Nitish Kumar Naik
1.2K posts

Nitish Kumar Naik
@Nitish40132
Try to my level best in 1) Trying for Free_Medical_Treatment_Poor 🕵️ 2) Thinking about Green_ Revolution 🌱🌲🌳 “Retweets ≠ endorsements.”
ବରଗଡ଼ ମାଟି Katılım Mart 2019
2.5K Takip Edilen335 Takipçiler

#ମାଆ_ପଳାଇଲା
#ଅନାଥ_ହେଲେ_ଛୁଆ
ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା,ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ
@Vkpandianfancl1
@MonishaBanerje0
@NCPCR_
OR
Nitish Kumar Naik retweetledi

ଗଣଶିକ୍ଷକ ମାନଙ୍କ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା:
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ OTET ପାସ କରିଥିବା ଗଣଶିକ୍ଷକ ମାନଙ୍କୁ Med ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ ନିୟମିତ କରାଯିବ। ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେଲେ।
ସେହିପରି OTET ପାସ କରିନଥିବା ଗଣଶିକ୍ଷକ ମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେଲେ।
ଏହାସହିତ ଯେଉଁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନ୍କ୍ରିମେଣ୍ଟ ମିଳୁ ନାହିଁ, ସେମାନଙ୍କ ମଧ୍ୟରୁ OTET ପାସ କରିଥିବା ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନ୍କ୍ରିମେଣ୍ଟ ପ୍ରଦାନ କରାଯିବ। ଏହାଦ୍ୱାରା ୯୫୨୦ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଉପକୃତ ହେବେ। ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଓ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
OR
Nitish Kumar Naik retweetledi

Respected @CMO_Odisha @MoSarkar5T @SSEPD2 @PradeepJenaIAS @dmboudh @Ashokpandabbsr @BPSethi @Soumya98671695 sir humble request to please look at this 🙏

English
Nitish Kumar Naik retweetledi

@mahanta_keshari @EnergyOdisha @lohanisk1 @vishaldevk @TPSODL @DMnabarangpur @Naveen_Odisha @CMO_Odisha @MoSarkar5T @BDO_PAPADAHANDI @Vkpandianfancl1 @saraka_fan @rameshmajhinp @PragativadiNews @MonaLisaBal3 @ZP_NABARANGPUR @AbinashMohpatra @GuhaIas @IPR_Odisha @subratchhatoi @swayam4Odisha @pranabpdas @btushar02 @RWSS_NGP to look into the matter immediately.
English

Kindly look into this matter
ଅନଗୁଳୁ ଜିଲ୍ଲା ନନ୍ଦପୁର ପଂଚୟତ ବାଘୁଆପାଟ ଗାଁରୁ ଆସିଛି ଏଭଳି ସମସ୍ୟା । ଗାଁକୁ ବିଦ୍ୟୁତ୍ ତାର ଟଣା ହୋଇଛି । ବଡ଼ ଟ୍ରାନ୍ସଫର୍ମର ବି ବସିଛି, ହଲେ ୫ ବର୍ଷ ହେଲା ହେଉନି ବିଦ୍ୟୁତ୍ ସଂଯୋଗ l
@angul_dm
@KeshariDeb

OR
Nitish Kumar Naik retweetledi

ଆଦର୍ଶ ସାଜିଛି @MoParivarOdisha ର ସହାୟତା। ଭୁବନେଶ୍ୱର ୟୁନିଟ-୨ସ୍ଥିତ ବିଜୁ ଆଦର୍ଶ କଲୋନୀର ଜନୈକ ୮୩ ବର୍ଷୀୟା ବୃଦ୍ଧାଙ୍କ ଦେହାନ୍ତ ପରେ ଶବସତ୍କାର ପାଇଁ ଓଡ଼ିଶା-ମୋ ପରିବାର ସଦସ୍ୟଙ୍କ ସହାୟତା ମାନବିକତା ଓ ସାମାଜିକ ଦାୟିତ୍ୱବୋଧତାର ଅନନ୍ୟ ପରିଚୟ। #OdishaCares

OR
Nitish Kumar Naik retweetledi

ରକ୍ତଦାନ ଜୀବନଦାନ। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଓଡ଼ିଶା-ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିରରୁ ୪,୦୦,୦୦୦ ରୁ ଊର୍ଦ୍ଧ୍ଵ ୟୁନିଟ୍ ରକ୍ତସଂଗ୍ରହ ହେବା ବେଶ ଉତ୍ସାହପ୍ରଦ। ରକ୍ତଦାନ ଶିବିରକୁ ସଫଳ କରିଥିବା ରକ୍ତଦାତା, @MoParivarOdisha ର ନେତୃବୃନ୍ଦ ଏବଂ ରକ୍ତ ସଂଗ୍ରହ ପଛରେ ଥିବା ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ। #OdishaMoParivar

OR

Kindly look into this matter
@CMO_Odisha
@MoSarkar5T
@PRDeptOdisha
@MSSSundargarh
@DMSundargarh
@WCDOdisha
Kanak News@kanak_news
#ସରକାର_ତୁମକୁ_କଣ_ମୋ_ଦୁଃଖ_ଦିଶୁନି.. ନା ଆଖିକୁ ଠିକରେ ଦିଶୁଛି , ନା ହାତ ଗୋଡ଼ ସଳଖୁଛି..ବୟସ ଟପିଲାଣି ୭୦ । ଗୁରୁଣ୍ଡି ଗୁରୁଣ୍ଡି ସବୁକାମ କରୁଛନ୍ତି ସୁନ୍ଦରଗଡ ତଳସରା ଗାଁର ଚଚଂଳା ଭଇଁସାଲ । ଗୁହାଳଠାରୁ ନ୍ୟୁନ ଘରେ କଟୁଛି ଏହି ବୃଦ୍ଧାଙ୍କ ଦିନ ହେଲେ ଆଜି ପର୍ଯ୍ୟନ୍ତ ମିଳିନାହିଁ ପକ୍କା ଘର କି ଭତ୍ତା #KanakNews #Sundergarh
English

ଚକରକେନ୍ଦ, ବରଗଡ଼ ଜିଲ୍ଲା, ଏଇ ଗ୍ରାମର ଡୁମ୍ବରମୁଣ୍ଡା ପୁନରୁଦ୍ଧାର କାର୍ଯ୍ୟ ପାଇଁ ଟ.୫,୦୦, ୦୦୦ ଆର୍ଥିକ ବର୍ଷ ୨୦୨୩-୨୪ ରେ ଆସିଥିଲା ଶ୍ରମିକ ମାନଙ୍କ ପାଇଁ ଟ.୪,୫୯,୬୨୮:୮୩ ଓ ସାମଗ୍ରୀ କିଣିବା ପାଇଁ ଟ.୨୯,୮୭୧:୯୮ .
@PRDeptOdisha
@Vkpandianfancl1
@krushibibhag
@RDOdisha




OR
Nitish Kumar Naik retweetledi

ବିଛଣାରେ ଦିବ୍ୟାଙ୍ଗ ପୁଅ , ଭୋକ ଉପାସରେ ଦିନ କଟୁଛି ଗଜପତି ଜିଲ୍ଲା ରା :.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ପଞ୍ଚାୟତ ଝାଡରଣ୍ଡିବା ଗ୍ରାମର #ବାସୁଦେବ ଙ୍କ ଅଧାଗଢା ଶରୀର , @CMO_Odisha @BPSethi @WCDOdisha @DM_Gajapati @Abanikanta_1978 @Food_Odisha @CMRF_Odisha ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ
OR











