Human Rights Defenders Forum,India

1.2K posts

Human Rights Defenders Forum,India banner
Human Rights Defenders Forum,India

Human Rights Defenders Forum,India

@_HRDF_INDIA

Human Rights Defenders Forum,India(HRDF INDIA)

Odisha Katılım Mart 2023
899 Takip Edilen678 Takipçiler
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
#ଯାଜପୁର ଜିଲ୍ଲା #କୋରେଇ ବ୍ଲକ #ରଣପୁର ପଞ୍ଚାୟତ #ସାଆଁଲା ଗ୍ରାମର ସରସ୍ଵତୀ ମହାପାତ୍ରଙ୍କ ପୁଅ ସାଇ ପ୍ରବୀର୍ ମହାପାତ୍ର ରାସନ୍ ରେ ନାମ ସଂଯୋଗ ପାଇଁ ଅନଲାଇନ୍ ରେ ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନାମ ସଂଯୋଗ ହୋଇପାରିନାହିଁ l ତୁରନ୍ତ ତାଙ୍କ ନାମ ସଂଯୋଗ କରି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଉ l @CMO_Odisha @SecyChief @MohanMOdisha @Food_Odisha @PRDeptOdisha @dm_jajpur @CsoJajpur @HRDF_INDIA @Bhajaman_Biswal @AdvGantayat @KarBabita
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
1
4
10
199
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
#MISSING #CASE ଅନୁଗୋଳ ଜିଲ୍ଲା ଗୋପାଳପ୍ରସାଦ।ଥାନାପଞ୍ଚାୟତ ସ୍ଥିତ କଳମଛୁଇଁ ଗ୍ରାମ ପଞ୍ଚାୟତ ବୁଢ଼ାବୁରୀ ସାହିର ଶ୍ରୀଯୁକ୍ତ ରଞ୍ଜିତ କୁମାର ସାହୁ ଙ୍କ ଏକ ମାତ୍ର ପୁତ୍ର ଶ୍ରୀମାନ ଦେବାଶିଷ ସାହୁ , ଗୋଶାଣୀନୂଆଗାଁ, ବ୍ରହ୍ମପୁର. ଗଞ୍ଜାମ. ରୁ ଆଜକୁ ୮ ଦିନ ହେବ ନିଖୋଜ ଅଛନ୍ତି...କୌଣସି ସନ୍ଧାନ ନାହିଁ... ବିନ୍ରମ ଅନୁରୋଧ ପିଲାଟିକୁ ଖୋଜି ବାହାର କରାଯାଉ ,ନିଖୋଜ ଦେବାଶିଷ , Contact - 7846957026 /7205047753 @CMO_Odisha @MohanMOdisha @homeodisha @DGPOdisha @odisha_police @SP_Angul @sp_ganjam facebook.com/share/v/16DBh3… @_HRDF_INDIA @HRDF_INDIA @Abanikanta_1978 @Bhajaman_Biswal @AdvGantayat @babita_kar
Dukhabandhu Biswal tweet mediaDukhabandhu Biswal tweet media
Dukhabandhu Biswal tweet media
OR
0
5
10
316
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ଏପର୍ଯ୍ୟନ୍ତ କୌଣସି ଯୋଜନା ମିଳି ନାହିଁ ଭତ୍ତା ମିଳିଲା ନାହିଁ ବାରମ୍ବାର ଆବେଦନ କରିବା ପରେ ମଧ୍ୟ , ଆବେଦନ ଦିର୍ଘଦିନ ହେଲାଣି ଅଞ୍ଜଳି ସାହୁଙ୍କୁ ମିଳି ପାରୁନି ଅବିବାହିତ ଭତ୍ତା ଆବାସ,ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବପଳାସ ଗ୍ରାମର ଭୋଲେଶ୍ୱରସାହୁ ଙ୍କ ଝିଅ ଅଞ୍ଜଳି ସାହୁଙ୍କୁ ଅବିବାହିତଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଉ @CMO_Odisha @SSEPD2 @MohanMOdisha @MohanMOdisha @bdo_parjang @PRDeptOdisha @districtadmndkl @dssodhenkanal @PuccaGhara @Bhajaman_Biswal @_HRDF_INDIA @HRDF_INDIA @AdvGantayat @KarBabita @babita_kar
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
3
2
9
279
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
#ନବରଙ୍ଗପୁର ଜିଲ୍ଲା #ଉମରକୋଟ ବ୍ଲକ #ବାକୋଦା ପଞ୍ଚାୟତ #ଜଡ଼ାଗୁଡ଼ା ଗ୍ରାମର ଉତ୍ତମ ଦାସ ପନକା ଙ୍କର ୪ ବର୍ଷର ପୁଅ ଆଖିଲଦାସ୍ ପନକା ଜନ୍ମରୁ ଚାଲି ପାରୁନାହିଁ ୨ ଟା ଗୋଡ଼ ଅପରେସନ ହୋଇଛି, ଏବେ SVNIRTAR ଓଲଟପୁର କଟକ ମେଡିକାଲ ରେ physiotherapy ଚିକିତ୍ସା ହେଉଛନ୍ତି, ବାପା ମୁଲଲଗି ପୁଅ ର ବହୁତ୍ କଷ୍ଟରେ ଚିକିତ୍ସା କରୁଛନ୍ତି, ୯୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ୧ ବର୍ଷ ହେବ ଭତ୍ତା ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭିନ୍ନକ୍ଷମ ୩୫୦୦ ଟଙ୍କା ଭତ୍ତା ରୁ ବଞ୍ଚିତ l ସରକାରଙ୍କ ତରଫରୁ ଆଖିଲଦାସ୍ ପନକା ଙ୍କୁ ଭିନ୍ନକ୍ଷମ ଭତ୍ତା ୩୫୦୦ ଟଙ୍କା, ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ l @CMO_Odisha @SecyChief @dept_ga @SSEPD2 @NityanandaBJP @PRDeptOdisha @RabiNaikBJP @DMnabarangpur @DssoNabarangpur @AdvGantayat @Bhajaman_Biswal @HRDF_INDIA @KarBabita
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
5
11
35
1.6K
Human Rights Defenders Forum,India retweetledi
📿⭕‼️⭕ 📿 🇮🇳Priyabrata Nayak 🇮🇳
#ବୌଦ୍ଧ_ଜିଲ୍ଲା #ହରଭଙ୍ଗା_ବ୍ଲକ୍ ଖରଭୁଇଁ ର ଏଇ ଅଙ୍ଗନୱାଡ଼ି ଗୃହ ସମସ୍ୟା ପାଇଁ ଅନେକ ପିଲା ଅଙ୍ଗନୱାଡ଼ି ଶିକ୍ଷାରୁ ବଞ୍ଚିତ ତେଣୁ ଏଥି ପ୍ରତି ଦୃଷ୍ଟି ଆକର୍ଷଣ ଦେବାକୁ@dmboudh @bdo_harabhanga @CMO_Odisha @MohanMOdisha @IPR_Odisha @NityanandaBJP @suryabanshibjp @PravatiPOdisha @KVSinghDeo1 ବିନମ୍ର ଅନୁରୋଧ🙏
📿⭕‼️⭕ 📿 🇮🇳Priyabrata Nayak 🇮🇳 tweet media
OR
0
6
11
270
Human Rights Defenders Forum,India
Thank you sir 🙏🏿
CDM & PHO Angul@AngulCdmoang

@_HRDF_INDIA @CMO_Odisha @MohanMOdisha @SecyChief @HFWOdisha @MahalingMukesh @angul_dm @DukhabandhuBi13 @Bhajaman_Biswal @KarBabita @AdvGantayat @tanaya_p @HRDF_INDIA @MJSSSambalpur @alokbmali @Tusara21 @PRIYABR50385987 Machine ଟି ଅଚଳ ଥିବାରୁ ଏହାର ଇଞ୍ଜିନିୟର ଙ୍କୁ ଡକା ଯାଇ ଅଛି। ଖୁବ୍ ଶୀଘ୍ର ଏହାର ସମାଧାନ ହେଇ ଯିବ

English
0
0
0
55
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
#ଢେଙ୍କାନାଳ ପ୍ରସାଶନକୁ ଅନୁରୋଧ #DJ sound ବନ୍ଦ କରାଯାଉ ।। ଢେଙ୍କାନାଳ ଜିଲ୍ଲା ର ପ୍ରତ୍ୟେକ ଥାନା କୁ ନିର୍ଦ୍ଦେଶ ହେଉ DJ ବନ୍ଦ୍ ପାଇଁ ,ବିନ୍ରମ ଅନୁରୋଧ 🙏🏼 @CMO_Odisha @MohanMOdisha @dpradhanbjp @DGPOdisha @odisha_police @homeodisha @spdhenkanal @districtadmndkl @Abanikanta_1978 @AdvGantayat @AmiyaPandav @_HRDF_INDIA @Bhajaman_Biswal
Dukhabandhu Biswal tweet mediaDukhabandhu Biswal tweet media
OR
0
3
8
194
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ଜରିପାଲ ତଳେ ଭିନ୍ନକ୍ଷମ ସରକାରୀ ଯୋଜନା ରୁ ବଞ୍ଚିତ , ଅନ୍ତୋଦୟଗୃହ ଯୋଜନା house worker order ଆସିଛି କିନ୍ତୁ ଏପର୍ଯ୍ୟନ୍ତ ବିଲ୍ ମଞ୍ଜୁର ହୋଇନାହିଁ ଭଙ୍ଗାକୁଡିଆରେ ଦିନ ବିତୁଛି , ପାଞ୍ଚ କେଜି ଚାଉଳ ରେ ଭୋକ ଉପାସରେ ,ପୂର୍ବରୁ ହାତଲେଖା ଭିନ୍ନକ୍ଷମ ପ୍ରମାଣପତ୍ର ଥିଲା କିନ୍ତୁ UDID card ପ୍ରମାଣପତ୍ର ନଥିବାରୁ ମିଳି ପାରୁନାହିଁ ସରକାରୀ ସହାୟତା ।ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ତୁଳତି ପଞ୍ଚାୟତ ସାଇଁଟୋ ଗ୍ରାମର ବିଷ୍ଣୁ ମଳିକ (୭୦) ଭିନ୍ନକ୍ଷମ ଦିବ୍ୟାଙ୍ଗ ଙ୍କୁ UDID Card ଭିନ୍ନକ୍ଷମ ପ୍ରମାଣପତ୍ର, ଅନ୍ତୋଦୟଗୃହ ଯୋଜନା ରେ ଘର, ଅନ୍ତୋଦୟ ଯୋଜନା ରେ ରାସନ ଚାଉଳ ୩୫କେଜି, ଭିନ୍ନକ୍ଷମ ଭତ୍ତା , ଏବଂ ଟ୍ରାଏସାଇକେଲ ,ସ୍ୱଚ୍ଛ ଭାରତ ମିଶନରେ ଏକ ପାଇଖାନା ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ଅନୁରୋଧ @CMO_Odisha @MohanMOdisha @Abanikanta_1978 @Food_Odisha @PuccaGhara @dm_jajpur @SSEPD2 @DSSOJAJPUR @PRDeptOdisha @GovernorOdisha @WCDOdisha @AmiyaPandav @AdvGantayat @Bhajaman_Biswal @HRDF_INDIA @HRDFI_DKL
Dukhabandhu Biswal tweet mediaDukhabandhu Biswal tweet media
OR
4
6
14
340
Human Rights Defenders Forum,India retweetledi
Soumya Ranjan.
Soumya Ranjan.@Soumya98671695·
@suryabanshibjp ଆପଣ ଇସ୍ତଫା କେବେ ଦେବେ କୁହନ୍ତୁ
OR
1
2
9
274
Human Rights Defenders Forum,India retweetledi
Anand Pradhan
Anand Pradhan@apradhan1968·
Unbelievable serenity!🐘 A rare and heart-melting sight- wild elephants peacefully napping together in the lush meadows near the #Brahmani river in #Dhenkanal. Nature’s reminder that rest is sacred! Kudos to the Dhenkanal Forest Division for protecting this harmony. 🌿🙏🏽
Anand Pradhan tweet mediaAnand Pradhan tweet media
English
1
8
41
1.8K
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ଭଙ୍ଗାକୁଡିଆରେ ଅନ୍ଧାରରେ ବିତୁଛି ଅସହାୟ ଗରିବ ପରିବାରଙ୍କ ଜୀବନ #କେନ୍ଦୁଝର ଜିଲ୍ଲା #ବାଂଶପାଳ ବ୍ଲକ୍ #ଯାତରା ପଂଚାୟତ #ଧାନଗଦି ଗ୍ରାମର ଶ୍ରୀମତୀ #ମୁନି_ମହାରଣା ଙ୍କର ରହିବାକୁ ଘର ଖଣ୍ଡିଏ ନାହିଁ ପର ଘରେ ରହୁଛନ୍ତି l ଝାଟି ମାଟି ଘରେ ବର୍ଷା ଦିନେ ପାଣି ଗଳୁଛି, ଚଳିବାକୁ କରେଣ୍ଟ ନାହିଁ ଅନ୍ଧାର ଘରେ ଜୀବନ ବିତୁଛି , ଚାରି ପୁଅ ଝିଅ କୁ ନେଇ ସଂସାର,ଦୁଇ ପୁଅ ଝିଅ କୁ #ରାସନ_ଚାଉଳ ମିଳୁ ନାହିଁ ସ୍ଵାମୀ ବାହାରେ ରହିକି ମୂଲ ମଜୁରୀ କରି ଚଳୁଛନ୍ତି, ଅର୍ଥାଭାବ ରୁ ବହୁତ୍ କଷ୍ଟରେ ପରିବାର ଚଳାଉଛନ୍ତି l ଆବାସ ଯୋଜନାରେ ଘର, ଘରେ କରେଣ୍ଟ ର ବ୍ୟବସ୍ଥା ,ଏବଂ ପୁଅ #ସାହିଲ_ମହାରଣା ଓ ଝିଅ #ଶ୍ରାବଣୀ_ମହାରଣା ଙ୍କୁ #ମୁନି_ମହାରଣା ଙ୍କ ରାସନ କାର୍ଡ ରେ ସଂଯୋଗ କରାଯାଉ , ଅନ୍ତୋଦୟ ଯୋଜନାରେ ୩୫ kg ରାସନ୍, ଆର୍ଥିକ ସହାୟତା ଓ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉ l @CMO_Odisha @MohanMOdisha @PravatiPOdisha @WCDOdisha @Food_Odisha @Krushnach_Patra @Abanikanta_1978 @PRDeptOdisha @RabiNaikBJP @TPWesternOdisha @PuccaGhara @EnergyOdisha @DistAdmKeonjhar @AdvGantayat @KarBabita @HRDF_INDIA @Bhajaman_Biswal
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
2
4
9
263
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
#କେନ୍ଦ୍ରାପଡା ଜିଲ୍ଲା #ଆଳୀ ବ୍ଲକ #ପେତାପଡ଼ା ପଂଚାୟତ #ପେତାପଡ଼ା ଗ୍ରାମର ଆଲୋକ ଚନ୍ଦ୍ର ନାୟକ (୭୦) ୧ ବର୍ଷ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ l ସରକାରଙ୍କ ତରଫରୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଓ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉ l @CMO_Odisha @SecyChief @DC_Odisha @MohanMOdisha @PravatiPOdisha @PRDeptOdisha @RabiNaikBJP @SSEPD2 @NityanandaBJP @dmkendrapara @BdoAul @AdvGantayat @KarBabita @Bhajaman_Biswal @HRDF_INDIA
OR
0
3
14
302
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
#ଅନୁଗୋଳ ଜିଲ୍ଲା #ଅନୁଗୋଳ ବ୍ଲକ #ଅଙ୍ଗାରବନ୍ଧ ପଂଚାୟତ #ଖଣ୍ଡହତା ଗ୍ରାମର ଲୀଳା ବେହେରା ୫୮ ବର୍ଷ ହୋଇଥିଲେ ମଧ୍ୟ ରହିବାକୁ ଘର ଖଣ୍ଡିଏ ନାହିଁ ଜରିପାଲ ତଳେ ମାଟ ଘରେ ଜିବାବ ବିତୁଛି ବର୍ଷା ଦିନେ ପାଣି ଗଳୁଛି l ସରକାରଙ୍କ ତରଫରୁ ଅନ୍ତୋଦୟ ଯୋଜନାରେ ଘର , ଆର୍ଥିକ ସହାୟତା ଓ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉ l @CMO_Odisha @MohanMOdisha @PRDeptOdisha @RabiNaikBJP @SSEPD2 @SecyChief @CMRF_Odisha @angul_dm @AngemgySection @sdm_sub @BDO_AngulBlock @AdvGantayat @KarBabita @Bhajaman_Biswal @HRDF_INDIA
Dukhabandhu Biswal tweet media
Dukhabandhu Biswal tweet mediaDukhabandhu Biswal tweet media
OR
4
4
16
322
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ନିଖୋଜ ନିରୁଦ୍ଧିଷ୍ଟ ଝିଅ ଟି ଝିଅ ଟିର ନାମ :/- ଝିଅ ,ଲଷ୍ମୀପ୍ରିୟା ପଢିଆଳି ( ବୁବୁ) ବୟସ (୧୩) ବାପା :- ପ୍ରଭାତ ରଞ୍ଜନ ପଢିଆଳି ଜିଲ୍ଲା :/ ନୟାଗଡ଼ ବ୍ଲକ ,ଥାନା :- ରଣପୁର ପୋଷ୍ଟ :- ଗୌରାଙ୍ଗ ପୁର ଗ୍ରାମ :- ଥାନା ନଗର ତା :- ୧୯/୫/୨୦୨୫ ଠାରୁ ସକାଳ ୧୦:୦୦ ଘଟିକା ରେ , ଏହି ଝିଅଟି ନିଖୋଜ ହୋଇଯାଇଛି । ଯଦି କୌଣସି ସହୃଦୟ ବ୍ୟକ୍ତି ଦେଖନ୍ତି ତାହେଲେ ଏଇ ନମ୍ବର 6364783152 .ଝିଅର.ମା 9078259210.ଝିଅ ର ମାମୁଁ ଙ୍କ ନମ୍ବର ରେ ଜଣାଇବା ପାଇଁ ଅନୁରୋଧ , @CMO_Odisha @MohanMOdisha @MohanMOdisha @spnayagarh @AdmnNayagarh @PravatiPOdisha @Abanikanta_1978 @DGPOdisha @odisha_police @dpradhanbjp @AdvGantayat @KarBabita @Bhajaman_Biswal @DeoSulata @HRDF_INDIA @HRDFI_DKL
Dukhabandhu Biswal tweet media
OR
1
13
21
834
Human Rights Defenders Forum,India retweetledi
Bhajaman Biswal, Human Rights Defender(HRD)
Acting upon my complaint in respect to late Subhadra Padin(23), from Talcher, Angul, NHRC has registered a case vide regd. no. as mentioned above, in which her decomposed body was found in a paddy field near Kendupali village under Banarpal police limits in Angul after she was
Bhajaman Biswal, Human Rights Defender(HRD) tweet media
English
1
2
3
484
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ଝିଅର ଜୀବନ ବଞ୍ଚାଇବାକୁ ମା ଦେବେ କିଡିନ୍ ପ୍ରତିରୋପଣ ପାଇଁ ଅର୍ଥ ସାଜିଛି ବାଧକ ବାପା ଛେଉଣ୍ଡ ଝିଅ ପରିବାର ର ବୋଝ ଭାର ସମ୍ଭାଳୁ ଥିଲେ ଯାତ୍ରା ପାର୍ଟିରେ ରହି ଜଣାଶୁଣା ଗାୟିକା ଭାବେ ପରିଚିତ ଥିଲେ , ମଞ୍ଜୁରାଣୀ ମଣ୍ଡଳ , ଦୁଇଟି ଯାକ କିଡିନ୍ ଅକାମି ହୋଇଯାଇଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନିମାନ୍ତପୁର ପଞ୍ଚାୟତ କୁଚିଲାଡାଙ୍ଗର ଗ୍ରାମର ସ୍ୱର୍ଗତ ଗଣେଶ ଚନ୍ଦ୍ର ମଣ୍ଡଳ ଙ୍କ ଝିଅ ମଞ୍ଜୁ ରାଣୀ ମଣ୍ଡଳ ଯାତ୍ରା ରେ ଗାୟିକା ଥିଲେ ବର୍ତ୍ତମାନ ଦୁଇଟି ଯାକ କିଡିନ୍ ଅକାମି ହୋଇଯାଇଛି ଅର୍ଥ ସାଜିଛି ବାଧକ ମଞ୍ଜୁ ଙ୍କ ମା କିଡିନ୍ ଦେବେ କିନ୍ତୁ ପ୍ରତିରୋପଣ ପାଇଁ ଅର୍ଥ ଅଭାବ , ମଞ୍ଜୁ ମଣ୍ଡଳ ଙ୍କୁ କିଡିନ୍ ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଏବଂ ଜିଲ୍ଲାପାଳ ଙ୍କ ଜରିଆରେ ରେଡ୍ କ୍ରସ୍ ରୁ ଆର୍ଥିକ ସହାୟତା ସହିତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ବିନ୍ରମ ଅନୁରୋଧ . @CMO_Odisha @MohanMOdisha @DBalasore @pcsarangi @HFWOdisha @MahalingMukesh @SCBMCHCTC @AIIMSBhubaneswr @Bhajaman_Biswal @AdvGantayat @KarBabita @HRDF_INDIA @HRDFI_DKL @ArgusNews_in @otvnews
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
1
13
22
606
Human Rights Defenders Forum,India retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ନଳକୂପ ମରାମତି ସହିତ ଚାନ୍ଦୀନି ତିଆରି କରାଯାଉ ,ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରଞ୍ଜାଗୋଳ ପଞ୍ଚାୟତ ସାନହିନ୍ଦୋଳ ଗାଁର ନଳକୂପ ଟି ଅସଜଡା ହେଇଛି ଲୌହଯୁକ୍ତ ଲୁହା ଗୁଣ୍ଡ ପାଣି ବାହାରୁଛି ,ନଳକୂପ ଚାନ୍ଦିନୀ ନାହିଁ ନଳକୂପ ଚାନ୍ଦିନୀ ତିଆରି କରିବା ସହିତ ନଳକୂପ ମରାମତି କରିବା ପାଇଁ ଅନୁରୋଧ🙏🏼 @CMO_Odisha @MohanMOdisha @districtadmndkl @PRDeptOdisha @GovernorOdisha @RWSS_Dhenkanal @HRDF_INDIA @HRDFI_DKL @DeoSulata @AdvGantayat @KarBabita
Dukhabandhu Biswal tweet mediaDukhabandhu Biswal tweet media
OR
2
4
18
473