𝗕𝗜𝗞𝗔𝗦𝗛 𝗞𝗨𝗠𝗔𝗥.

3.3K posts

𝗕𝗜𝗞𝗔𝗦𝗛 𝗞𝗨𝗠𝗔𝗥. banner
𝗕𝗜𝗞𝗔𝗦𝗛 𝗞𝗨𝗠𝗔𝗥.

𝗕𝗜𝗞𝗔𝗦𝗛 𝗞𝗨𝗠𝗔𝗥.

@BIKASH190

Reporting the problem of the common people to the govt X platform ❗Association of Tweeter activists (ATA)❗A bridge between ruled & ruler❗ Views my Personal ❗

Bhubaneswar Katılım Eylül 2024
336 Takip Edilen219 Takipçiler
𝗕𝗜𝗞𝗔𝗦𝗛 𝗞𝗨𝗠𝗔𝗥.
@bjd_odisha କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ରାଉରକେଲା, ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ପୂର୍ବ ତଟ ଜୋନ୍ ରେ ମିଶ୍ରଣ ପାଇଁ ଶୀଘ୍ର ପଦକ୍ଷେପ ନିଅନ୍ତୁ, ଏଗୁଡ଼ିକ ଅନ୍ୟ ଜୋନ୍ ଅଧୀନରେ ଥିବା ଯୋଗୁଁ କୌଣସି ଗୁରୁତ୍ଵ ମିଳୁନି ଏବଂ ବହୁତ ଅଣଦେଖା କରାଯାଉଛି!
OR
0
0
0
16
Biju Janata Dal
Biju Janata Dal@bjd_odisha·
ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ପୂର୍ବତଟରୁ କାଢି ଦକ୍ଷିଣତଟ ରେଳବାଇରେ ମିଶ୍ରଣକୁ ବିଜେଡିର ବିରୋଧ। ଏହା ଡବଲ୍ ଇଞ୍ଜିନ୍ ସରକାରର ଓଡ଼ିଶା ଦିବସ ଉପହାର। ଆନ୍ଧ୍ରକୁ ଖୁସି କରିବା ପାଇଁ ଓଡ଼ିଶାର ଅଞ୍ଚଳକୁ ଟେକି ଦିଆଯାଇଛି। ଓଡ଼ିଶାର ୨୦ଜଣ ଲୋକସଭା ସାଂସଦ ଓ ରାଜ୍ୟ ବିଜେପି ନେତାଙ୍କ ମୁହଁ ଚୁପ କାହିଁକି? #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha
Biju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
9
32
223
1.2K
ଓଟିଭି
ଓଟିଭି@otvkhabar·
#ବଢ଼ିଲା_ଦକ୍ଷିଣ_ତଟ_ରେଲୱେ_ପରିସର -ବଢ଼ିଲା ଦକ୍ଷିଣ ତଟ ରେଲୱେ ଜୋନ୍‌ର ପରିସର -ରେଲୱ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି -ଦକ୍ଷିଣ ତଟ ରେଲୱେ ଜୋନ୍ ଅଧୀନକୁ ଆସିଲା ପଲାସା-ଇଚ୍ଛାପୁରମ -ବିଶାଖାପାଟଣା ଡିଭିଜନରେ ସାମିଲ୍ ହେଲା ପଲାସା-ଇଚ୍ଛାପୁରମ -ପୂର୍ବରୁ ଇଷ୍ଟକୋଷ୍ଟ ରେଲୱେର ଖୋର୍ଦ୍ଧା ରୋଡ୍‌ ଡିଭିଜନରେ ଥିଲା #SouthCoastRailway #SCoR #VisakhapatnamDivision #PalasaIchchapuram #RailwayMinistry #OTV
ଓଟିଭି tweet media
OR
10
6
73
6K
𝗕𝗜𝗞𝗔𝗦𝗛 𝗞𝗨𝗠𝗔𝗥.
ଏମାନଙ୍କ ପାଇଁ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସା ଅବହେଳା ହେଉଚି! ଶେଷ ମୂହୁର୍ତ୍ତରେ ରୋଗୀ ଉପାୟ ନପାଇ ହସ୍ପିଟାଲ୍ ବେଡ୍ ରୁ ଉଠିଆସି ଭଲ ଚିକିତ୍ସା ପାଇଁ ବେସରକାରୀ ଔଷଧ ଦୋକାନରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ସେଇ ଗୋଟିଏ ସରକାରୀ ଡ଼ାକ୍ତର ହସ୍ପିଟାଲ୍ ରେ ଚିକିତ୍ସା କରିଲେ ରୋଗୀ ଭଲ ହୋଇ ପାରୁନି କିନ୍ତୁ ଚାମ୍ବରରେ ଭଲ ହେଉଚି?
Argus News@ArgusNews_in

#ବିନା_ସାର୍ଟିଫିକେଟରେ_ଚିକିତ୍ସା_ଔଷଧ_ଦୋକାନ_ସିଲ୍‌ ସୁବର୍ଣ୍ଣପୁର: ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା ବୀରମହାରାଜପୁରରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସ୍‌ଡିଏମଓଙ୍କ ଉପସ୍ଥିତିରେ ସିଲ୍ ବିନା ସାର୍ଟିଫିକେଟରେ ଡାକ୍ତର ସାଜି ଚିକିତ୍ସା କରୁଥିଲେ ଦୋକାନ ମାଲିକ #Odisha #Sonepur #MedicineStore #ArgusaNews

OR
0
0
1
15
𝗕𝗜𝗞𝗔𝗦𝗛 𝗞𝗨𝗠𝗔𝗥.
@ojtabbsr @CMO_Odisha @NityanandaBJP ସରକାରୀ ବିଦ୍ୟାଳୟ ରେ ପିଲାଙ୍କୁ ପାଠ ପଢା ହେଉନି, ଛୁଆମାନେ ଖେଳ କୁଦ ଓ ଅଣ୍ଡା ଭାତ ଖାଇ ଆମ ଆଡ଼େ 3.30pm ବେଳୁ ଛୁଟି ହେଉଛନ୍ତି! ବର୍ତ୍ତମାନ ତ ଏପ୍ରିଲ ମାସ ସକାଳ ସ୍କୁଲ୍ ରେ କଣ ହେଉଥିବ ଅନୁଧ୍ୟାନ କରନ୍ତୁ!
OR
0
0
0
15
Odisha Junior Teachers' Association
ସମୟ ବଡ଼ ବଳବାନ। ଦୀର୍ଘ ଦିନର ଅପେକ୍ଷା ପରେ ଆଜି ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ କଳଙ୍କିତ ପ୍ରଥାର ଉଛେଦ ହେଲା। କନିଷ୍ଠ ଶିକ୍ଷକ ମାନେ ନ୍ୟାୟ ପାଇଲେ। ପୂର୍ବ ସରକାରଙ୍କ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିଥିବା ମାନ୍ୟବର @CMO_Odisha ମାନ୍ୟବର ଶିକ୍ଷା ମନ୍ତ୍ରୀ @NityanandaBJP ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।
Odisha Junior Teachers' Association tweet media
OR
8
9
30
371
𝗕𝗜𝗞𝗔𝗦𝗛 𝗞𝗨𝗠𝗔𝗥.
ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଦକ୍ଷିଣ-ପୂର୍ବ ରେଳ ଜୋନ୍ ଅଧୀନରେ ଥିବାରୁ ସର୍ବଦା ଅବହେଳିତ! ଶହେ ବର୍ଷର ପୁରୁଣା ରୂପ୍ସା-ବାଙ୍ଗିରିପୋଷି ସିଙ୍ଗଲ ଲାଇନ୍‌ରେ ବାଙ୍ଗିରିପୋଷି-ପୁରୀ ମଧ୍ୟରେ ମାତ୍ର ଗୋଟିଏ ଟ୍ରେନ୍ ଚାଲୁଛି! ପଲସା-ଇଚ୍ଛାପୁରମ୍‌କୁ ଯେପରି ପଦକ୍ଷେପ ନିଆଗଲା, ସେପରି ଏହି ଜିଲ୍ଲାଦ୍ୱୟକୁ ଶୀଘ୍ର ଇଷ୍ଟକୋଷ୍ଟ୍ ଅଧୀନକୁ ଅଣାଯାଉ!
Devakinandan Das@D_Jaadugar

@soumyajitt Baleshwar,Baripada, Bangiriposhi should immediately include in @EastCoastRail from @serailwaykol . @pcsarangi @MohanMOdisha @AshwiniVaishnaw @Bishweswar_Tudu @MamataMohanta5 @SanjaliMurmu

OR
1
1
5
99