eephpuri

267 posts

eephpuri

eephpuri

@eephpuri

Puri, India Katılım Haziran 2017
54 Takip Edilen149 Takipçiler
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀ ବାଲିସ୍କୁଲ ସାମ୍ନା ଗଳି ରେ ଦୀର୍ଘ ଦିନ ଧରି ଡ୍ରେନ ପାଣି ଭର୍ତ୍ତି ହୋଇ ରାସ୍ତା ରେ ଭାସୁଛି ଏହା ର ନିରାକରଣ କରିବା ପାଇଁ ଅନୁରୋଧ @puriulb @akshya_patra @dm_puri #IranMassacre #R2PforIran #deprem #วิวาห์ปฐพีตอนที่1 #알파드라이브원 #isfad #justicapororelha
Ѕℛℐ ℕᎯᎽᎯᏦ tweet media
OR
2
0
1
56
TRILOCHAN DAS
TRILOCHAN DAS@TRILOCH14681684·
ପୁରୀ,8 ନମ୍ବର ୱାର୍ଡ, କାମାକ୍ଷା ମନ୍ଦିର ନିକଟରେ ଥିବା ଡ୍ରିଙ୍କ ଫ୍ରମ ଟ୍ୟାପ ସମୁର୍ଣ୍ଣ ଅଚଳ ହୋଇ ରହିଛି l ଏହାର ମରାମତି ପାଇଁ ଅନୁରୋଧ 🙏 @RWSS_Puri @eephpuri @Puri_Official @Puriulbeo @CMO_Odisha @OfficialTeamATA
OR
1
0
7
188
H & UD Dept
H & UD Dept@HUDDeptOdisha·
ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ସମସ୍ତଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭଗ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା । ମହାପ୍ରଭୁଙ୍କ ଅପାର କୃପାରୁ ଆପଣମାନଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଯାଉ। #Rathayatra #Rathayatra2025 @CMO_Odisha @IPR_Odisha @dr_kcmahapatra @SecyChief @DC_Odisha @ushapadhee1996
H & UD Dept tweet media
OR
2
2
32
1.2K
Rakesh Kumar Prusty
Rakesh Kumar Prusty@Rakesh_k_Prusty·
ୱାର୍ଡ ନଂ ୨୧ ଓ ୨୨ ସୀମା କୁମ୍ଭାରପଡା ପଥରପୋଖରୀ ନିକଟ ସୁରେନ୍ଦ୍ର ପାଢ଼ୀ ଙ୍କ ଘର ନିକଟରେ ଥୁବା ସ୍ୱରେଜ ରୁ ମଇଳା ପାଣି ରାସ୍ତାରେ ଭାସୁଛି। @dm_puri @HUDDeptOdisha @CMO_Odisha @Puriulbeo @CPCB_OFFICIAL
OR
3
0
1
80
TRILOCHAN DAS
TRILOCHAN DAS@TRILOCH14681684·
ପୁରୀ, 8 ନମ୍ବର ୱାର୍ଡ, ସ୍ୱର୍ଗଦ୍ୱାର ସତଆସନ ରୋଡ଼, ଉମା ଲଜ ନିକଟରେ ଥିବା ଟିଉବେଲ ଦୀର୍ଘଦିନ ହେବ ସଂପୂର୍ଣ୍ଣ ଅଚଳ ହୋଇ ଭାଙ୍ଗି ପଡି ରହିଛି l ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ପାନୀୟ ଜଳ ପାଇବାରୁ ବଞ୍ଚିତ l ଏହାକୁ ପୁନଃଚଳନ କରିବା ପାଇଁ ଅନୁରୋଧ 🙏 @RWSS_Puri @Puri_Official @Puriulbeo @CMO_Odisha @OfficialTeamATA
OR
1
2
7
253
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
ଶ୍ରୀକ୍ଷେତ୍ରରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଦିଗହରା,ରକ୍ଷଣାବେକ୍ଷଣ ଅଭାବରୁ ପାଣିରେ ଭାସୁଛି ବଡ଼ଦାଣ୍ଡ....!! Respected @CMO_Odisha/@SecyChief Sir Please do a proper inquiry into this matter and take necessary action.@dept_ga @HUDDeptOdisha @dr_kcmahapatra @ushapadhee1996 @WatcoOdisha @PuriDuda @dm_puri @puriulb @eephpuri Source:-@samajalive
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media
1
3
15
249
R T I (s m) 🙏✊😆
R T I (s m) 🙏✊😆@Santosh15691218·
ପୁରୀ କୋଣାର୍କ ରାସ୍ତାର ବାଲିଘାଟ ବଜାରରେ ସ୍ୱରେଜ ଚାମ୍ବରରୁ ମଇଳା ପାଣି ରାସ୍ତାରେ ଭାସୁଥିବା ବେଳେ ଦୁର୍ଗନ୍ଧରେ ଅତିଷ୍ଟ ସ୍ଥାନୀୟ ବାସିନ୍ଦା @CMO_Odisha @HUDDeptOdisha @puriulb @WatcoOdisha ଙ୍କୁ ତୁରନ୍ତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ 🙏
OR
1
3
1
170
Rajesh Ummiri
Rajesh Ummiri@RUmmiri·
@HUDDeptOdisha @Puri_Official @Puriulbeo @MoSarkar5T @CMO_Odisha ପୁରୀ ମୁନିସିପାଲିଟିର ୨୬ନଂ ୱାର୍ଡର ସେନାପତି ବଗିଚାରେ ରାସ୍ତା ଉପରେ ସ୍ୱେରେଜ୍ ପାଣି ବୋହୁଛି। ଏହା ଅତ୍ୟନ୍ତ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହିତ ସାହିଲୋକ ଯିବା ଆସିବାରେ ବହୁ ଅସୁବିଧା ହେଉଛି। ଦୟାକରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ। 🙏🙏
Rajesh Ummiri tweet mediaRajesh Ummiri tweet mediaRajesh Ummiri tweet mediaRajesh Ummiri tweet media
Puri, India 🇮🇳 OR
1
0
0
25
Team ATA Official
Team ATA Official@OfficialTeamATA·
ପୁରୀ ବଡ଼ଦାଣ୍ଡ ସଲଗ୍ନ ଖାକିମଠ ନୂଆସାହି ଭବାନୀ ମଟର୍ସ ସାମ୍ନାରେ ଥିବା ନଳକୂପ ଭାଙ୍ଗି ଯାଇଛି। ଆଗାମୀ ଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ଥିବାରୁ ଏହାର ମରାମତି ତୁରନ୍ତ କରିବାକୁ ଅଧିକାରୀ ମାନଙ୍କୁ ଅନୁରୋଧ। @PradeepJenaIAS @eephpuri2 @WatcoOdisha @HUDDeptOdisha @CMO_Odisha @GovernorOdisha @dm_puri @sidd_swain
OR
8
15
44
1.3K
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଣି ଟ୍ୟାପ୍ ଅଚଳ । ପିଇବା ପାଇଁ ଅଭିଯୋଗକାରୀ ହନ୍ତସନ୍ତ....!! The departmental authorities are urged to take the matter seriously and take appropriate action.@CMO_Odisha @SecyChief @dept_ga @HUDDeptOdisha @WatcoOdisha @dm_puri @eephpuri @DJ_dibyajyoti @JanaSunani
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media
2
3
15
422
Mishra Bismaya
Mishra Bismaya@MBismaya·
ପୁରୀ ବଡ଼ଦାଣ୍ଡରେ ପିଇବା ପାଣି ବୋର୍ଡ ଲୋକଙ୍କ ସୂଚନା ପ୍ରଦାନ ପାଇଁ ପ୍ରଦାନ କରାଯାଇଛି କିନ୍ତୁ ଯେଉଁମାନେ ଆସିବେ ସେମାନେ କିପରି ପଢିବେ ତାହା ଚିନ୍ତାର ବିଷୟ , ଦୟାକରି ଏହାକୁ ଯଥାଶୀଘ୍ର ଠିକ କରାଯାଉ @dm_puri @WatcoOdisha @CMO_Odisha @SJTA_Puri @SakalaNews
Mishra Bismaya tweet mediaMishra Bismaya tweet mediaMishra Bismaya tweet mediaMishra Bismaya tweet media
OR
2
5
17
444