ICT SCHOOL COORDINATORS ASSOCIATION ODISHA retweetledi

ଓଡିଶା ସରକାରଙ୍କ ନମ୍ବର 1 ଡ଼ିଜିଲାଇଜେସନ ସଶକ୍ତ ପୁରସ୍କାର ଲାଗି ଆମେ ସମ୍ମାନ କରୁଛୁ, ହେଲେ ଓଡିଶାରେ ସରଞ୍ଜାମ ଥାଇ ମଧ୍ୟ ଡ଼ିଜିଲାଇଜେସନରୁ ବଂଚିତ ଗରିବ ଛାତ୍ରଛାତ୍ରୀ l ଏଣୁ ଛଟେଇ କମ୍ପୁଟର ଶିକ୍ଷକଙ୍କ ପୁନଃ ନିଯୁକ୍ତି ଦେଇ ଓଡିଶାକୁ ବାସ୍ତବରେ ନମ୍ବର 1 ଡ଼ିଜିଲାଇଜେସନ ବନାନ୍ତୁ l 🙏
@CMOdisha @samirdash01 @MoSarkar5T

OR



















































