Pratap sahoo

1.2K posts

Pratap sahoo banner
Pratap sahoo

Pratap sahoo

@Prataps475131

Towards destination ➡️

Dhenkanal Katılım Ağustos 2023
31 Takip Edilen31 Takipçiler
Pratap sahoo retweetledi
TAPU
TAPU@TAPU096·
ଶାନ୍ତି ପ୍ରିୟ ଶିକ୍ଷକ ସମାଜ କେବେ ଆନ୍ଦୋଳନ ଚାହେଁ ନାହିଁ କିନ୍ତୁ 2026 ବର୍ଷର ମାଧ୍ୟମିକ ଶିକ୍ଷକଙ୍କର ଟ୍ରାନ୍ସଫର ପାଇଁ ପୋର୍ଟାଲ ଖୋଲିବାରେ ବିଳମ୍ୱ, ଶିକ୍ଷକ ସମାଜକୁ ଆନ୍ଦୋଳନ କରିବାକୁ ବାଧ୍ଯ କରୁଛି ଗଣ ଶିକ୍ଷା ବିଭାଗ @SMEOdisha @CMO_Odisha @NityanandaBJP @MohanMOdisha @OSEPA_Official @ThirumalaNaik4
TAPU tweet mediaTAPU tweet media
OR
6
52
20
328
Pratap sahoo retweetledi
TAPU
TAPU@TAPU096·
PRAYER TO ALLOW SECOND TIME INTER DISTRICT MUTUAL TRANSFER FOR SECONDARY TEACHERS IN TRANSFER GUIDELINES @ThirumalaNaik4 @SMEOdisha
DILIP KUMAR DEY@DILIPKUMAR50153

ସମ୍ମ।ନନୀୟ ସଚିବ ମହୋଦୟ @ThirumalaNaik4 ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର, ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଙ୍କ ନିମନ୍ତେ ବଦଳି ନିୟମ ରେ ଦ୍ବିତୀୟ ଥର ଆନ୍ତଃଜିଲ୍ଲା ସହମତି ଭିତ୍ତିକ ବଦଳି କୁ ଅନୁମୋଦନ କରିବା ପାଇଁ ସମସ୍ତ ଆଶାୟୀ ଶିକ୍ଷକ ଓ ତାଙ୍କ ପରିବାର ଆପଣଙ୍କୁ ବିନମ୍ର ନିବେଦନ ଜଣାଉଅଛୁ।

English
1
6
4
48
Pratap sahoo retweetledi
Creative Educational Idea
Creative Educational Idea@EducationalIdea·
ପୁଣି ୨ଶିକ୍ଷକଙ୍କର ଅଂଶୁଘାତରେ ଦେହାନ୍ତ (ଅଦ୍ୟାବଧି ୩ଛୁଇଁଲା) - ମୟୁରଭଞ୍ଜ, ବେତନଟି ବ୍ଲକ କେ.ଭି. ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ରାଜକପୁର ହେମ୍ବ୍ରମ - ସୁନ୍ଦରଗଡ଼, ଗୁରୁଣ୍ଡିଆ ବ୍ଲକ ଜଲଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅନୁରାଗ ଏକ୍କା @sureshkpujari କ'ଣ ଶିକ୍ଷକ ଏବେବି ସ୍କୁଲ ସାରି Cencus କରିବା ନିର୍ଦ୍ଦେଶ ଦେବେ ??
Creative Educational Idea tweet mediaCreative Educational Idea tweet media
OR
12
147
231
11.1K
Pratap sahoo retweetledi
TAPU
TAPU@TAPU096·
#ଟିଜିଟି_ଶିକ୍ଷକଙ୍କ_ଦ୍ୱିତୀୟଥର_ଆନ୍ତଃଜିଲ୍ଲା_ମ୍ୟୁଚୁଆଲ_ବଦଳିକୁ_ଗାଇଡ଼ଲାଇନ_ଉଲ୍ଲେଖ_କରିବାକୁ_ଗୁହାରି 📢Appeal to Hon'ble @CMO_Odisha @MohanMOdisha @NityanandaBJP @SMEOdisha @ThirumalaNaik4 @tripathyak1 @BJP4Odisha 💔 Teachers Suffering! Families Separated! Children Struggling!😭😭😭🙏🙏
TAPU tweet media
English
6
43
16
400
Pratap sahoo retweetledi
TAPU
TAPU@TAPU096·
@CMO_Odisha SIR An earnest request,kindly allow our mutual transfer .It has been a persistent agony for all of us.We are not appealing any illogical demand .Mutual transfer means only exchange of a teacher,so there shall be no pressure on govt. @MohanMOdisha @NityanandaBJP
TAPU tweet media
English
3
18
10
123
Pratap sahoo retweetledi
Creative Educational Idea
Creative Educational Idea@EducationalIdea·
ଶିକ୍ଷକ & ଶିକ୍ଷା ବିରୋଧୀ ସଚିବମାନଙ୍କୁ ଉଚିତ୍ ଜବାବ - ହାଇକୋର୍ଟ 👨‍⚖️ ଏବେ ନିର୍ଦ୍ଦେଶ ନମାନିଲେ ଗିରଫଦାରୀ ✌️
Creative Educational Idea tweet media
OR
4
20
62
2.5K
Pratap sahoo retweetledi
KUMAR
KUMAR@KUMARBDK125·
Sir @CMO_Odisha @NityanandaBJP @suryabanshibjp @SecyChief 2036 ରେ ଭାରତରେ #Olympic ଆୟୋଜନ ହେବାକୁ ଯାଉଛି।ଆମ ଲୋକପ୍ରିୟ ସରକାର ଓଡିଶାରୁ ଅତି କମରେ 10 ଟା Medal ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ଥି,ହେଲେ ଯଦି UpperPrimary ସ୍କୁଲରେ ଖେଳ ଶିକ୍ଷକ PET ନିଯୁକ୍ତି ନଦେବେ ତାହେଲେ ପିଲା ମାନେ ନା ଖେଳ ଜାଣିବେ,ନା Olympic 🙏
OR
2
9
8
96
Pratap sahoo retweetledi
Abhay ଅଭୟ अभय IPS ( Retd)
OSSC, OSSSC and other Odisha govt job aspirants. 2026 is going to be your year.Grab it with hard work and focus .
English
57
54
886
27.2K
Pratap sahoo retweetledi
Ranjan Pradhan
Ranjan Pradhan@RanjanP34141433·
OSSC LTR recruitment was completed fairly exam,merit list, verification,district allotment & school choice is over.A few unsuccessful candidates filed a late case after failing to qualify,delaying joining for 600+ genuine aspirants.@rashtrapatibhvn kindly allow joining on 25 Nov.
English
7
19
7
216
Pratap sahoo retweetledi
Malaya Nanda
Malaya Nanda@MalayaNanda17·
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏🙏🙏 #LTR ନିଯୁକ୍ତି ମେଳା ପାଇଁ ତାରିଖ ଧାର୍ଯ୍ୟ କରିଥିବାରୁ।
Malaya Nanda tweet media
OR
62
99
37
918
Pratap sahoo retweetledi
Malaya Nanda
Malaya Nanda@MalayaNanda17·
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ @CMO_Odisha , ନିଯୁକ୍ତି ମେଳା କରି #LTR ଶିକ୍ଷକମାନଙ୍କୁ ଉତ୍ସାହିତ କରନ୍ତୁ। ଓଡିଶାର ସମସ୍ତ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ, ଶିକ୍ଷକ ପଦବୀ ଯଥାଶୀଘ୍ର ପୂରଣ କରନ୍ତୁ।🙏🙏🙏🙏 #LTR #ନିଯୁକ୍ତିମେଳା
Malaya Nanda tweet media
OR
164
130
30
745
Mohan Charan Majhi
Mohan Charan Majhi@MohanMOdisha·
ଆଶା ଓ ଆକାଂକ୍ଷା ସହିତ ଆମ ସରକାରକୁ ଯେପରି ଆପଣମାନେ ନିର୍ବାଚିତ କରିଥିଲେ, ସେହି ଦାୟିତ୍ୱକୁ ଆମେ ଗୁରୁତ୍ୱ ସହିତ ପାଳନ କରିଆସୁଛୁ। ଲୋକଙ୍କ ଆଶୀର୍ବାଦ, ଭରସା ଓ ସହଯୋଗରେ ଆମେ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିପାରିଛୁ । ଆମ ସରକାର ଲୋକଙ୍କ ସରକାର, ସେବା ଓ ସମର୍ପଣର ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଗର ଉନ୍ନତି, ଯୁବପିଢି ପାଇଁ ସୁଯୋଗ, ମହିଳା ସଶକ୍ତିକରଣ, କୃଷକ ସମୃଦ୍ଧି ଭଳି ଅନେକ ଲୋକାଭିମୁଖୀ ଯୋଜନାମାନ କାର୍ଯ୍ୟକାରୀ କରିଛୁ ।
OR
30
12
90
4.3K
Pratap sahoo retweetledi
Mohan Charan Majhi
Mohan Charan Majhi@MohanMOdisha·
ଆଜି ଭୁବନେଶ୍ୱରରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀକୁ ଉଦ୍‌ଘାଟନ କଲି । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ତୃଣମୂଳ ସ୍ତରରେ ସରକାରଙ୍କ ପ୍ରତିନିଧି ଭାବରେ ଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି ଏବଂ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ତଥା ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହି ଅବସରରେ, ପ୍ରକଳ୍ପର କାର୍ଯ୍ୟାନ୍ୱୟନ, ଆଞ୍ଚଳିକ ଅସମାନତା ଦୂରୀକରଣ ଓ ମୌଳିକ ସୁବିଧା ଯୋଗାଣ ଉପରେ ଅଧିକ ଗୁରୁତ୍ୱ ଦେବା ସହିତ ସମସ୍ତ ପ୍ରକାରର ଦୁର୍ନୀତି ଓ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ରଖିବା, ଜନତାଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ସମନ୍ୱୟ ବୃଦ୍ଧି କରିବା ପାଇଁ ମୁଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ପରାମର୍ଶ ଦେଇଛି। ସୁଶାସନ ପାଇଁ ଲୋକଙ୍କ ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମ ସମସ୍ତଙ୍କୁ ମିଶି ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
42
13
214
6.2K
CMO Odisha
CMO Odisha@CMO_Odisha·
ଲୋକସେବା ଭବନଠାରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। youtube.com/live/CfsU2jrVh…
YouTube video
YouTube
OR
151
13
65
8.1K
Malaya Nanda
Malaya Nanda@MalayaNanda17·
୨୦୨୩ ପରଠୁ govt high school ରେ ଶିକ୍ଷକ ନିଯୁକ୍ତି ହୋଇନାହିଁ। #LTR ନିଯୁକ୍ତି ପ୍ରକ୍ରିୟା କିପରି ଜଲଦି ଶେଷ ହେବ , ସେଥିପ୍ରତି ସରକାର ଯତ୍ନବାନ ହୁଅନ୍ତୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଙ୍କୁ #LTR ଶିକ୍ଷକଙ୍କ ଗୁହାରି , ନିଯୁକ୍ତି ମେଳା ଯଥାଶୀଘ୍ର କରିବାକୁ ଅନୁରୋଧ।
Malaya Nanda tweet media
OR
210
172
45
1K