Deputy Collector General & Misc,Bhadrak
74 posts

Deputy Collector General & Misc,Bhadrak
@DCGenMiscBdk
Dealing with Misc work
Bhadrak Katılım Haziran 2022
1 Takip Edilen199 Takipçiler

ଏହି ଚିତ୍ରଟି ହଉଛି ଜି- ଭଦ୍ରକ, ବ୍ଲକ୍- ଚାନ୍ଦବାଲି, ପଞ୍ଚାୟତ- ଜାଗୁଳା , ଗ୍ରାମ- ବଳଭଦ୍ର ପ୍ରସାଦ ର #danacyclone ସମୟରେ ଲୋକମାନେ କେଉଁଠି ସୁରକ୍ଷିତ ନେବେ। ୮ ବର୍ଷ ହବ ମରାମତି ନାହିଁ। @CMO_Odisha @SRC_Odisha @DM_Bhadrak @MohanMOdisha ଯଥାଶୀଘ୍ର ଏହା ଉପରେ ଦୃଷ୍ଟିଭଙ୍ଗୀ ଦେଲେ ଲୋକମାନେ ସୁରକ୍ଷା ନେବାରେ ଉପକୃତ ହେବେ।




OR

@RudraNarayan817 @PRDeptOdisha @DM_Bhadrak @bdobasudevpur @Tah_basudevpur @CMO_Odisha @suryabanshibjp The Grievance has been Disposed.
English

ଜରି ପାଲ ଚାଳ ଛପର ଘର ତଳେ ବିତୁଛି ଜୀବନ। ବାସୁଦେବପୁର, ଲକ୍ଷ୍ମୀଦାସପୁର ପଞ୍ଚାୟତ ର #କମଳା ସାମଲ ଏବଂ #ଗୀତାରାଣୀ ଜେନା ଙ୍କ ପାଇଁ #ଆବାସ ଘର ସାତ ସପନ। ସମ୍ମାନୀୟ @PRDeptOdisha @DM_Bhadrak @bdobasudevpur @Tah_basudevpur @CMO_Odisha @suryabanshibjp ଙ୍କୁ ପ୍ରକାଶିତ ଖବର କାଗଜ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ।

OR

@tapralisha @CMO_Odisha @DM_Bhadrak @Food_Odisha @pani_patita @PravatiPOdisha @AvimanyuBhadrak @BdoBhadrak @Sudhans98658725 The Grievance has been Disposed.
English

ବାତ୍ୟା #ଦାନା ର ପ୍ରଭାବରେ ଭଦ୍ରକ ଜିଲ୍ଳାର ଭଦ୍ରକବ୍ଲକ୍ ଅନ୍ତର୍ଗତ sabarang ର ବଡଗୋପାଳ ସାହିର 64 ବର୍ଷ ବୟସ୍କ ସୁବାସ ଚନ୍ଦ୍ର ପରିଡ଼ା ଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ। ସେ ଜଣେ ଗରିବ ଚାଷୀ।
ତାଙ୍କୁ କ୍ଷତିଗ୍ରସ୍ତ ପାଇଁ ରିଲିଫ, ପାଲ ସହ ପକ୍କାଘର ଯୋଗାଇ ଦେବାକୁ ଅନୁରୋଧ। @CMO_Odisha @DM_Bhadrak @Food_Odisha @pani_patita




OR

@RajibLo10021853 @ThePrameya @CMO_Odisha @PradeepJenaIAS @DM_Bhadrak @SFC_Odisha @AtanuMLA @Food_Odisha @MoSarkar5T @SRC_Odisha @PRDeptOdisha The Grievance has been Disposed.
English

ଦୈନିକ ଖବକାଗଜ @ThePrameya ରେ ପ୍ରକାଶିତ ଏ ଖବର ଉପରେ ଧ୍ୟାନ ଦେଇ ତୁରନ୍ତ ସମାଧାନ କରିବାକୁ ଅନୁରୋଧ ଓ ଉକ୍ତ ହିତାଧିକାରୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ @CMO_Odisha @PradeepJenaIAS @DM_Bhadrak @SFC_Odisha @AtanuMLA @Food_Odisha @MoSarkar5T @SRC_Odisha @PRDeptOdisha

OR

@CMO_Odisha @DM_Bhadrak
@sureshpujariofc
Sir ବନ୍ତ ବ୍ଲକ ରାମଚନ୍ଦ୍ରପୁର ସାହାରାଗଢିଆ ଗ୍ରାମରେ ବଳରାମ ସ୍ୱାଇଁଙ୍କର ଗତକାଲି ୪ ବଖରା ଘର ପୋଡିଯିବା ସହ ୧୫ ଗୋରୁ ପଦାରେ, କୌଣସି ସରକାରୀ ସାହାଯ୍ୟ କି RI ପହଞ୍ଚି ପାରିଲେ ନାହିଁ, ସତରେ ଏ ସରକାର ସାଧାରଣ ଲୋକଙ୍କର !!



OR

@SolampurM @gyana_r_das @CMO_Odisha @BBpokhari @DM_Bhadrak @MohanMOdisha @SecyChief The Grievance has been Disposed.
English

@gyana_r_das @CMO_Odisha
@BBpokhari
@DM_Bhadrak
ଦଳିତ ଙ୍କ ଅବସ୍ଥା ଗୁରୁତର । ନା ଖାଦ୍ୟ ଅଛି । ନା ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । କେବଳ ଫଟୋ ଉଠାଇ TRP ବଡାଇ ଚାଲିଛନ୍ତି ନେତା ଅଫିସର । ମାଟି ଚାଳ ବଖରା ଘରେ କେମିତି ରହୁଥିବେ ଏହି ବିପଦୀ ବେଳେ | ବିରୋଳି ଗ୍ରାମ ସୋଳମପୁର ପଞ୍ଚାୟତ
ଭଣ୍ଡାରୀପୋଖରୀ @MohanMOdisha @SecyChief




OR


@JituSatyabrata @DM_Bhadrak @CMO_Odisha @OdishaF_ES @NDRFHQ @bdobasudevpur @IPR_Odisha @sureshpujariofc @suryabanshibjp @AvimanyuBhadrak The Grievance has been Disposed.
English

ଭଦ୍ରକ ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତ ଜୟପୁର-ଅରଣ୍ଡୁଆ ରାସ୍ତା ରେ ବହୁତ ବଡ଼ ବଡ଼ ଗଛ ପଡ଼ିଛି।। ରାସ୍ତା ସଫା କରିବାକୁ ଅନୁରୋଧ।।
@DM_Bhadrak @CMO_Odisha @OdishaF_ES @NDRFHQ @bdobasudevpur @IPR_Odisha @sureshpujariofc @suryabanshibjp @AvimanyuBhadrak




OR

@AsitKumarSahu32 @DM_Bhadrak @Abanikanta_1978 @csobdk @Food_Odisha @CMO_Odisha @dhamnagar_bdo @suryabanshibjp @AvimanyuBhadrak The Grievance has been Disposed.
English

ଅଷ୍ଟମ ଶ୍ରେଣୀ ଛାତ୍ରୀ #ମନୀଷା_ବାରିକ ଗୋଡ଼ ଓପେରସନ ପାଇଁ ରାସନକାର୍ଡ଼ର ନାମ ଯୋଡ଼ିବାକୁ ଅନୁରୋଧ।
At-Dhiakulasahi,G.p-Vattasahi, Block- Dhamnagar
Mob-7609048482
Ration card no-04060711753 @DM_Bhadrak Sir
@Abanikanta_1978 Sir ଛାତ୍ରୀ ମନୀଷାର ତୁରନ୍ତ ରାସନ କାର୍ଡ଼ରେ ନାମ ଯୋଡ଼ିବାକୁ ଅନୁରୋଧ। (1/2)




OR

@SanjitDas01 @DM_Bhadrak @CMO_Odisha @SRC_Odisha @PRDeptOdisha @JanaSunani @SecyChief The Grievance has been Disposed.
English

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁର ସଞ୍ଜୟ ଦାସଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି।ପତ୍ନୀ ଓ ୪ ଛୁଆ ଏବେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ ତୁରନ୍ତ abasa ଘର ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ। @DM_Bhadrak @CMO_Odisha @SRC_Odisha @PRDeptOdisha @JanaSunani @SecyChief

OR

Please looks into the matter and take necessary action Sir @CMO_Odisha @PRDeptOdisha @PuccaGhara @DM_Bhadrak

English

@SolampurM @gyana_r_das @CMO_Odisha @BBpokhari @DM_Bhadrak @MohanMOdisha @SecyChief The Grievance has been Disposed.
English

@JituSatyabrata @DM_Bhadrak @CMO_Odisha @OdishaF_ES @NDRFHQ @bdobasudevpur @IPR_Odisha @sureshpujariofc @suryabanshibjp @AvimanyuBhadrak The Grievance has been Disposed.
English

@AsitKumarSahu32 @DM_Bhadrak @Abanikanta_1978 @csobdk @Food_Odisha @CMO_Odisha @dhamnagar_bdo @suryabanshibjp @AvimanyuBhadrak The Grievance has been Disposed.
English

@SanjitDas01 @DM_Bhadrak @CMO_Odisha @SRC_Odisha @PRDeptOdisha @JanaSunani @SecyChief The Grievance has been Disposed.
English

@Kumarpradeep856 @CMO_Odisha @MoSarkar5T @PRDeptOdisha @RWSS_BHADRAK @DM_Bhadrak The Grievance has been Disposed.
English

@Jagabandhu124 @DM_Bhadrak @suryabanshibjp @CMO_Odisha @MohanMOdisha The Grievance has been Disposed.
English

ବାସୁଦେବପୁର ମ୍ୟୁନିସିପାଲଟି ପ୍ରବୋଧପୁର ୱର୍ଡ଼ ନଂ 07 ଘର ଉପରେ ଗଛ ପଡ଼ି ସମୂର୍ଣ୍ଣ ଭାବରେ ଛପର ଟି ଭାଙ୍ଗି ଯାଇଛି, ହେଲ୍ପ ଲାଇନ ନଂ ରେ କଲ କଲେ କିଛିବି ଉତ୍ତର ଦେଉନାହାନ୍ତି। @DM_Bhadrak @suryabanshibjp @CMO_Odisha @MohanMOdisha




OR

@GajendraSwain15 @CMO_Odisha @DM_Bhadrak @BBpokhari @MI_DOWR_Odisha @sambad_odisha The Grievance has been Disposed with appropriate action.
English

Respect, Sir/Madam Kindly look into this matter and do needful step as soon as possible please. @CMO_Odisha @DM_Bhadrak @BBpokhari @MI_DOWR_Odisha @sambad_odisha

English

@mranilnayak @CMO_Odisha @PravatiPOdisha @NityanandaBJP @WCDOdisha @SMEOdisha @DM_Bhadrak The Grievance has been Disposed with appropriate action.
English

Please look into this matter, @CMO_Odisha @PravatiPOdisha @NityanandaBJP @WCDOdisha @SMEOdisha @DM_Bhadrak

English

