District Social Security Office, Cuttack
47 posts

District Social Security Office, Cuttack
@CuttackDsso














କଟକ: ବଡମ୍ବା ବ୍ଲକ ଖୁଣ୍ଟକଟା ପଞ୍ଚାୟତ ଖୁଣ୍ଟକଟା ଗ୍ରାମର 80% ଭିନ୍ନକ୍ଷମ ଭରତ ଚନ୍ଦ୍ର ସାହୁଙ୍କୁ ଗୋଟିଏ ବେଟାରୀ ଚାଳିତ ଗାଡି କିମ୍ବା ଏଲେକ୍ଟ୍ରି ଟ୍ରାଏ ସାଇକେଲ ଟିଏ ପ୍ରଦାନ କରାଯାଉ l Respected @CMO_Odisha @SecyChief @NityanandaBJP @SSEPD2 @socialpwds @CuttackDM @CuttackDsso @rajaaswain @badambablock
















କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧିନ ତିଳକଣା ପଞ୍ଚାୟତ ତିଳକଣା ଗାଁର ସୁବାଷ ଚନ୍ଦ୍ର ବେହୁରା(୬୧)ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାପାଇଁ ମାନନୀୟ @CuttackDM ମହୋଦୟଙ୍କୁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @CuttackDsso @SSEPD2 @subcol_cuttack @NityanandaBJP @MiscCtc78540 @nischintakoili

କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବାଲିପଦା ପଞ୍ଚାୟତ ବଡ଼ଫତେପୁର ଗାଁର ସୁକାନ୍ତ ବେହୁରା(୬୩)ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାପାଇଁ ମାନନୀୟ @CuttackDM ମହୋଦୟଙ୍କୁ ବିନମ୍ର ନିବେଦନ। @CMO_Odisha @MohanMOdisha @CuttackDsso @SSEPD2 @nischintakoili @subcol_cuttack @NityanandaBJP @MiscCtc78540











































