Er. Laxminarayan Panda (Babi)

2.1K posts

Er. Laxminarayan Panda (Babi) banner
Er. Laxminarayan Panda (Babi)

Er. Laxminarayan Panda (Babi)

@LaxmipandaKld

1- President - JNVNarla Alumni Association 2-ସଂଗଠକ - 'ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି' ସଂଗଠନ 3- 2014 MLA Candidate - Narla Assembly, Kalahandi

Bhawanipatna, Kalahandi Katılım Ağustos 2019
291 Takip Edilen514 Takipçiler
Sabitlenmiş Tweet
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
@MohanMOdisha @dpradhanbjp @SamalManmohan7 @KVSinghDeo1 @PravatiPOdisha @NityanandaBJP @BJP4Odisha @CMO_Odisha @SSEPD2 @FdOdisha @IPR_Odisha @Naveen_Odisha @BhaktaCharanDas @malvikadevibjp @SujeetKOfficial @pradiptanaikbjp @DSMishraKLD @SudhirPatjoshi @sagarcharandas @KumarDisari @DmKalahandi @NityanandaBJP ଦେଇଥିବା ନିର୍ବାଚନ ପ୍ରତିଶୃତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କା ନୂଆଁଖାଇ ପୁର୍ବରୁ ଘୋଷଣା କରିବା ପାଇଁ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନର ଅନୁରୋଧ @MohanMOdisha @CMO_Odisha @dpradhanbjp @SamalManmohan7 @KVSinghDeo1 @PravatiPOdisha @SSEPD2 @FdOdisha @IPR_Odisha
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
1
5
6
449
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
@KldUlb_Bhpatna @DmKalahandi ଆଜି ବି ଭବାନିପାଟଣା ମୁନିସିପାଲିଟି ୧୫ନଂୱାର୍ଡ ସମ୍ଭୁନଗରପଡାରେ ଥିବା ଶ୍ମଶାନ ଅନ୍ଧରରେ, ସ୍କୁଟି ଲାଇଟ୍ ରେ ହେଉଛି ଶବଦାହ। ଆଲୋକିକରଣ ବ୍ୟବସ୍ଥା କରିବା ପାଇଁ ଅନୁରୋଧ, କେବେ ହେବ ଆଦର୍ଶ ଶ୍ମଶାନ @sagarcharandas @HUDDeptOdisha @dr_kcmahapatra @Ama_Shasana @CMO_Odisha @MohanMOdisha
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
1
1
2
56
Er. Laxminarayan Panda (Babi) retweetledi
𝙼𝚊𝚗𝚘𝚓 𝚔𝚞𝚖𝚊𝚛 𝚜𝚊𝚑𝚞
@LaxmipandaKld @RWSS_Kalahandi @ZPKalahandi @DmKalahandi @RWSS_Odisha @PRDeptOdisha @jaljeevan_ @IPR_Odisha @CMO_Odisha Sir, ଆମ ପୁଟିଗାଁ ରେ ହୋଇଥିବା ବସୁଧା ଯୋଜନାର କାମ ଅତି ନିମ୍ନମାନର କାମ ହୋଇଥିବାରୁ ଗାଁ କୁ ଏତେ ବର୍ଷ ହେଲାପରେ ବି ପାଣି ପହଂଚି ପାରିଲା ନାହିଁ।ଆଜି ବି ସେମିତି ପଡ଼ିରହିଛି ତେଣୁ ପ୍ରଶାସନକୁ ଆମର ନିବେଦନ ଉକ୍ତ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯାଉ।
OR
0
1
1
69
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
@Bdokarlamunda @DmKalahandi KLD ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ଜିପି କଣ୍ଡରେଇ ଗାଁର ଗରିବ ୭୦ବର୍ଷିୟ ବିଧବା ଗୋଲାପୀ ସାହୁଙ୍କୁ ଅନ୍ତୋଦୟ ଏବଂ ସରକାରୀ ଆବାସ ଯୋଜନାରେ ସାମିଲ ପାଇଁ ଅନୁରୋଧ @AmaShasana @PRDeptOdisha @Food_Odisha @IPR_Odisha @_KrushnaChPatra @PravatiPOdisha @CMO_Odisha @MohanMOdisha
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
2
1
2
80
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
@KldBlk_Lanjigar @ZPKalahandi @DmKalahandi @KumarDisari @RDOdisha @PRDeptOdisha ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳର କୁସୁମ ଘାଟି (ଭଟାଙ୍ଗପଦର - ଗୁଣ୍ଡୁରୀ ରାସ୍ତା) ଅତି ଶୋଚନୀୟ, ରୋଗୀ ଓ ଗର୍ଭବତୀ ଅସୁବିଧାରେ, ରାସ୍ତା ନିର୍ମାଣ ପାଇଁ ଦାବି @malvikadevibjp @SecyChief @RabiNaikBJP @CMO_Odisha @MohanMOdisha
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
0
1
5
57
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
@KldBlk_Lanjigar @ZPKalahandi @DmKalahandi @KumarDisari @RDOdisha @PRDeptOdisha ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳର କୁସୁମ ଘାଟି (ଭଟାଙ୍ଗପଦର - ଗୁଣ୍ଡୁରୀ ରାସ୍ତା) ଅତି ଶୋଚନୀୟ, ରୋଗୀ ଗର୍ଭବତୀ ଅସୁବିଧାରେ, ରାସ୍ତା ନିର୍ମାଣ ପାଇଁ ଦାବି @malvikadevibjp @SecyChief @RabiNaikBJP @CMO_Odisha @MohanMOdisha
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
1
1
3
74
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
@KldBlk_Lanjigar @ZPKalahandi @DmKalahandi @KumarDisari @RDOdisha @PRDeptOdisha ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳର କୁସୁମ ଘାଟି (ଭଟାଙ୍ଗପଦର - ଗୁଣ୍ଡୁରୀ ରାସ୍ତା) ଅତି ଶୋଚନୀୟ, ରୋଗୀ ଗର୍ଭବତୀ ଅସୁବିଧାରେ, ରାସ୍ତା ନିର୍ମାଣ ପାଇଁ ଦାବି @SujeetKOfficial @SecyChief @RabiNaikBJP @CMO_Odisha @MohanMOdisha
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
1
2
2
86
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
ଭବାନିପାଟଣା ମୁନିସିପାଲିଟିରେ ଥିବା ଡମ୍ପିଙ୍ଗ ୟାର୍ଡର ଅବ୍ଯବସ୍ଥା ଯୋଗୁଁ ହେଉଛି ପ୍ରଦୂଷଣ @KldUlb_Bhpatna @DmKalahandi @HUDDeptOdisha କେବେ ସବୁଜ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ହେବ ଭବାନିପାଟଣା ସହର @sagarcharandas @malvikadevibjp @dr_kcmahapatra @CMO_Odisha @MohanMOdisha #Kalahandi #bhawanipatna #Otv
OR
1
1
1
103
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
ଶ୍ରମିକ, ପାଚିକା, ଆଶା, ଅଙ୍ଗନବାଡି, ଚାଷୀ ଓ ଇପିଏଫ୍ ପେନସନ୍ ଧାରୀଙ୍କ ସ୍ୱାର୍ଥକୁ ରଖି ବିଭିନ୍ନ ଦାବିକୁ ନେଇ ଗତ କାଲି ବିଭିନ୍ନ ଶ୍ରମିକ ସଂଗଠନମାନଙ୍କର ସର୍ବଭାରତୀୟ ଧର୍ମଘଟ ଡାକରରେ କଳାହାଣ୍ଡି ଜିଲ୍ଲାରେ ଏଆଇଟିୟୁସି ର ନେତୃତ୍ବରେ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନ ସାମିଲ ହୋଇଥିଲା। #kalahandi #bhawanipatna
OR
0
0
0
54
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
ଶ୍ରମିକ, ପାଚିକା, ଆଶା, ଅଙ୍ଗନବାଡି, ଚାଷୀ ଓ ଇପିଏଫ୍ ପେନସନ୍ ଧାରୀଙ୍କ ସ୍ୱାର୍ଥକୁ ରଖି ବିଭିନ୍ନ ଦାବିକୁ ନେଇ ଗତ କାଲି ବିଭିନ୍ନ ଶ୍ରମିକ ସଂଗଠନମାନଙ୍କର ସର୍ବଭାରତୀୟ ଧର୍ମଘଟ ଡାକରରେ କଳାହାଣ୍ଡି ଜିଲ୍ଲାରେ ଏଆଇଟିୟୁସି ର ନେତୃତ୍ବରେ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନ ସାମିଲ ହୋଇଥିଲା। #kalahandi #bhawanipatna
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
1
0
0
61
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
ଶ୍ରମିକ, ପାଚିକା, ଆଶା, ଅଙ୍ଗନବାଡି, ଚାଷୀ ଓ ଇପିଏଫ୍ ପେନସନ୍ ଧାରୀଙ୍କ ସ୍ୱାର୍ଥକୁ ରଖି ବିଭିନ୍ନ ଦାବିକୁ ନେଇ ଗତ କାଲି ବିଭିନ୍ନ ଶ୍ରମିକ ସଂଗଠନମାନଙ୍କର ସର୍ବଭାରତୀୟ ଧର୍ମଘଟ ଡାକରରେ କଳାହାଣ୍ଡି ଜିଲ୍ଲାରେ ଏଆଇଟିୟୁସି ର ନେତୃତ୍ବରେ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନ ସାମିଲ ହୋଇଥିଲା। #kalahandi #bhawanipatna
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
1
0
0
74
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
ଚାଷୀ, ବିଦ୍ଯୁତ ଉପଭୋକ୍ତା ଓ ଯାନବାହାନ ଚାଳକଙ୍କ ସ୍ୱାର୍ଥ ପାଇଁ ଗତ ଜାନୁୟାରୀ ୨୮ ତାରିଖରେ ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରାରେ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନ ମଧ୍ଯ ସାମିଲ ହୋଇ ବନ୍ଦକୁ ଭବାନିପାଟଣା ସହରରେ ସଫଳ କରାଯାଇଥିଲା। #Kalahandi #Bhawanipatna #Agitation #Farmers #electricity

63

ଚାଷୀ, ବିଦ୍ଯୁତ ଉପଭୋକ୍ତା ଓ ଯାନବାହାନ ଚାଳକଙ୍କ ସ୍ୱାର୍ଥ ପାଇଁ ଗତ ୨୮ ତାରିଖରେ ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରାରେ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନ ମଧ୍ଯ ସାମିଲ ହୋଇ ବନ୍ଦକୁ ଭବାନିପାଟଣା ସହରରେ ସଫଳ କରାଯାଇଥିଲା। #Kalahandi #Bhawanipatna #Agitation #Farmers #electricity
Er. Laxminarayan Panda (Babi) tweet mediaEr. Laxminarayan Panda (Babi) tweet mediaEr. Laxminarayan Panda (Babi) tweet media
OR
0
0
0
56
Er. Laxminarayan Panda (Babi)
Er. Laxminarayan Panda (Babi)@LaxmipandaKld·
@MohanMOdisha ଆପଣ ଦେଇଥିବା ନିର୍ବାଚନୀ ପ୍ରତିଶୃତି ୬୦ବର୍ଷରୁ ଉର୍ଦ୍ଧ୍ବ ବୁଢ଼ାବୁଢ଼ୀ, ବିଧବା, ଅବିବାହିତା ଓ ୪୦%ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା ୩୦୦୦ଟଙ୍କା କେବେ ଦେବେ କଳାହାଣ୍ଡି ମାଟିରେ ଘୋଷଣା କରି ଗରିବ ଓ ଅସହାୟମାନଙ୍କ ମନରେ ଖୁସି ଓ ଓଠରେ ହସ ଫୁଟାଇବେ ବୋଲି ଆଶା @CMO_Odisha @NityanandaBJP
Er. Laxminarayan Panda (Babi) tweet media
OR
0
1
6
48