

Devotee of Lord SriRam
4.5K posts

@Socialworker022
Twitter Activist, Social Worker, Divyaang ମାନବ ସେବା ହିଁ ମାଧବ ସେବା



ଟୁଟୁଗୁମ୍ଫା ଗ୍ରାମରେ ଯଥାଶୀଘ୍ର ପକ୍କା ରାସ୍ତା, ପ୍ରାଥମିକ ସ୍କୁଲ, ମିନି ଅଙ୍ଗନବାଡି,ସୌର ପାନୀୟଜଳ ପ୍ରକଳ୍ପ ନିର୍ମାଣ, ନୂତନ ନଳକୂପ ସ୍ଥାପନ, ବିଜୁଳି ସଂଯୋଗ ସହିତ ଗ୍ରାମବାସୀ ଙ୍କୁ ଜଙ୍ଗଳଜମି ପଟ୍ଟା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବାକୁ ମାନନିୟ @DmKalahandi ଙ୍କୁ ଅନୁରୋଧ । @RabiNaikBJP @MohanMOdisha @CMO_Odisha



















ଯଥାଶୀଘ୍ର ଏହି ଗ୍ରାମରେ ଦୁଇଟି ନୂତନ ନଳକୂପ ଓ ସୌର ପାନୀୟଜଳ ପ୍ରକଳ୍ପ ସ୍ଥାପନ, ପକ୍କା ରାସ୍ତା,ମିନି ଅଙ୍ଗନବାଡି ନିର୍ମାଣ, ବିଜୁଳି ସଂଯୋଗ ସହିତ ଜଙ୍ଗଳଜମି/ଭୂମିହୀନ ପଟ୍ଟା ପ୍ରଦାନ କରିବା ପାଇଁ ପଦକ୍ଷେପ ନେଵାକୁ ମାନନୀୟ @DmKalahandi ମହୋଦୟ ଙ୍କୁ ଅନୁରୋଧ । @RWSS_Kalahandi @PRDeptOdisha @RDOdisha @CMO_Odisha



ବିଲାସପୁର ଏସଏସବି ରେ ଚାକିରୀ କରୁଥିବା ଯବାନ କୃଷ୍ଣ ପ୍ରଧାନ(ଜାମଗାଁ, ଲଖାନପୁର) ଙ୍କ ଜାତି ପ୍ରମାଣପତ୍ର ଆଧାରରେ ତାଙ୍କ ଝିଅ କୁ ମଧ୍ୟ ଜାତି ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ପଦକ୍ଷେପ ନେବାକୁ ମାନନୀୟ @dm_jharsuguda ଶ୍ରୀ @Kunal__chavan ଙ୍କୁ ଅନୁରୋଧ । @rdmodisha @sureshkpujari @MohanMOdisha @CMO_Odisha



କୁଦାହୁଡଙ୍ଗ ଓ ଲୋଆରାମ ଗ୍ରାମବାସୀ ଙ୍କୁ ଯଥାଶୀଘ୍ର ବିଶୁଦ୍ଧ ପାନୀୟଜଳ ଯୋଗାଣ କରିବା ସହିତ ପ୍ରାଥମିକ ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଓ ଚାଷ ପାଇଁ ଜଳସେଚନ ସୁବିଧା ପାଇଁ ପଦକ୍ଷେପ ନେବାକୁ ମାନନୀୟ @DMSundargarh ଙ୍କୁ ଅନୁରୋଧ । @RWSS_ROURKELA @BDO_Bisra @RabiNaikBJP @NityanandaBJP @MohanMOdisha @CMO_Odisha







ଗଭୀର ନଳକୂପ/ଉଠା ସେଚନ ପ୍ରକଳ୍ପରେ ଯଥାଶୀଘ୍ର ବିଦ୍ୟୁତ ସଂଯୋଗ କରିବାପାଇଁ ପଦକ୍ଷେପ ନେବାକୁ @OLICLTD ବିଭାଗ କୁ ଅନୁରୋଧ । @BalisankaraP @ZP_Sundargarh @DMSundargarh @OdishaWater @krushibibhag @PRDeptOdisha @RabiNaikBJP @BhabaniSBhoi @KVSinghDeo1 @jualoram @MohanMOdisha @CMO_Odisha @samajalive