BDODhamnagar

139 posts

BDODhamnagar

BDODhamnagar

@dhamnagar_bdo

Block Development Officer, Dhamnagar

Dhamnagar,Bhadrak Katılım Nisan 2020
27 Takip Edilen729 Takipçiler
BDODhamnagar retweetledi
District Administration,Bhadrak
@OdishaWater @PRDeptOdisha @BBpokhari @dhamnagar_bdo @IPR_Odisha ରାତ୍ରି ୧୦ ଘଟିକା ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର :୧୮:୯୩ ମିଟର ⬆️ ସତର୍କ ଜଳସ୍ତର : ୧୭:୮୩ ମିଟର / ବିପଦ ସଂକେତ ଜଳସ୍ତର: ୧୮:୩୩ ମିଟର ।
OR
1
1
10
804
BDODhamnagar retweetledi
District Administration,Bhadrak
ଜିଲ୍ଲପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଧାମନଗର ରେ ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
OR
2
4
38
1.3K
BDODhamnagar
BDODhamnagar@dhamnagar_bdo·
ବିକାଶ ବାହନ ରଥ କାର୍ଯ୍ୟକ୍ରମ ର ଆଜି ତୃତୀୟ ଦିବସ ରେ ଧାମନଗର ବ୍ଲକର କଲ୍ୟାଣୀ, ଦଇପୁର, ଦଳାଙ୍ଗ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଅଛି ଏଥିରେ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା,ରାସନ କାଡ଼ ଏବଂ ନୂତନ ଜବ କାଡ ବଣ୍ଟନ କରାଯାଇ ଥିଲା
BDODhamnagar tweet mediaBDODhamnagar tweet mediaBDODhamnagar tweet mediaBDODhamnagar tweet media
OR
0
0
5
563
BDODhamnagar
BDODhamnagar@dhamnagar_bdo·
ତ୍ରିରଙ୍ଗା ଶୋଭାଯାତ୍ରା । @DM_Bhadrak
OR
0
0
4
786
BDODhamnagar
BDODhamnagar@dhamnagar_bdo·
ପଞ୍ଚାୟତ ସମିତି କାର୍ଯ୍ୟାଳୟ , ଧାମନଗର, ଭଦ୍ରକ ଦ୍ୱାରା ଘରେ ଘରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି I
BDODhamnagar tweet mediaBDODhamnagar tweet mediaBDODhamnagar tweet mediaBDODhamnagar tweet media
OR
2
1
6
169
BDODhamnagar
BDODhamnagar@dhamnagar_bdo·
ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସରକାରଙ୍କ ଦ୍ବାରା ଚୟନ କରାଯାଇଥିବା ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭ ପୁର ଗ୍ରା:ପ ର ବନ୍ଧଟିଆ ଲୋକକଳାଗ୍ରାମ ର ବାର୍ଷିକୋତ୍ସବ ଓ ଗାନ୍ଧୀ ଜୟନ୍ତୀ ପାଳନ ଅନୁଷ୍ଠିତ ହୋଇଯାଇଛି। @DM_Bhadrak @dco_bhadrak @IPR_Odisha @Culturedeptt
BDODhamnagar tweet mediaBDODhamnagar tweet mediaBDODhamnagar tweet media
OR
0
0
2
154
BDODhamnagar
BDODhamnagar@dhamnagar_bdo·
Today's training program of LSGT of Dhamnagar Block
BDODhamnagar tweet media
English
0
0
2
162
BDODhamnagar
BDODhamnagar@dhamnagar_bdo·
Today's training program of LSGT of Dhamnagar Block
BDODhamnagar tweet media
English
1
0
2
131
Priyadarshan Panda
Priyadarshan Panda@ThePriyadarshan·
ଦୟାକରି ଏହି ବିଷୟ ପ୍ରତି ଗୁରୁତର ସହ ବିଚାର କରିବା ପାଇଁ ଅନୁରୋଧ, ଏହା ଆମ ଜାତୀୟ ପତକା... ଏହା ସବୁ ଭାରତୀୟଙ୍କ ଗର୍ବ ଓ ସ୍ୱାଭିମାନ... ଏହାର ଅପମାନ ଗ୍ରହଣଯୋଗ୍ୟ ନୂହେଁ.. @DM_Bhadrak @SecyChief @PradeepJenaIAS @CMO_Odisha @Naveen_Odisha @PMOIndia @narendramodi @narendramodi_in
Priyadarshan Panda tweet mediaPriyadarshan Panda tweet media
OR
3
3
5
733