Samir Rout
1.2K posts

Samir Rout
@SamirRout6
🧑🏻💻Social Activist ⛑️Blood Donor 📈Financial Advisor 🧑🏻 ସମସ୍ୟା ଅନେକ,ସମାଧାନ କରୁଥିବା ଲୋକ କମ୍,ତେଣୁ ସମସ୍ୟାକୁ ସବୁବେଳେ ନିଜେ ସମାଧାନ କରି ନିଜେ ସମାଧାନର ମାଧ୍ୟମ ହୁଅ l
Odisha Katılım Mart 2015
310 Takip Edilen673 Takipçiler

ରାଜ୍ୟର ପ୍ରତିଟି ନାଗରିକଙ୍କ ନିକଟରେ ସହଜରେ ଓ ସ୍ୱଚ୍ଛତାର ସହ ସରକାରୀ ସେବା ପହଞ୍ଚାଇବା ପାଇଁ ଖୁବ୍ ଶୀଘ୍ର ରାଜ୍ୟବ୍ୟାପୀ ଆରମ୍ଭ ହେବାକୁ ଯାଉଛି 'ଆମ ଗାଁ'ରେ ଆମ ତହସିଲ୍' (Tahasil at Doorstep) କାର୍ଯ୍ୟକ୍ରମ। ଏହି ଅଭିଯାନ ଅଧୀନରେ ଗ୍ରାମ ଓ ପଞ୍ଚାୟତ ସ୍ତରରେ 'କ୍ୟାମ୍ପ୍ କୋର୍ଟ' ଆୟୋଜନ କରାଯାଇ ପ୍ରଜା ଖାନା ସଂଶୋଧନ, ଡିମାର୍କେସନ୍ ଏବଂ ଜନସାଧାରଣଙ୍କ ସେବା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସେହି ସ୍ଥାନରେ ହିଁ ତ୍ଵରିତ ସମାଧାନ କରାଯିବ। #TahasilAtDoorstep #GoodGovernance #PublicService

OR
Samir Rout retweetledi

@TPCentralOdisha ମନମାନି, ରାତି ୧୧ରୁ ସକାଳ ୭ ହେଲାଣି ଭୁବନେଶ୍ୱର ସ୍ମାର୍ଟ ସିଟି ଭଳି ଜାଗାରେ ଲାଇନ ନାହିଁ,ଏଇଟା କେବଳ ଆଜି ପାଇଁ ନୁହେଁ ବାର୍ ବାର୍ ଏପରି ହେଉଛି, କଣ ପାଈ ଧ୍ୟାନ ଦେଉ ନାହାନ୍ତି ଅଧିକାରୀ,@bmcbbsr @BDA_BBSR @CMO_Odisha @KVSinghDeo1 @EnergyOdisha @PradeepJenaIAS please look into the matter 🙏
OR
Samir Rout retweetledi

ଏ ଅସହ୍ୟ ଗରମରେ ଲୋକେ ଛଟପଟ, ଦିନ ସାରା କର୍ମ ବେସ୍ତତା ରାତିରେ ଟିକେ ଶାନ୍ତିରେ ନିଦ ହେଉନାହିଁ @MohanMOdisha @BJP4Odisha Address: Khandagiribari,Near Gastro Kidney hospital lane Transfermer ,Khandagiri, Bhubaneswar,751030
More Contact:7978789741.
Samir Rout retweetledi

ମାନନୀୟ, @PMOIndia @narendramodi, ଆପଣଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତ ସ୍ୱପ୍ନ ଆମେ ଦେଖୁଛୁ। କିନ୍ତୁ ଆଜି ଜଣେ ସ୍ୱାଧୀନ ଭାରତର ନାଗରିକ ଭାବେ ମୁଁ ଗଭୀର ଭାବେ ବିଷଣ୍ଣ ଓ ଲଜ୍ଜିତ ଅନୁଭବ କରୁଛି। 🇮🇳🥺
ହେନ୍ତାଳ ବଣ ସଂରକ୍ଷଣ ଓ ତାହାର ସମ୍ଭାବ୍ୟ ନଷ୍ଟ ସମ୍ପର୍କରେ @CMO_Odisha ଙ୍କୁ ନିବେଦନ କରିବା ପରେ, Puri Forest Division @dfopuriwl ର ଦାୟିତ୍ୱରେ ଥିବା IFS ଅଧିକାରୀ ଫୋନ୍ ଯୋଗେ ମୂଳ ସମସ୍ୟାର ସମାଧାନ ପରିବର୍ତ୍ତେ ବିଭିନ୍ନ ଆଳରେ ଚାପ ସୃଷ୍ଟି ଓ ଭୟଭୀତ କରିବାର ପ୍ରୟାସ କି ନ୍ୟାୟସଙ୍ଗତ ?
ପରିବେଶ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ସ୍ୱର ଉଠାଇବା କୌଣସି ଅପରାଧ ନୁହେଁ। କିନ୍ତୁ ଯେତେବେଳେ ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାରେ ବିଫଳ କେତେକ ଉଚ୍ଚ ପଦସ୍ଥ ଅଧିକାରୀ ସାଧାରଣ ନାଗରିକଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି । ଆମ ଦେଶର ଗଣତନ୍ତ୍ର ଓ ମତ ପ୍ରକାଶର ସ୍ୱାଧୀନତା କଣ ସାଧାରଣ ନାଗରିକଙ୍କ ପାଇଁ ନୁହେଁ?
ଏପରି ଘଟଣା ଜଣେ ସଚେତନ ଭାରତୀୟ ଭାବେ ମୋତେ ଗଭୀର ଭାବେ ମର୍ମାହତ ଓ ଲଜ୍ଜିତ କରୁଛି।😒 ଆଶା କରୁଛି, ପରିବେଶ ସୁରକ୍ଷା ପାଇଁ ସ୍ୱର ଉଠାଉଥିବା ସାଧାରଣ ନାଗରିକଙ୍କ ସୁରକ୍ଷା, ସମ୍ମାନ ଓ ମତ ପ୍ରକାଶର ଅଧିକାରକୁ ସରକାର ଗୁରୁତ୍ୱ ସହ ନେବେ।
@MohanMOdisha @GaneshRamBJP
@SDGOdisha @SecyChief
@AdyashaSatpath3 @SatpathyLive
@BJP4Odisha @Bhaskar__Sarma
OR
Samir Rout retweetledi

“Is Raising Environmental Concerns a Crime in India?” 🇮🇳
After raising concerns over mangrove destruction in Astaranga, I received an unnecessarily aggressive and unrelated call from Puri Divisional Forest Officer in odisha @dfopuriwl instead of constructive discussion on the actual conservation issue.
Our country celebrates #AzadiKaAmritKal and we support Hon’ble @PMOIndia @narendramodi Ji’s vision for responsible governance and environmental protection!!
“If citizens speaking for nature are discouraged, what message does it send about our system and governance?”
#SaveMangrove #Odisha #EnvironmentalJustice
@CMO_Odisha @SatpathyLive @UN @SecyChief @dpradhanbjp @GaneshRamBJP @MohanMOdisha @AdyashaSatpath3 @moefcc
@AdyashaSatpath3 @BJP4Odisha @SDGOdisha @SDG2030
English

#ତିନିମାସ ପାଖାପାଖି ହେବ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଟଙ୍କା ପୈଠ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି #ସଂଯୋଗୀକରଣ ହୋଇନାହିଁ, ବାର୍ ବାର୍ ଅଭିଯୋଗ ସତ୍ତ୍ୱେ ମଧ୍ୟ କୌଣସି #ଅଧିକାରୀଙ୍କ ଦେଖା ନାହିଁ। @TPCentralOdisha @CMO_Odisha @dm_puri @EnergyOdisha @KVSinghDeo1 @PradeepJenaIAS please look into the matter 🙏

OR

ଟିକିଏ ବର୍ଷାରେ ଆଣ୍ଠୁଏ ପାଣି, ରାସ୍ତା ଖାଲ ଥିବା ହେତୁ ବହୁତ୍ ଗାଡ଼ି ଯିବା ଆସିବାରେ ଅସୁବିଧା ହେଉଅଛି। ସମସ୍ତେ ଖାଲକୁ ସାଇଡ କରି ଗାଡ଼ି ଚଳାଉ ଥିବା ବେଳେ ଅପର ପକ୍ଷରେ ଆସୁଥିବା ଗାଡ଼ି ସହ ଦୁର୍ଘଟଣା ମଧ୍ୟ ଘଟୁଅଛି । @bmcbbsr @BDA_BBSR @OUHMAWAAS @HUDDeptOdisha @rdmodisha @MayorofBBSR @ChanchalRanaIAS please...


OR

Name-Shibanarayan Padhi,Ad:Podapada,beside forest colony,matangeswar temple road,Boudh.
Drain system not available for only one home,except one home all home's sub drain connects with the main drainage system. @PRDeptOdisha @IPR_Odisha @dmboudh please look into the matter
English

ଆବେଦନର #୨ବର୍ଷ ବିତି ଯାଇଥିଲେ ମଧ୍ୟ #Sanction ହୋଇ ପାରୁନି ଭତ୍ତା । କାହା ଅବହେଳା ପାଇଁ ଗରିବ ଲୋକଟିକୁ ନ୍ୟାୟ ମିଳୁନି।
@dm_puri @AstarangaBdo @dcmo_pravati @DssoPuri @NityanandaBJP @SSEPD2 please look into the matter 🙏


OR

@safabhubaneswar @bmcbbsr @MayorofBBSR @HUDDeptOdisha @ChanchalRanaIAS @BJP4Odisha @BJP4India @CMO_Odisha @Ama_Shasana @babusinghodisha @MohanMOdisha @OfficialTeamATA ଆଶୁ ସମାଧାନ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 🙏, ଜଣ ସାଧାରଣଙ୍କ ପାଇଁ ଏପରି କାର୍ଯ୍ୟ ଜାରି ରହୁ 🚩।
OR

@SamirRout6 @bmcbbsr @MayorofBBSR @HUDDeptOdisha @ChanchalRanaIAS @BJP4Odisha @BJP4India @CMO_Odisha @Ama_Shasana @babusinghodisha @MohanMOdisha @OfficialTeamATA Dear Sir,
The issue has now been resolved. We regret the inconvenience caused.

English

ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କାମ ହେଉନାହିଁ ଲାଇଟ୍, କାହା ଅବହେଳା ପାଇଁ ଅଭିଯୋଗ ଶୁଣୁ ନାହାନ୍ତି କର୍ତ୍ତୃପକ୍ଷ @bmcbbsr @safabhubaneswar @MayorofBBSR @HUDDeptOdisha @ChanchalRanaIAS please look into the matter 🙏🚩 ,More Contact: 7978789741

OR

@safabhubaneswar @bmcbbsr @MayorofBBSR @HUDDeptOdisha @ChanchalRanaIAS @BJP4Odisha @BJP4India @CMO_Odisha @Ama_Shasana @babusinghodisha @MohanMOdisha @OfficialTeamATA କାଲି କାମ ହୋଇଥିବା ଲାଇଟ୍ ଆଜି ଜଳୁନି

OR

@SamirRout6 @bmcbbsr @MayorofBBSR @HUDDeptOdisha @ChanchalRanaIAS @BJP4Odisha @BJP4India @CMO_Odisha @Ama_Shasana @babusinghodisha @MohanMOdisha @OfficialTeamATA Dear Sir,
The issue has been resolved. Thank you.


English


I have received a Speed Post consignment number with 14digit number . I can't view the status of the parcel. So kindly suggest & give me link how to check it. @IndiaPostOffice
English
Samir Rout retweetledi

#ଜିତୁଙ୍କ_ଗାଁରେ_ଆରଡିସି_ଟିମ୍
ଭଉଣୀ କଙ୍କାଳକୁ ବ୍ୟାଙ୍କକୁ ନେବା ଘଟଣା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ପ୍ରଶାସନ, ଜିତୁ ମୁଣ୍ଡାଙ୍କ ଗାଁରେ ପହଂଚିଲା ଆରଡିସି ଟିମ୍
#KanakNews #Kendujhar
OR

ଗଛଲତାରେ ଆଚ୍ଛାଦିତ ହୋଇଅଛି ବିଦ୍ୟୁତ୍ ତାର, ବାରମ୍ବାର ଅଭିଯୋଗ ପରେ ବି ଶୁଣୁ ନାହାନ୍ତି ବିଦ୍ୟୁତ୍ ଅଧିକାରୀ,ଟିକେ ପବନ ହେଲେ ଖୁଣ୍ଟରୁ ଘରୋକୁ ସଂଯୋଗ ହୋଇଥିବା ଲାଇନ୍ କଟି ଯାଉଛି(Sparking). @TPCentralOdisha please look into the matter 🙏.
More contact: 7008219510.



OR

ଚାରିଆଡ଼େ ଗ୍ରୀଷ୍ମର ପ୍ରଭାବ ପଡ଼ିଥିବା ବେଳେ,@dm_puri ଜିଲ୍ଳା @AstarangaBdo ବ୍ଲକର ଅସ୍ତରଙ୍ଗ #ମୁଖ୍ୟବଜାରରେ ଦେଖିବା ପାଇଁ ମିଳିଛି #ପାନୀୟଜଳର ସମସ୍ୟା। ବିଭିନ୍ନ ସମସ୍ୟା ନେଇ ବଜାରକୁ ଆସୁଥିବା #ସାଧାରଣଗରିବଙ୍କ କିଣା ପାଣିରେ #ମେଣ୍ଟୁଛିତୃଷା। ଅସ୍ତରଙ୍ଗ ବଜାରର ମୁଖ୍ୟ ଛକ ମାନଙ୍କରେ ପାନୀୟ ଜଳର ସୁବନ୍ଦୋବସ୍ତ କରିବା ପାଇଁ ...

OR

@ChanchalRanaIAS @bmcbbsr @BDA_BBSR @BJP4Odisha @CMO_Odisha @MayorofBBSR @Sulochana_Apa @OfficialTeamATA @Ama_Shasana @dcmo_pravati @MohanMOdisha ଧନ୍ୟବାଦ୍ ସାର୍, ଆପଣଙ୍କ ପରି ଅଫିସର୍ ପାଇଁ ଆମେ ବହୁତ୍ ଖୁସି, ଆପଣଙ୍କ କାର୍ଯ୍ୟ ପୁରୀରେ ହେଉ କି ଭୁବନେଶ୍ୱରରେ ହେଉ ଆମେ ଭୁଲି ପାରିବୁ ନାହିଁ। 🙏
OR

ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ ଜଳୁ ନାହିଁ #ଲାଇଟ୍।
#ଅନ୍ଧାରରେ ଯିବା ଆସିବା କରୁଛନ୍ତି ସ୍ଥାନୀୟ ବାସିନ୍ଦା। ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା କିପରି ଏହା କାର୍ଯ୍ୟକ୍ଷମ ହୋଇନାହିଁ,ଠିକା ସଂସ୍ଥାର ଭୁଲ୍ ନା ସାଧାରଣ ଲୋକଙ୍କ ଭୁଲ୍ ! ଭୁଲ୍ କରୁଛି କିଏ ଦୁର୍ଦ୍ଦଶା ଭୋଗୁଛି କିଏ ? @bmcbbsr
@BDA_BBSR @ChanchalRanaIAS plz check it.

OR



