କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ

238 posts

କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ banner
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ

କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ

@KYCSA2012

ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବା ଓ ଗରିବ ଅସହାୟ ମୁହଁରେ ହସ ଫୁଟାଇବା ଆମର ପ୍ରୟାସ

ଓଡିଶା Katılım Ağustos 2022
52 Takip Edilen43 Takipçiler
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
ସ୍ୱର ଓଡ଼ିଶାର
ଏ ଅସହ୍ୟ ଗରମରେ ଲୋକେ ଛଟପଟ, ଦିନ ସାରା କର୍ମ ବେସ୍ତତା ରାତିରେ ଟିକେ ଶାନ୍ତିରେ ନିଦ ହେଉନାହିଁ @MohanMOdisha @BJP4Odisha Address: Khandagiribari,Near Gastro Kidney hospital lane Transfermer ,Khandagiri, Bhubaneswar,751030 More Contact:7978789741.
1
3
4
24
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
ସ୍ୱର ଓଡ଼ିଶାର
@TPCentralOdisha ମନମାନି, ରାତି ୧୧ରୁ ସକାଳ ୭ ହେଲାଣି ଭୁବନେଶ୍ୱର ସ୍ମାର୍ଟ ସିଟି ଭଳି ଜାଗାରେ ଲାଇନ ନାହିଁ,ଏଇଟା କେବଳ ଆଜି ପାଇଁ ନୁହେଁ ବାର୍ ବାର୍ ଏପରି ହେଉଛି, କଣ ପାଈ ଧ୍ୟାନ ଦେଉ ନାହାନ୍ତି ଅଧିକାରୀ,@bmcbbsr @BDA_BBSR @CMO_Odisha @KVSinghDeo1 @EnergyOdisha @PradeepJenaIAS please look into the matter 🙏
OR
5
3
4
53
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
Look into the matter 🙏. ସ୍ଥାନ: ଟ୍ରାଇଡେଣ୍ଟ କଲେଜ ପଛ ପଟ ରାସ୍ତା, ଓଡ଼ିଶା ହୋଟେଲ ପାଖ,ଶୈଳଶ୍ରି ବିହାର,ଭୁବନେଶ୍ୱର। ଅଧିକ ଜାଣିବା ପାଇଁ ଯୋଗାଯୋଗ: ୯୧୭୮୭୫୦୭୮୫
OR
0
3
4
32
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
ଟିକିଏ ବର୍ଷାରେ ଆଣ୍ଠୁଏ ପାଣି, ରାସ୍ତା ଖାଲ ଥିବା ହେତୁ ବହୁତ୍ ଗାଡ଼ି ଯିବା ଆସିବାରେ ଅସୁବିଧା ହେଉଅଛି। ସମସ୍ତେ ଖାଲକୁ ସାଇଡ କରି ଗାଡ଼ି ଚଳାଉ ଥିବା ବେଳେ ଅପର ପକ୍ଷରେ ଆସୁଥିବା ଗାଡ଼ି ସହ ଦୁର୍ଘଟଣା ମଧ୍ୟ ଘଟୁଅଛି । @bmcbbsr @BDA_BBSR @OUHMAWAAS @HUDDeptOdisha @rdmodisha @MayorofBBSR @ChanchalRanaIAS please...
Samir Rout tweet mediaSamir Rout tweet media
OR
1
3
6
61
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
Name-Shibanarayan Padhi,Ad:Podapada,beside forest colony,matangeswar temple road,Boudh. Drain system not available for only one home,except one home all home's sub drain connects with the main drainage system. @PRDeptOdisha @IPR_Odisha @dmboudh please look into the matter
English
1
4
8
97
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
#ତିନିମାସ ପାଖାପାଖି ହେବ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଟଙ୍କା ପୈଠ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି #ସଂଯୋଗୀକରଣ ହୋଇନାହିଁ, ବାର୍ ବାର୍ ଅଭିଯୋଗ ସତ୍ତ୍ୱେ ମଧ୍ୟ କୌଣସି #ଅଧିକାରୀଙ୍କ ଦେଖା ନାହିଁ। @TPCentralOdisha @CMO_Odisha @dm_puri @EnergyOdisha @KVSinghDeo1 @PradeepJenaIAS please look into the matter 🙏
Samir Rout tweet media
OR
6
5
10
329
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
ଆବେଦନର #୨ବର୍ଷ ବିତି ଯାଇଥିଲେ ମଧ୍ୟ #Sanction ହୋଇ ପାରୁନି ଭତ୍ତା । କାହା ଅବହେଳା ପାଇଁ ଗରିବ ଲୋକଟିକୁ ନ୍ୟାୟ ମିଳୁନି। @dm_puri @AstarangaBdo @dcmo_pravati @DssoPuri @NityanandaBJP @SSEPD2 please look into the matter 🙏
Samir Rout tweet mediaSamir Rout tweet media
OR
1
3
10
70
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କାମ ହେଉନାହିଁ ଲାଇଟ୍, କାହା ଅବହେଳା ପାଇଁ ଅଭିଯୋଗ ଶୁଣୁ ନାହାନ୍ତି କର୍ତ୍ତୃପକ୍ଷ @bmcbbsr @safabhubaneswar @MayorofBBSR @HUDDeptOdisha @ChanchalRanaIAS please look into the matter 🙏🚩 ,More Contact: 7978789741
Samir Rout tweet media
OR
1
3
5
122
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
ଗଛଲତାରେ ଆଚ୍ଛାଦିତ ହୋଇଅଛି ବିଦ୍ୟୁତ୍ ତାର, ବାରମ୍ବାର ଅଭିଯୋଗ ପରେ ବି ଶୁଣୁ ନାହାନ୍ତି ବିଦ୍ୟୁତ୍ ଅଧିକାରୀ,ଟିକେ ପବନ ହେଲେ ଖୁଣ୍ଟରୁ ଘରୋକୁ ସଂଯୋଗ ହୋଇଥିବା ଲାଇନ୍ କଟି ଯାଉଛି(Sparking). @TPCentralOdisha please look into the matter 🙏. More contact: 7008219510.
Samir Rout tweet mediaSamir Rout tweet mediaSamir Rout tweet media
OR
7
4
10
198
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ ଜଳୁ ନାହିଁ #ଲାଇଟ୍। #ଅନ୍ଧାରରେ ଯିବା ଆସିବା କରୁଛନ୍ତି ସ୍ଥାନୀୟ ବାସିନ୍ଦା। ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା କିପରି ଏହା କାର୍ଯ୍ୟକ୍ଷମ ହୋଇନାହିଁ,ଠିକା ସଂସ୍ଥାର ଭୁଲ୍ ନା ସାଧାରଣ ଲୋକଙ୍କ ଭୁଲ୍ ! ଭୁଲ୍ କରୁଛି କିଏ ଦୁର୍ଦ୍ଦଶା ଭୋଗୁଛି କିଏ ? @bmcbbsr @BDA_BBSR @ChanchalRanaIAS plz check it.
Samir Rout tweet media
OR
3
6
14
324
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
ବାଇକ୍ #କାକଟପୁରରେ, ନୟାଗଡ଼ରେ କଟିଛି #ଚାଲାଣ, ସାତ ମାସ ହେବ ଅଭିଯୋଗ କରିଥିଲେ ମଧ୍ୟ କୌଣସି #ସୁଫଳ ମିଳିନାହିଁ। @rto_rtopuri @rtonayagarh @STAOdisha @homeodisha @dm_puri @SPPuri1 @spnayagarh @AdmnNayagarh @BibhutiJena93 please look into the matter 🙏.
Samir Rout tweet mediaSamir Rout tweet media
OR
0
3
10
134
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ
ଖୁଣ୍ଟଟି ଅନତ୍ର ସ୍ଥାନାନ୍ତର ହୋଇ ପାରିବାର ସୁବିଧା ଥିବାରୁ ଆମେ ଆପଣଙ୍କୁ ନିବେଦନ କରିଅଛୁ, ଦୟା ଯଥା ଶୀଘ୍ର ସମାଧାନ କରାଗଲେ ଆମେ ଖୁସି ହେବୁ। 👏
OR
0
0
0
1
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ
ପଡ଼ିଆ ମଧ୍ୟରେ ଖୁଣ୍ଟଟି ରହିଥିବାରୁ ଆଗକୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଥିବାରୁ ଏହାକୁ ଅନତ୍ର ସ୍ଥାନାତର ନିବେଦନ l ଠିକଣା: ସିଲାରି, ଅସ୍ତରଙ୍ଗ, ପୁରୀ,୭୫୨୧୦୯, in front of Kapileswar Temple. ଯୋଗାଯୋଗ: 9178750785 @TPCentralOdisha @CMO_Odisha @dm_puri @AstarangaP
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ tweet mediaକପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ tweet mediaକପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ tweet media
OR
4
3
4
110
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
ମରାମତି ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ।କାକଟପୁର ସବ୍-ରେଜିଷ୍ଟର ଅଫିସ କ୍ୱାର୍ଟର ନାରେ ଲାଗିଛି ଏପରି ଅଭିଯୋଗ।ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଅର୍ଥ ହଡ଼ପ କରାଯାଇଛି ସାଧାରଣରେ ଚର୍ଚ୍ଚା। @dm_puri @PWD_Odisha @rdmodisha @IPR_Odisha @sureshkpujari plz look into the matter
Samir Rout tweet media
OR
0
5
10
96
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
@AstarangaP ପ୍ରଶାସନିକ ସ୍ତରରେ ଅଧିକାରୀ ମାନଙ୍କ ହେଉ କିମ୍ବା Official X account ଖୋଲିବା ଏବଂ ଖୋଲା ହୋଇଥିବା X ଆକାଉଣ୍ଟ କୁ ଚଳେଇବା ପାଇଁ @dm_puri ଜିଲ୍ଲାପାଳଙ୍କ ପାଖରେ ଆମର ବିନୀତ ଅନୁରୋଧ 👏 @CMO_Odisha @SecyChief @PravatiPOdisha @IPR_Odisha @PRDeptOdisha @DrBibhuTarai @SRC_Odisha @sidd_swain
Samir Rout tweet media
OR
2
9
19
316
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
Samir Rout tweet mediaSamir Rout tweet media
ZXX
0
2
4
43
କପିଳେଶ୍ଵର ଯୁବ ପରିଷଦ, ଅସ୍ତରଙ୍ଗ retweetledi
Samir Rout
Samir Rout@SamirRout6·
#ବୃକ୍ଷଶୂନ୍ୟ ହୋଇଯିବ କି ଅସ୍ତରଙ୍ଗ ? ନମ୍ୱରବିହୀନ #ଟ୍ରାକ୍ଟରରେ ବେଆଇନ ଭାବେ ଚାଲାଣ ହେଉଛି କାଠ। କରତକଳ #ମାଲିକ ମାଲାମାଲ୍, ଭିଜିଲାନ୍ସ ତଦନ୍ତ ଦାବି। @AstarangaBdo @dm_puri @ForestDeptt @OdishaVigilance @IPR_Odisha @odisha_police @rto_rtopuri @STAOdisha @homeodisha please look into the matter.
Samir Rout tweet media
OR
1
4
9
101