Premananda Reddy retweetledi

କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ (AHRCC)ରେ କାର୍ଯ୍ୟରତ ଠିକାସଂସ୍ଥା କର୍ମଚାରୀ ଦରମା ନପାଇ ଧାରଣାରେ ବସିଥିବା ସମ୍ପର୍କରେ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ମୁଖ୍ୟ ଯନ୍ତ୍ରୀ ଓ କମ୍ପାନୀ ସହ ଆଲୋଚନା କରିବା ପରେ ତୁରନ୍ତ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇଥିଲା।
#ahrcc #odisha #barabaticuttack #sofiafirdous




OR










