HUMAN RIGHT DEFENDER FROUM, INDIA JAJPUR

1.2K posts

HUMAN RIGHT DEFENDER FROUM, INDIA JAJPUR

HUMAN RIGHT DEFENDER FROUM, INDIA JAJPUR

@Hrdfindia

Odisha Katılım Nisan 2023
875 Takip Edilen373 Takipçiler
HUMAN RIGHT DEFENDER FROUM, INDIA JAJPUR retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ଭଙ୍ଗାକୁଡିଆରେ ଗରିବ ପରିବାର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଗ୍ରାମ ର ସରସ୍ୱତୀ ବେହେରା ଓ ତାଙ୍କ ପରିବାର ଭଙ୍ଗାକୁଡିଆରେ ଦିନ କାଟୁଛନ୍ତି ,।ନିର୍ବାଚନ ଆସିଲେ କେବଳ ମିଳୁଛି ପ୍ରତିଶ୍ରୁତି ,ବର୍ଷା ଦିନରେ ଘରେ ଆଣ୍ଠୁଏ ପାଣି ,।ସରସ୍ୱତୀ ବେହେରା ଙ୍କ ପରିବାର ଆଜିବି ଦୁଖକଷ୍ଟ ରେ ରହୁଛନ୍ତି , ସରସ୍ୱତୀ ଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ଅନୁରୋଧ @CMO_Odisha @districtadmndkl @BKankadahad @PRDeptOdisha @PuccaGhara @GovernorOdisha @HRDF_INDIA @Hrdfindia @HRDF_IND @Bhajaman_Biswal @PradeepJenaIAS @BPSethi
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
0
3
16
336
HUMAN RIGHT DEFENDER FROUM, INDIA JAJPUR retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ଭଙ୍ଗାକୁଡିଆରେ ଗରିବ ପରିବାର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଗ୍ରାମ ର ସଙ୍ଗୀତା ବେହେରା ଓ ତାଙ୍କ ପରିବାର ଭଙ୍ଗାକୁଡିଆରେ ଦିନ କାଟୁଛନ୍ତି ,।ନିର୍ବାଚନ ଆସିଲେ କେବଳ ମିଳୁଛି ପ୍ରତିଶ୍ରୁତି ,ବର୍ଷା ଦିନରେ ଘରେ ଆଣ୍ଠୁଏ ପାଣି ,।ସଙ୍ଗୀତା ବେହେରା ଙ୍କ ପରିବାର ଆଜିବି ଦୁଖକଷ୍ଟ ରେ ରହୁଛନ୍ତି , ସଙ୍ଗୀତା ଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ଅନୁରୋଧ @CMO_Odisha @districtadmndkl @BKankadahad @PRDeptOdisha @PuccaGhara @GovernorOdisha @HRDF_INDIA @Hrdfindia @HRDF_IND @Bhajaman_Biswal @PradeepJenaIAS @BPSethi
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
0
4
8
337
HUMAN RIGHT DEFENDER FROUM, INDIA JAJPUR retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ରଙ୍ଗ ପର୍ବ ହୋଲି ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମୋର ସମସ୍ତ ଗୁରୁଜନ ଏବଂ ହୃଦୟର ବଡ଼ ଭାଇ ଓ ଭଉଣୀ ମାନଙ୍କୁ 💐💐💐💐🙏🏻❤️🙏🏻ସାନ ଭାଇ ଭଉଣୀ ମାନଙ୍କୁ ମେଞ୍ଚେ ଭଲପାଇବା ,😍 🚩 Jai shree Ram🚩 #jayjaganntha ⭕❗⭕ #happyholi2024 @Bhajaman_Biswal @HRDF_INDIA @HRDFI_DKL @Hrdfindia
Dukhabandhu Biswal tweet media
OR
0
3
10
291
HUMAN RIGHT DEFENDER FROUM, INDIA JAJPUR
ମୟୁରଭଞ୍ଜ #ଉଦଳା ବ୍ଲକ#ଢିପସାହିର#ଭୋଳାନାଥ ବିଶ୍ୱାଳ#ଘରେ ଦୃଷ୍ଟିହୀନ ଝିଅ ଏବଂ ରୋଗୀଣା ସ୍ତ୍ରୀ,ସହିତ ଦୁଃଖ ରେ ଦିନ କାଟୁଛନ୍ତି,ଆବାସ ଅନ୍ତୋଦୟ ଯୋଗାଇଦିଅନ୍ତୁ,@CMO_Odisha @DM_Mayurbhanj @Abanikanta_1978 @PradeepJenaIAS @BPSethi @PuccaGhara
OR
0
0
3
150
HUMAN RIGHT DEFENDER FROUM, INDIA JAJPUR
ଦୂଷିତ ଅବସ୍ଥା ରେ ନଳକୂପ, ଧର୍ମଶାଳା ବ୍ଲକ ଅଭୟପୁର ପଂଚାୟତ ସେବିତିପୁର ଗାଁ ରେ ଥିବା ନଳକୂପ ଟି ଦିନକୁ ଦିନ ପୋତି ହେବାରେ ଲାଗିଛି, ସରକାର ଙ୍କୁ ନିବେଦନ କରୁଛୁ ନଳକୂପ ର ଉଚ୍ଚତା ବଢେଇବା ସହିତ ଚାନ୍ଦିନୀ କରାଯାଉ, @CMO_Odisha @dm_jajpur @RWSS_JAJPUR @RWSS_Odisha @SecyChief @MoSarkar5T @Bhrc_India
HUMAN RIGHT DEFENDER FROUM, INDIA JAJPUR tweet media
OR
0
1
4
172
HUMAN RIGHT DEFENDER FROUM, INDIA JAJPUR
ଆବାସ ଯୋଜନା ରୁ ବଂଚିତ, ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ଚଇନିହୁଡା ଗ୍ରାମ ର ପ୍ରଫୁଲ ତରାଇ, ସରକାର ଙ୍କୁ ନିବେଦନ ଆବାସ ଏବଂ ରାସନ କାର୍ଡ ରେ ତିନି ପିଲାଙ୍କ ନାମ ସଂଯୋଗ କରାଯାଉ, @CMO_Odisha @dm_jajpur @SecyChief @PRDeptOdisha @CsoJajpur @Bhrc_India @PuccaGhara @PMAYUrban
HUMAN RIGHT DEFENDER FROUM, INDIA JAJPUR tweet media
OR
0
2
5
132
HUMAN RIGHT DEFENDER FROUM, INDIA JAJPUR
ମିଶନ ଶକ୍ତି ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ବନ୍ତ ବ୍ଲକ କାଦବାରଙ୍ଗ ପଂଚାୟତ ରେ ଥିବା ଅଙ୍ଗନବାଡି କେନ୍ଦ୍ର, ସରକାର ଙ୍କୁ ନିବେଦନ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ, @CMO_Odisha @DM_Bhadrak @pramila_mallick @PRDeptOdisha @SecyChief @SMEOdisha @Bhrc_India
HUMAN RIGHT DEFENDER FROUM, INDIA JAJPUR tweet media
OR
1
3
12
309
HUMAN RIGHT DEFENDER FROUM, INDIA JAJPUR
ବାର୍ଦ୍ଧକ୍ୟ ଭର୍ତ୍ତା ରୁ ବଂଚିତ ଅସହାୟ ବୃଦ୍ଧ, ବଡ଼ଚଣା ବ୍ଲକ ମାଣ୍ଡୁକା ପଂଚାୟତ ମାଣ୍ଡୁକା ଗାଁ ଦ୍ୱାରିକା ନାଥ, ସରକାର ଙ୍କୁ ନିବେଦନ ଭର୍ତ୍ତା ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇଦିଅନ୍ତୁ, @CMO_Odisha @dm_jajpur @SSEPD2 @DSSOJAJPUR @BPSethi @Bhrc_India @SecyChief @PRDeptOdisha @Vkpandianfancl1
HUMAN RIGHT DEFENDER FROUM, INDIA JAJPUR tweet media
OR
0
1
4
83
HUMAN RIGHT DEFENDER FROUM, INDIA JAJPUR
ଭର୍ତ୍ତା ରୁ ବଂଚିତ ମହିଳା ଦିବ୍ୟାଙ୍ଗ, ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ରାମଚନ୍ଦ୍ରପୁର ଗାଁ ର ପୁର୍ଣିମା ନାୟକ, ସରକାର ଙ୍କୁ ନିବେଦନ ଭର୍ତ୍ତା ସହିତ ଅନ୍ତୋଦୟ କାର୍ଡ ଯୋଗାଇଦିଅନ୍ତୁ,@CMO_Odisha @DM_Bhadrak @SSEPD2 @DSSO_Bhadrak @BPSethi @Abanikanta_1978 @Bhrc_India @SecyChief @MoSarkar5T
HUMAN RIGHT DEFENDER FROUM, INDIA JAJPUR tweet media
OR
0
1
4
72
HUMAN RIGHT DEFENDER FROUM, INDIA JAJPUR
ସରକାରୀ ଯୋଜନାରୁ ବଂଚିତ ଭିନ୍ନକ୍ଷମ ଦମ୍ପତି, ବନ୍ତ ବ୍ଲକ କାଦବାରଙ୍ଗ ପଂଚାୟତ ନିମଗଡିଆ ଗାଁର ଅଭିମନ୍ୟୁ ଜେନା ଏବଂ ତାଙ୍କ ସ୍ତ୍ରୀ, ସରକାରଙ୍କୁ ନିବେଦନ ଭର୍ତ୍ତା ସହିତ ଅନ୍ତୋଦୟ କାର୍ଡ ଯୋଗାଇଦିଅନ୍ତୁ, @CMO_Odisha @DM_Bhadrak @DSSO_Bhadrak @SSEPD2 @SecyChief @BPSethi @Abanikanta_1978 @Bhrc_India @Ashokpandabbsr
HUMAN RIGHT DEFENDER FROUM, INDIA JAJPUR tweet media
OR
1
1
7
245
HUMAN RIGHT DEFENDER FROUM, INDIA JAJPUR
ସରକାରୀ ଯୋଜନା ରୁ ବଂଚିତ ଦିବ୍ୟାଙ୍ଗ, ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ପାନପଦୀ ଗାଁ ର ସୁରେଶ ପଣ୍ଡା, ସରକାର ଙ୍କୁ ନିବେଦନ ଭର୍ତ୍ତା ସହିତ ଅନ୍ତୋଦୟ କାର୍ଡ ଯୋଗାଇଦିଅନ୍ତୁ, @CMO_Odisha @DM_Bhadrak @SSEPD2 @DSSO_Bhadrak @SecyChief @BPSethi @Bhrc_India @Abanikanta_1978
HUMAN RIGHT DEFENDER FROUM, INDIA JAJPUR tweet media
OR
0
2
5
78
HUMAN RIGHT DEFENDER FROUM, INDIA JAJPUR
ବିପଦସଂକୁଳ ଅବସ୍ଥା ରେ ବିଦ୍ୟୁତ ତାର, କୋରେଇ ବ୍ଲକ ପଛୀକୋଟ ପଂଚାୟତ କଡ଼ମା ଗାଁ ଟ୍ରାନ୍ସଫର୍ମ ଠାରୁ ଶିବମନ୍ଦିର ପଯ୍ୟନ୍ତ ତାର ଝୁଲୁଛି, ସରକାର ଙ୍କୁ ନିବେଦନ ଦୃଷ୍ଟି ଦିଅନ୍ତୁ,@CMO_Odisha @dm_jajpur @TPSODL @tpnodl_balasore @TataPower @Bhrc_India
HUMAN RIGHT DEFENDER FROUM, INDIA JAJPUR tweet media
OR
3
1
3
142
HUMAN RIGHT DEFENDER FROUM, INDIA JAJPUR
ଚିକିତ୍ସା ରେ ସାଜିଛି ଅର୍ଥବାଧକ, ଜଗତସିଂହପୁର ବ୍ଲକ ଓଡ଼ିଶୋ ପଂଚାୟତ ବଣିଆସାହି ଡିହ ଗାଁର ଶିବ ପ୍ରଧାନଙ୍କ ଛଅ ବର୍ଷ ର ଝିଅ ଅଜଣା ରୋଗରେ ପୀଡିତ, ସରକାର ଙ୍କୁ ନିବେଦନ ଉତ୍ତମ ଚିକିତ୍ସା ଯୋଗାଇଦିଅନ୍ତୁ, @CMO_Odisha @CollectorJspur @HFWOdisha @CJagatsinghpur @PRDeptOdisha @Bhrc_India @SecyChief @Vkpandianfancl1
HUMAN RIGHT DEFENDER FROUM, INDIA JAJPUR tweet media
OR
3
4
11
415
HUMAN RIGHT DEFENDER FROUM, INDIA JAJPUR
ସରକାରୀ ଯୋଜନା ରୁ ବଂଚିତ ମହିଳା ଦିବ୍ୟାଙ୍ଗ,ଜଗତସିଂହପୁର ସଦର ବ୍ଲକ ଓଡ଼ିଶୋ ବଣିଆସାହି ଡିହ ଗାଁ ର କମଳା ପ୍ରଧାନ, ସରକାର ଙ୍କୁ ନିବେଦନ ଆବାସ ଟ୍ରାଏସାଇକେଲ ବସୁନ୍ଧରା ଯୋଜନା ରେ ଅନ୍ତଭୁକ୍ତ କରନ୍ତୁ, @CMO_Odisha @CollectorJspur @SecyChief @JspurTahasildar @PRDeptOdisha @Bhrc_India
HUMAN RIGHT DEFENDER FROUM, INDIA JAJPUR tweet media
OR
1
1
3
105
HUMAN RIGHT DEFENDER FROUM, INDIA JAJPUR
ଆବେଦନର ତିନିବର୍ଷ ପରେ ମଧ୍ୟ୍ୟ ମିଳୁନି ଦିବ୍ୟାଙ୍ଗ ଭର୍ତ୍ତା,ଭୋଗରାଇ ବ୍ଲକ ସିଂଆଁରୁଈ ପଂଚାୟତ ବେଲଦାଗାଁ ଦେବିରାଣୀ ପ୍ରଧାନ, ସରକାରଙ୍କୁ ନିବେଦନ ଆବାସ ଭର୍ତ୍ତା ଟ୍ରାଏସାଇକେଲ ଅନ୍ତୋଦୟ କାର୍ଡ ଯୋଗାଇଦିଅନ୍ତୁ,@CMO_Odisha @DBalasore @SecyChief @DSSO_balasore @Abanikanta_1978 @Bhrc_India @Vkpandianfancl1 @BPSethi
HUMAN RIGHT DEFENDER FROUM, INDIA JAJPUR tweet media
OR
0
2
3
67
HUMAN RIGHT DEFENDER FROUM, INDIA JAJPUR
ବିନା ସୁରକ୍ଷା ରେ ମେଗା ପାନୀୟଜଳ ପ୍ରକଳ୍ପ, କୋରେଇ ବ୍ଲକ ଜହ୍ନ ପଂଚାୟତ ଛୋଟରାୟପୁର ଗାଁ,ସରକାର ଙ୍କୁ ନିବେଦନ ଶ୍ରମିକ ମାନଙ୍କ ସୁରକ୍ଷା ସହିତ ଫଳକ ଲଗାଯାଉ,@CMO_Odisha @dm_jajpur @SecyChief @Bhrc_India @LESIOdisha @Vkpandianfancl1 @Vkpandianfancl1 @MoSarkar5T
HUMAN RIGHT DEFENDER FROUM, INDIA JAJPUR tweet media
OR
0
1
2
67