Jagannath Mallick 🇮🇳

13.5K posts

Jagannath Mallick 🇮🇳 banner
Jagannath Mallick 🇮🇳

Jagannath Mallick 🇮🇳

@Tweet2Jaggs

NATION FIRST 🇮🇳 | ଓଡ଼ିଆ ପୁଅ | Interested in Road Safety | Law | Democracy | Public Issues | Current Affairs | Govt Policies. Views are personal.

ଓଡ଼ିଶା Odisha, India Katılım Kasım 2017
232 Takip Edilen136 Takipçiler
Jagannath Mallick 🇮🇳 retweetledi
State Transport Authority, Odisha
ନାବାଳକ/ନାବାଳିକାଙ୍କ ହାତରେ ଗାଡ଼ି ଚାବି ଧରାଇବା ପୂର୍ବରୁ ଥରେ ଚିନ୍ତା କରନ୍ତୁ । ଏହାଦ୍ୱାରା ଆପଣ କେବଳ ମୋଟର ଯାନ ଆଇନର ଉଲ୍ଲଙ୍ଘନ କରୁନାହାନ୍ତି, ବରଂ ଆପଣଙ୍କ ପିଲାଙ୍କ ପାଇଁ ବଡ଼ ବିପଦକୁ ଆମନ୍ତ୍ରଣ କରୁଛନ୍ତି । ମୋଟର ଯାନ ଆଇନ ଅନୁଯାୟୀ ଏଥିପାଇଁ ଉଭୟ ଗାଡ଼ି ଚାଳକ ଓ ଅଭିଭାବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ନିୟମ ରହିଛି। ବଡ଼ କଥା ହେଉଛି, ଦୁର୍ଘଟଣାରେ ଯେଉଁ କ୍ଷତି ହୁଏ ତାହାର କେବେ ବି ଭରଣା ହୋଇପାରେ ନାହିଁ। #NoUnderageDriving #RoadSafety #STA #Odisha #ComeHomeSafe
State Transport Authority, Odisha tweet media
OR
2
7
25
593
Jagannath Mallick 🇮🇳 retweetledi
State Transport Authority, Odisha
ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ (DL) ଡାଉନଲୋଡ୍ କରିବା ଏବେ ଆହୁରି ସହଜ! ପରିବହନ ବିଭାଗ ୱେବସାଇଟ୍ parivahan.gov.in ମାଧ୍ୟମରେ ଆପଣ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଆବେଦନର ସ୍ଥିତି (Status) କିମ୍ବା DL କପି ଡାଉନଲୋଡ୍ କରିପାରିବେ । ଏହାକୁ କିପରି ସହଜରେ କରିପାରିବେ, ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏହି ପୋଷ୍ଟରରେ ଦିଆଯାଇଛି। #DrivingLicence #OdishaTransport #STA #DigitalOdisha #DLDownload
State Transport Authority, Odisha tweet media
OR
11
67
234
11K
Jagannath Mallick 🇮🇳 retweetledi
State Transport Authority, Odisha
ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଭଳି ତମାଖୁ ସେବନ ମଧ୍ୟ ଜୀବନର ଯାତ୍ରାକୁ ଅକାଳରେ ଶେଷ କରିଦିଏ ଜୀବନ ବାଛନ୍ତୁ, ମୃତ୍ୟୁ ନୁହେଁ #DriveSafe #NoTobaccoDay #RoadSafety #STA #Odisha
State Transport Authority, Odisha tweet media
OR
1
8
26
881
Jagannath Mallick 🇮🇳
The corrections in the Voter IDs must have the facility to be done instantly based on AADHAAR linked process. Name, address, DOB corrections can be done fetching data from Aadhaar database instantly who wish to with E roll updated at once. This must be implemented for better public services and faster E roll updation as in case of mobile number correction. Kindly consider this suggestion. With this the SIR process will also fasten in case of those who needs corrections in their respective EPICs. @ECISVEEP @SpokespersonECI @PMOIndia @narendramodi
English
0
0
0
24
Jagannath Mallick 🇮🇳 retweetledi
State Transport Authority, Odisha
ଗାଡ଼ି ଚଳାଇବା ପିଲା ଖେଳ ନୁହେଁ । ନାବାଳକ/ନାବାଳିକାମାନେ ମୋଟର ଯାନ ଚଲାଇ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ଅଭିଭାବକମାନେ ମଧ୍ୟ ଏ ଦିଗରେ ବିଶେଷ ଧ୍ୟାନ ଦିଅନ୍ତୁ। ନ ହେଲେ ସାରା ଜୀବନ ଅନୁତାପ କରିବାକୁ ପଡ଼ିପାରେ। ଏବଂ ମନେରଖନ୍ତୁ, ମୋଟର ଯାନ ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ମଧ୍ୟ। #ComeHomeSafe #RoadSafety #Odisha #STA
State Transport Authority, Odisha tweet media
OR
6
10
34
1.1K
Jagannath Mallick 🇮🇳 retweetledi
BRAHMAPUR MUNICIPAL CORPORATION
ଆପଣଙ୍କ ଘରର ଓଦା ଓ ଶୁଖିଲା ଅଳିଆକୁ ସବୁବେଳେ ଅଲଗା ଅଲଗା ରଖନ୍ତୁ ଏବଂ କେବଳ ସଫେଇ ଗାଡ଼ିକୁ ହିଁ ଦିଅନ୍ତୁ। ମତାମତ ଲିଙ୍କ୍: cf.sbmurban.org #BeMC #SBM #SwachhSurvekshan
BRAHMAPUR MUNICIPAL CORPORATION tweet media
OR
4
3
16
484
Jagannath Mallick 🇮🇳 retweetledi
State Transport Authority, Odisha
ବାଇକର ସ୍ପିଡ୍ ନୁହେଁ, ସୁରକ୍ଷିତ ଗାଡ଼ି ଚଳାଇବାର ଶୈଳୀ ହିଁ ତୁମ ପରିଚୟ ରାସ୍ତାରେ ଗାଡ଼ି ଚଳାଇବା ବେଳେ ସର୍ବଦା ଯତ୍ନବାନ ହୁଅନ୍ତୁ ଏବଂ ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଲାନ୍ତୁ। #RoadSafety #STA #Odisha #DriveResponsible #DontOverspeed #SafeDriving
State Transport Authority, Odisha tweet media
OR
1
7
26
562
DM_Jagatsinghpur
DM_Jagatsinghpur@CollectorJspur·
ସ୍ବତନ୍ତ୍ର ସଘନ ସଂଶୋଧନ (SIR) ୨୦୨୬ ପ୍ରକ୍ରିୟା ସମ୍ବନ୍ଧ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ସାମ୍ୱାଦିକ ସମ୍ମିଳନୀ।ଏକ ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ର ବ୍ୟାପକ ପ୍ରସ୍ତୁତି ବିଷୟ ରେ ସୂଚନା ଦେବା ସହ ସଚେତନ ନାଗରିକ ଙ୍କ ସହଯୋଗ କାମନା କଲେ @OdishaCeo @ECISVEEP @IPR_Odisha
DM_Jagatsinghpur tweet mediaDM_Jagatsinghpur tweet mediaDM_Jagatsinghpur tweet mediaDM_Jagatsinghpur tweet media
OR
1
0
11
333
Odisha Police
Odisha Police@odisha_police·
ରାଜ୍ୟରେ ଆଇନ-ଶୃଙ୍ଖଳା ରକ୍ଷା ତଥା ଅପରାଧ ରୋକିବା ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ। ଓଡ଼ିଶା ପୋଲିସ ନ୍ୟୁଜ ବୁଲେଟିନ୍: ୨୮ମଇ ୨୦୨୬ ତାରିଖର ପ୍ରମୁଖ ଘଟଣା, ତଦନ୍ତ ଓ ପୋଲିସ କାର୍ଯ୍ୟାନୁଷ୍ଠାନର ସଂକ୍ଷିପ୍ତ ବିବରଣୀ। Committed to its mission of maintaining a crime-free Odisha, Odisha Police continues to take strict action against criminals and illegal activities while ensuring the safety and security of every citizen. #OdishaPolice #SafeOdisha #OdishaPoliceUpdate #CrimeFreeOdisha #LawAndOrder @CMO_Odisha @DGPOdisha @IPR_Odisha @CIDOdisha
OR
3
3
24
854
Odisha Congress
Odisha Congress@INCOdisha·
#IIC_ସନ୍ଧ୍ୟାରାଣୀ_ଜେନାଙ୍କ ଦବଙ୍ଗଗିରି ନା ଗୁଣ୍ଡାରାଜ ରାଜ୍ୟରେ ଏଭଳି ଚିତ୍ର ବାରମ୍ବାର ଆସିବା ପରେ ପ୍ରଶାସନ ଓ ସରକାରଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା । ଏଠି ପୋଲିସ ସରକାରଙ୍କ ଗୁଣ୍ଡା ସାଜିଛି ନା ଦବଙ୍ଗଗିରି ନିଶାରେ ଅଛନ୍ତି ପ୍ରଶାସନିକ ଅଧିକାରୀ । ପ୍ରଶାସନିକ ଅଧିକାରୀ ବାରମ୍ବାର ଅମାନୁଷିକ ଭାବରେ ଥାର୍ଡଡିଗ୍ରୀ କରିବା ବର୍ଦିର ଅପବ୍ୟବହାର କରି ଆଇନକୁ ହାତକୁ ନେବା ରାଜ୍ୟର କେଉଁ ବିକାଶକୁ ଦର୍ଶାଉଛି । କେନ୍ଦ୍ରାପଡା ଜିଲ୍ଲା ସହ ଝାରସୁଗୁଡା ଜିଲ୍ଲାରେ ଥିବାବେଳେ ନିଲମ୍ବିତ ହୋଇଥିବା ଅଫିସର ମାଡ୍ୟାମ୍ ବାର୍ ବାର୍ ନିଲମ୍ବିତ ହୋଇ ବି ଖାତିର୍ ନାହିଁ । ପ୍ରଶାସନିକ ଅଧିକାରୀଙ୍କ ଏଭଳି ଅମାନବୀୟ ଆକ୍ରମଣ ଉପରେ ସରକାର ତୁରନ୍ତ ଆଖିଦୃଶିଆ ପଦକ୍ଷେପ ନିଅନ୍ତୁ ଏବଂ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ । @MohanMOdisha @CMO_Odisha @odisha_police
OR
19
90
238
9.9K