ସହଜରେ ପାଇପାରିବେ । 🤝 SIR 2026 ସମ୍ପର୍କିତ ସହାୟତା ପାଇଁ ନିଜ BLOଙ୍କ ସହ ସିଧାସଳଖ ଯୋଗାଯୋଗ କରନ୍ତୁ । #SIR2026 #BLOContact #CEOOdisha #SIR #ECI
Chief Electoral Officer, Odisha tweet media
OR
1
11
26
2.2K
Collector and District Magistrate Puri
ଜଗତର ନାଥ ଜଗନ୍ନାଥଙ୍କ ଆର୍ଶୀବାଦରେ, ରଥଯାତ୍ରା ପ୍ରସ୍ତୁତିର ପ୍ରତ୍ୟେକ ମୁହୂର୍ତ୍ତ ଭକ୍ତି ଓ ସେବାର ପ୍ରତୀକ । *ମହାପ୍ରଭୁଙ୍କ ଆଗମନ ପାଇଁ ଆଉ ୨୪ ଦିନର ଅପେକ୍ଷା* #JaiJagannath #RathYatra2026 #PuriRathYatra #JagannathCulture #Odisha #Mahaprabhu #Badadanda #RathYatraCountdown #SpiritualOdisha #24daystogo #24daysleftrathayatra #FestivalOfChariots #ExploreOdisha #IncredibleIndia #OdiaPride #ChakaAakhi #JagannathDham #JagannathPuriDham
OR
1
5
30
2.3K
Collector and District Magistrate Puri
Puri Municipal Corporation carried out an eviction drive from Badasankha to Gundicha Temple to remove unauthorized encroachments and ensure smooth movement for residents, pilgrims, and visitors. ✅ The drive aimed to reclaim public spaces, improve accessibility, and maintain cleanliness and order along this important route. 🤝 Citizens are requested to cooperate with civic authorities by avoiding unauthorized occupation of public land and helping preserve Puri's heritage and beauty. @puriulb
Collector and District Magistrate Puri tweet media
English
4
6
42
4.2K
Collector and District Magistrate Puri
Illegal street dumping not only affects the city's beauty but also poses serious environmental and public health risks. The dedicated sanitation teams of Puri Municipal Corporation are actively lifting and clearing dumped garbage from different areas to ensure cleaner, healthier, and safer surroundings for all citizens. ♻️ Let's work together to keep Puri clean. Citizens are requested to avoid dumping waste on streets and use the designated waste collection systems responsibly. @puriulb #PuriMunicipalCorporation #CleanPuri #GarbageFreePuri #StreetDumpingFreePuri #SwachhPuri
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
English
1
1
8
2.3K
Anshuman Satapathy
Anshuman Satapathy@telsanshuman·
ଆଜ୍ଞା ଇଏ ହଉଛି ପୁରୀ #୧୯ନଂ_ୱାର୍ଡ ଅନ୍ତର୍ଗତ ତେଲିସାହି #ସାହୁ ଲେନ ର ଦୃଶ୍ୟ.... #Puri_Municipal_Corporation, ନଳା ସଫା ନାଁ ରେ ନଳା କୁ ଭାଙ୍ଗି ଦେଉଛି ଯୋଉଥିପାଇଁ #ସାହି_ବାସିନ୍ଦା ମାନେ ହଇରାଣ ହେଉଛନ୍ତି ........ @puriulb ରp #commissioner ଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ.... @CMO_Odisha #Puri
Anshuman Satapathy tweet mediaAnshuman Satapathy tweet media
OR
1
1
3
95
Shashikanta Barik
Shashikanta Barik@shashikantab1·
A portion of the ceiling collapsed at Markandeswar Sahi Girls' School during the SIR process, highlighting the building's unsafe condition. Immediate repairs are needed to ensure student safety before any tragedy occurs. @dm_puri @CMO_Odisha
Shashikanta Barik tweet media
English
1
0
2
102