Odisha Birth And Death Registration System 🇮🇳

778 posts

Odisha Birth And Death Registration System 🇮🇳 banner
Odisha Birth And Death Registration System 🇮🇳

Odisha Birth And Death Registration System 🇮🇳

@Odisha_bdrs

Welcome to the Official 𝕏 Handle Of #Odisha #Birth And #Death #Registration System. Also On https://t.co/Sjvqu0jvPr

Odisha Katılım Ekim 2020
25 Takip Edilen1.6K Takipçiler
Odisha Birth And Death Registration System 🇮🇳 retweetledi
Dr. Mukesh Mahaling
Dr. Mukesh Mahaling@MahalingMukesh·
ଜଣେ ୩ ବର୍ଷୀୟା ଶିଶୁକନ୍ୟାଙ୍କ ଶରୀରରୁ ପେଟ ଓ ମଳଦ୍ୱାରକୁ ମାଡ଼ି ଯାଇଥିବା ମାଂସ ପିଣ୍ଡୁଳା ନେଫ୍ରୋବ୍ଲାଷ୍ଟମା ନାମକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରିଛନ୍ତି କଟକସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ପ୍ରତିଷ୍ଠାନର ସ୍ଵତନ୍ତ୍ର ଡାକ୍ତରୀ ଟିମ୍। ଏହି ଅସାଧାରଣ ସଫଳତା ପାଇଁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଗାମୀ ଦିନରେ ଏହିଭଳି ପ୍ରୟାସ ଜାରି ରହୁ।
Dr. Mukesh Mahaling tweet media
OR
1
4
52
2.7K
Odisha Birth And Death Registration System 🇮🇳
ଓ.ବି.ଡି.ଆର.ଏସ ଏକ ମାତ୍ର ଅନଲାଇନ ଆପ୍ଲିକେସନ, ଯେଉଁ ଥିରେ ଗ୍ରାମାଞ୍ଚଳ ଏବଂ ସହରାଂଚଳର ଜନସାଧାରଣ ନିଜର ଜନ୍ମ ଏବଂ ମୃତ୍ୟୁର ପଞ୍ଜିକରଣ କରାଇ ପ୍ରମାଣପତ୍ର ନେଇ ପାରିବେ I ନିମ୍ନଲିଖିତ ପଦ୍ଧତି କୁ ଅନୁସରଣ କରି I👇🏻birthdeath.odisha.gov.in
Odisha Birth And Death Registration System 🇮🇳 tweet media
OR
16
24
88
0
Odisha Birth And Death Registration System 🇮🇳 retweetledi
Revenue & DM Department, Government of Odisha
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସ୍ଥାନଗୁଡ଼ିକର ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ସାର୍ବଜନୀନ ସୂଚନା । Public Notice issued on correction of English spellings of name of places as per Odia pronunciation. revenue.odisha.gov.in/or/news/odaia-… @CMO_Odisha @IPR_Odisha
14
12
76
5.8K
Odisha Birth And Death Registration System 🇮🇳 retweetledi
I & PR Department, Odisha
I & PR Department, Odisha@IPR_Odisha·
ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ୍ ଏବଂ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ନାମ ଯଦି ମୂଳ ଓଡ଼ିଆ ନାମର ଅପଭ୍ରଂଶ ହୋଇଥାଏ, ତେବେ ସେଗୁଡିକର ମୂଳ ଓଡ଼ିଆ ନାମର ପୁନରୁଦ୍ଧାର ପାଇଁ ସର୍ବସାଧାରଣ ଏବଂ ଜନପ୍ରତିନିଧିମାନଙ୍କଠାରୁ ପରାମର୍ଶ ତଥା ପ୍ରସ୍ତାବ ଆହ୍ଵାନ କରାଯାଇଥିଲା। ଏହି କ୍ରମରେ ରାଜ୍ୟର ମାନ୍ୟବର ଜନପ୍ରତିନିଧିଗଣ ଏବଂ ସାଧାରଣ ନାଗରିକମାନଙ୍କଠାରୁ ଅନେକ ପ୍ରସ୍ତାବ ଓ ପରାମର୍ଶ ପ୍ରାପ୍ତ ହୋଇଛି। ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ୱାରା ସମୀକ୍ଷା କରାଯାଇ ସୁପାରିଶ୍ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ଵାନ କରାଯାଇଛି। ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଜନପ୍ରତିନିଧିମାନେ ଏବଂ ଜନସାଧାରଣ ସେମାନଙ୍କର ମତାମତ ତଥା ସୁଚିନ୍ତିତ ପରାମର୍ଶ ଏପ୍ରିଲ୍ ୨୨ ତାରିଖଠାରୁ ଏକ ମାସ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର ଠିକଣାରେ ପତ୍ର କିମ୍ବା ଇ-ମେଲ୍ : isbdr-rev.od@od.gov.in ଅଥବା revsec.od@od.gov.in ମାଧ୍ୟମରେ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି।
OR
4
15
139
9.7K
SSmoharana
SSmoharana@Sunilsekhar142·
@HUDDeptOdisha @IPR_Odisha @SecyChief @Odisha_bdrs @CollectorJspur ମହାଶୟ,ମୁଁ ୦୯/୦୪/୨୦୨୬ ରେ Birth Certificate ପାଇଁ ଆବେଦନ କରିଥିଲି ,ନିୟମ ଅନୁଯାୟୀ ଏହି ସେବା ୭ ରୁ ୧୦ ଦିନ ମଧ୍ୟରେ ମିଳିବା କଥା, କିନ୍ତୁ ଆଜିକୁ ୧୦ ଦିନ ହେଲା ଆବେଦନଟି "Pending" ଅଛି। ଅନୁଗ୍ରହ କରି ଏଥିପ୍ରତି ଦୃଷ୍ଟି ଦେଇ ସହାୟତା କରନ୍ତୁ।
SSmoharana tweet media
OR
1
0
1
33
Odisha Birth And Death Registration System 🇮🇳 retweetledi
DCOOdisha
DCOOdisha@DCOOdisha·
ଜନଗଣନା ୨୦୨୭ ପାଇଁ ଆରମ୍ଭ ହୋଇଛି ଗୃହତାଲିକା ଏବଂ ଗୃହଗଣନା ପ୍ରକ୍ରିୟା। ଏହି ପ୍ରକ୍ରିୟା ୧୬ ଏପ୍ରିଲ ୨୦୨୬ ରୁ ଆରମ୍ଭ ହୋଇ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ତାଲିମପ୍ରାପ୍ତ ଗଣନାକାରୀ। ଗଣନାକାରୀ ପଚାରୁଥିବା ଜନଗଣନା ସମ୍ପର୍କିତ ପ୍ରଶ୍ନର ସଠିକ୍ ଉତ୍ତର ଦିଅନ୍ତୁ, ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଆଗେଇ ଆସନ୍ତୁ । #Odisha @rdmodisha @IPR_Odisha @CensusIndia2027
DCOOdisha tweet media
OR
2
34
164
7.8K
Odisha Birth And Death Registration System 🇮🇳 retweetledi
Census India 2027
Census India 2027@CensusIndia2027·
जनगणना सिर्फ गिनती नहीं, देश की प्रगति की नींव है। आपकी सही जानकारी से बनती हैं योजनाएं, और हर घर तक पहुँचता है विकास। जब प्रगणक आपके दरवाज़े पर आएँ, उनका स्वागत करें और सही जानकारी दें। चलो निभाएं अपनी जिम्मेदारी, करें जनगणना में भागीदारी। Census is not just counting people; it’s the foundation of a nation’s progress. Your accurate information helps shape policies and ensures development reaches every home. When the enumerator visits, welcome them and share the correct details. Let’s fulfil our responsibility and participate in the Census. #Census2027 #जनगणना2027 @VikrantMassey
हिन्दी
11
142
464
19.7K
Odisha Birth And Death Registration System 🇮🇳 retweetledi
DCOOdisha
DCOOdisha@DCOOdisha·
'ଜନଗଣନାରୁ ଜନବିକାଶ'ର ଲକ୍ଷ୍ୟ ସଫଳ କରିବାକୁ ୧୬ ଏପ୍ରିଲରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ଗୃହତାଲିକା ଏବଂ ଗୃହଗଣନା ପ୍ରକ୍ରିୟା ଆରମ୍ଭ ହେଉଛି। ଏହି ପ୍ରକ୍ରିୟାରେ ତାଲିମପ୍ରାପ୍ତ ଗଣନାକାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଆସନ୍ତୁ ଏହି ପ୍ରକ୍ରିୟାରେ ଦାୟିତ୍ୱବାନ ନାଗରିକ ଭାବେ ସାମିଲ ହେବା, ଗଣନାକାରୀଙ୍କୁ ସଠିକ୍ ତଥ୍ୟ ଦେବା। #census2027 @rdmodisha @IPR_Odisha @CensusIndia2027
DCOOdisha tweet media
OR
3
33
112
4.5K
Subhranil Dey
Subhranil Dey@subhranilca·
@Odisha_bdrs Dear concern, not able to click on apply button, please check the website.
Subhranil Dey tweet media
English
1
0
0
81
Odisha Birth And Death Registration System 🇮🇳 retweetledi
Census India 2027
Census India 2027@CensusIndia2027·
माननीय राष्ट्रपति श्रीमती द्रौपदी मुर्मू, माननीय उपराष्ट्रपति श्री सी. पी. राधाकृष्णन, माननीय प्रधानमंत्री श्री नरेंद्र मोदी एवं माननीय केंद्रीय गृह एवं सहकारिता मंत्री श्री अमित शाह ने #जनगणना2027 में स्व-गणना कर भागीदारी निभाई, डिजिटल जनगणना की नई शुरुआत। Hon’ble President Smt. Droupadi Murmu, Hon’ble Vice President Shri C. P. Radhakrishnan, Hon’ble Prime Minister Shri Narendra Modi, and Hon’ble Home & Cooperation Minister Shri Amit Shah participated in #Census2027 through self-enumeration, marking a new digital beginning. @rashtrapatibhvn @VPIndia @PMOIndia @HMOIndia @PIBHomeAffairs @PIB_India
Census India 2027 tweet mediaCensus India 2027 tweet mediaCensus India 2027 tweet mediaCensus India 2027 tweet media
हिन्दी
3
56
286
10.2K
Odisha Birth And Death Registration System 🇮🇳 retweetledi
Narendra Modi
Narendra Modi@narendramodi·
Completed my self enumeration. Today marks the beginning of the first phase of Census 2027, relating to house listing and housing operations. This census is the first time data collection is being done through digital means. It also empowers the people of India to self-enumerate their household details. I appeal to the people of India to self-enumerate their household details themselves and participate in the Census process.
Narendra Modi tweet mediaNarendra Modi tweet media
English
953
5.3K
38.2K
2.1M
Odisha Birth And Death Registration System 🇮🇳 retweetledi
DCOOdisha
DCOOdisha@DCOOdisha·
Initiating the Census 2027 self-enumeration process on April 1, 2026, at Lok Bhavan, Hon'ble @GovernorOdisha extended his greetings to the people of Odisha. The Governor urged the citizens of the state to actively participate in this historic national exercise and make it accurate, inclusive & successful. Citizens can submit their household details online at se.census.gov.in till April 15, 2026 (midnight). #census2027 @rdmodisha @IPR_Odisha @CensusIndia2027
English
2
8
55
2.4K
Odisha Birth And Death Registration System 🇮🇳 retweetledi
DCOOdisha
DCOOdisha@DCOOdisha·
ମାନ୍ୟବର ରାଜ୍ୟପାଳ @GovernorOdisha ‘ସ୍ଵ-ଗଣନା’ ପୋର୍ଟାଲ se.census.gov.in ରେ ନିଜ ତଥ୍ୟ ପ୍ରଦାନ କରି ‘ଜନଗଣନା -୨୦୨୭’ ରେ ଅଂଶଗ୍ରହଣ କରିଛନ୍ତି। ‘ସ୍ଵ-ଗଣନା’ ଅନଲାଇନ ପ୍ରକ୍ରିୟା ୦୧ ଏପ୍ରିଲରୁ ୧୫ ଏପ୍ରିଲ (ମଧ୍ୟରାତ୍ରି), ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ନୀତି ନିର୍ଦ୍ଧାରଣ ଏବଂ ଦେଶର ବିକାଶ ପାଇଁ ଜନଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। #census2027 @rdmodisha @IPR_Odisha @CensusIndia2027
DCOOdisha tweet mediaDCOOdisha tweet mediaDCOOdisha tweet mediaDCOOdisha tweet media
OR
0
5
39
1.4K
Odisha Birth And Death Registration System 🇮🇳 retweetledi
Chief Electoral Officer, Odisha
ପୁରୀ ଜିଲ୍ଲାର ଅସ୍ତରଙ୍ଗ ତହସିଲଦାର ତଥା ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ତାହାର ଅଧିବେଶନଗୁଡ଼ିକ ସମ୍ପର୍କରେ ନିଜ ମତାମତ ପ୍ରକାଶ କରିଛନ୍ତି। ବିଭିନ୍ନ ଜିଲ୍ଲାର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଥିଲା। @ECISVEEP @PIB_India @IPR_Odisha @DDNational @dd_odia @dm_puri #ECI #CEOOdisha #SIR #VoterMapping #SIRMapping #Odisha
OR
0
3
12
771
Odisha Birth And Death Registration System 🇮🇳 retweetledi
DCOOdisha
DCOOdisha@DCOOdisha·
'ଜନଗଣନା ୨୦୨୭' କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସରକାରଙ୍କ ପକ୍ଷରୁ 'ସ୍ୱ-ଗଣନା' ସୁବିଧା ଉପଲବ୍ଧ କରାଯାଇଛି। ଆପଣମାନେ ଘରେ ବସି ନିଜେ se.census.gov.in ମାଧ୍ୟମରେ ନିଜର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ରଖିପାରିବେ। @CensusIndia2027 @IPR_Odisha #CensusofIndia #Census2027 #जनगणना #जनगणना2027
OR
13
112
385
22.5K
Odisha Birth And Death Registration System 🇮🇳 retweetledi
DCOOdisha
DCOOdisha@DCOOdisha·
Census is the foundation of our democracy. It is essential to submit accurate socio-economic data, as it plays a crucial role in effective planning and sustainable development of the nation. @CensusIndia2027 @IPR_Odisha #CensusofIndia #Census2027 #जनगणना #जनगणना2027
DCOOdisha tweet media
English
1
37
121
4.1K
PRATAPRUDRA KARNA
PRATAPRUDRA KARNA@Prataprudra1996·
@Odisha_bdrs Please Approve the application as soon as possible Burla NAC , Sambalpur District
PRATAPRUDRA KARNA tweet media
English
1
0
3
71