ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା

350 posts

ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା

ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା

@Reena4518

ଆମର ପ୍ରୟାସ ସମାଜର ବିକାଶ ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଁ ସବୁ ସମୟରେ ଲୋକଙ୍କ ସାଥିରେ Social Worker

Katılım Mart 2023
205 Takip Edilen35 Takipçiler
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା
ଖବର କାଗଜରେ ପ୍ରକାଶିତ ଖବରକୁ ତୁରନ୍ତ ଯାଞ୍ଚ କରି ଅନ୍ତୋଦୟ ଗୃହ ଯୋଜନାରେ ଘରେ ଖଣ୍ଡେ ଯୋଗେଇଦେବା ପାଇଁ @BDOJAIPATNA @DmKalahandi sir ଙ୍କୁ ଅନୁରୋଧ। @CMO_Odisha @MohanMOdisha @IPR_Odisha @RabiNaikBJP @PRDeptOdisha @malvikadevibjp @BJP4Odisha @
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet media
OR
0
0
0
3
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା
ଖବର କାଗଜରେ ପ୍ରକାଶିତ ଖବରକୁ ତୁରନ୍ତ ଯାଞ୍ଚ କରି ରବି ଚାଷ ପଞ୍ଜିକରଣରୁ ବାଦ୍ ପଡ଼ିଥିବା ଚାଷୀଙ୍କ ପଞ୍ଜିକରଣ ପାଇଁ ଅନୁମତି ଦେବାକୁ @CMO_Odisha Sir ଙ୍କୁ ଅନୁରୋଧ। @PMOIndia @narendramodi @rashtrapatibhvn @MohanMOdisha @KVSinghDeo1 @GovernorOdisha @malvikadevibjp @BJP4Odisha @krushibibhag
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet mediaଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet media
OR
0
0
1
13
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୂଖିଗୁଡା ଗ୍ରାମ ର ଦୁଇ ଭଉଣୀ ନବରଙ୍ଗପୁର ଯିବା ସମୟରେ ଦୁର୍ଘଟଣା ଘଟିଥିଲା। ଓଡିଶା ସରକାରଙ୍କ ଦ୍ୱାରା କିଛି ସାହାଯ୍ୟ କଲେ ଦୁଇ ଜଣ ଭଉଣୀଙ୍କ ଜୀବନ ବଞ୍ଚିଯିବ। @CMO_Odisha @MohanMajhiCMO @MoHFW_INDIA @MahalingMukesh @DmKalahandi @HFWOdisha @IPR_Odisha @malvikadevibjp
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet media
OR
1
0
1
52
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା
ଏହି ଦିଗରେ ତୁରନ୍ତ ଯାଞ୍ଚ କରି ପିଲା ମାନଙ୍କ ପାଠ ପଡ଼ିବା ପାଇଁ କୋଠରୀ ନିର୍ମାଣ କରିବା ସହ ସମସ୍ତ ସୁବିଧା ଯୋଗାଇ ଦେବାକୁ ଅନୁରୋଧ। @CMO_Odisha @MohanMOdisha @NityanandaBJP @SMEOdisha @DmKalahandi @PRDeptOdisha @RabiNaikBJP @Kalahandi_Edn22 @BDOJAIPATNA
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet media
OR
1
0
1
69
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା
ସର୍ଗୀଗୁଡ଼ା,ପାବ୍ଲି, ଲାଖବାହାଲି ସାନପୂଝାରୀଗୁଡ଼ା ବଡ଼କର୍ଲାକୋଟ ରୁ ଜୟପାଟଣା ଯିବା ମୁଖ୍ୟ ରାସ୍ତା । ଯାତାୟତ ପାଇଁ ଅସୁବିଧା ହେଉଛି । ତୁରନ୍ତ ରାସ୍ତା ମରାମତି କରିବା ପାଇଁ ନିବେଦନ। @CMO_Odisha @MohanMOdisha @RDOdisha @PWD_Odisha @RabiNaikBJP @BJP4Odisha @malvikadevibjp @DmKalahandi @BDOJAIPATNA
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet mediaଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet mediaଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet mediaଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet media
OR
1
0
2
55
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା
ଆଜିକୁ ୨ବର୍ଷ ୧୧ମାସ ତଳେ ମୋବାଇଲ କିଏ ଜଣେ ଘରରୁ ଚୋରି ନେଇ ଯାଇଥିଲା। ଅଭିଯୋଗ କଲାପରେ ମଧ୍ୟ କୌଣସି ସୁବିଧା ମିଳି ପାରିନାହିଁ। ଏହି ଦିଗରେ ତଦନ୍ତ କରିବାକୁ @spkalahandi sir ଙ୍କୁ ଅନୁରୋଧ। @CMO_Odisha @MohanMOdisha @PrithivirajBJP @DGPOdisha @odisha_police @malvikadevibjp @DmKalahandi
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet media
OR
0
0
1
30