Drx sriman mohan panda

47 posts

Drx sriman mohan panda banner
Drx sriman mohan panda

Drx sriman mohan panda

@mohanpanda2

@pharmacist @currency collecter

Bhadrak, India Katılım Kasım 2014
129 Takip Edilen7 Takipçiler
East Coast Railway
East Coast Railway@EastCoastRail·
Honourable president of India Smt. Droupadi Murmu will inaugurate new infrastructure projects at Bangiriposi in a step towards fulfilling the vision of a developed Odisha. #RailInfra4Odisha @RailMinIndia
East Coast Railway tweet media
English
6
10
52
1.6K
Harishchandra Mahalik 🇮🇳
Harishchandra Mahalik 🇮🇳@Harishc_Mahalik·
ବାତ୍ୟା ଆରମ୍ଭ ହୋଇନାହିଁ କଳା ବଜାରୀ ଆରମ୍ଭ ହୋଇଗଲାଣି ଭଦ୍ରକ ଜିଲ୍ଲାରେ ଉପକଳ ବର୍ତ୍ତୀ ଅଞ୍ଚଳ ବଜାର ଚାନ୍ଦବାଲି , ମତୋ, ଘଣ୍ଟେଶ୍ୱର, ଧାମରା ଏହିଭଳି ବିଭିନ୍ନ ବଜାରରେ ସନ୍ଧ୍ୟା ବେଳେ ହଠାତ ଆଳୁ, ପିଆଜ, ପରିବା ଏହି ଭଳି ନିତ୍ୟଦିନ ବ୍ୟବହାର ଜିନିଷର ଦର ଦାମ ବୃଦ୍ଧି ପାଇଛି | କଳା ବଜାରୀ ଉପରେ ନଜର ଦେବାକୁ ପ୍ରଶାସନକୁ ଅନୁରୋଧ |
Harishchandra Mahalik 🇮🇳 tweet mediaHarishchandra Mahalik 🇮🇳 tweet mediaHarishchandra Mahalik 🇮🇳 tweet mediaHarishchandra Mahalik 🇮🇳 tweet media
OR
2
2
22
1K
Drx sriman mohan panda
Drx sriman mohan panda@mohanpanda2·
@tpnodl_balasore Sir I have complaint about this in basantia fuse center many times but no response from their side & also complaining to jee bonth but no response kindly look into this matter
Drx sriman mohan panda tweet mediaDrx sriman mohan panda tweet mediaDrx sriman mohan panda tweet mediaDrx sriman mohan panda tweet media
English
3
0
0
112
Drx sriman mohan panda
Drx sriman mohan panda@mohanpanda2·
@tpnodl_balasore @CMO_Odisha @KVSinghDeo1 Sir already 11 days gone if the pole is broken down and hits some one what the matter is going , u have no response if a person is getting injured or death what can u reply it's ur mistake or the suffer people mistake , Kindly immediately take response
English
1
0
0
37
TP Northern Odisha Distribution Limited
@mohanpanda2 Dear Sir, The issue has already been escalated to the concerned department. Our team is looking into the matter in priority. Until then seeking your patience and support.
English
1
0
0
51
Drx sriman mohan panda
Drx sriman mohan panda@mohanpanda2·
@tpnodl_balasore I want know what u have doing last three days there is no one to come this site for verification how can u tell saftey first I think the public safety is last . U have done ur job take money not saftey kindly resolve immediately
English
1
0
0
62
TP Northern Odisha Distribution Limited
@mohanpanda2 Dear Sir, The issue has already been escalated to the concerned department. Our team is looking into the matter in priority. Until then seeking your patience and support.
English
1
0
0
49
TP Northern Odisha Distribution Limited
@mohanpanda2 Dear Sir, We appreciate your patience. We are constantly working to identify and resolve issues that may threaten the public's safety. We have already escalated your concern. At this time, we appreciate your support and patience.
English
1
0
0
48
ଓଟିଭି
ଓଟିଭି@otvkhabar·
#ଲକ୍ଷ୍ମୀ_ବସ୍_କ୍ଷତି_୩୭୪_କୋଟି - ଲକ୍ଷ୍ମୀ ବସ୍ କ୍ଷତିରେ ଚାଲୁଥିବା ଗୃହରେ ପରିବହନ ମନ୍ତ୍ରୀଙ୍କ ସୂଚନା - '୩୭୪ କୋଟି ୮ ଲକ୍ଷ ୫୮ ହଜାର ୫୫ ଟଙ୍କା କ୍ଷତିରେ ଅଛନ୍ତି ସରକାର' - 'ଅକ୍ଟୋବର ୨୦୨୩ରୁ ଅଗଷ୍ଟ ୨୦୨୪ ଯାଏଁ ୧୦ ମାସରେ ଏତିକି କ୍ଷତି' - ଲକ୍ଷ୍ମୀ ଯୋଜନାରେ ୧୩୪୦ଟି ବସ୍‌ ଚାଲିଛି- ପରିବହନ ମନ୍ତ୍ରୀ - ୩୯୯ କୋଟି ବ୍ୟୟ ଓ ଆୟ ମାତ୍ର ୨୫ କୋଟି ୩ ଲକ୍ଷ ଟଙ୍କା #LAccMIBus #Minister #OTV
ଓଟିଭି tweet media
OR
186
65
857
66K
Drx sriman mohan panda retweetledi
Odisha Pharmacy Officers Service Association
ରାଜ୍ୟ ସରକାରଙ୍କର ଜନାହିତକlରୀ ଯୋଜନା #ନିରାମୟ କୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ବ #ଫାର୍ମାସିଷ୍ଟ ବେଶ୍ ସୁଚାରୁ ରୂପେ ନିର୍ବାହ କରୁଛନ୍ତି।ଅନେକ ଅସୁବିଧା ମଧ୍ୟରେ ବି ରୋଗୀ ମାନଙ୍କୁ ସରକାରଙ୍କ ସଫଳ ଯୋଜନା ଯୋଗାଇ ଦେଉଛନ୍ତି।କିନ୍ତୁ ସେହି #ନିରାମୟ ଯୋଜନା ର ସଫଳ ରୂପକlରକ ମାନେ ସମୂହ ଆନ୍ଦୋଳନ ପାଇଁ ପ୍ରସ୍ତୁତ।
Odisha Pharmacy Officers Service Association tweet media
OR
94
56
72
805
Drx sriman mohan panda retweetledi
Odisha Pharmacy Officers Service Association
ଦୀର୍ଘ ତିନି ଦଶନ୍ଧି ଧରି ଫାର୍ମାସିଷ୍ଟ ମାନେ ନିର୍ଯାତିତ, ନିଷ୍ପେସିତ ସମସ୍ତ କ୍ଷେତ୍ରରେ ସରକାର ଙ୍କ ଦ୍ଵାରା ପ୍ରତାରିତ। ତଥାପି ନିଜର କର୍ତ୍ତବ୍ୟ ରେ କେବେ ବି ଅବହେଳା କରି ନାହାନ୍ତି। କିନ୍ତୁ ଏତେ ନିବେଦନ ପରେ ବି ସରକାର ନୀରବଦ୍ରଷ୍ଟା । ସେହି ଅନ୍ୟାୟ ଅବିଚାର ବିରୋଧରେ ଆସନ୍ତା ୧୭ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ।
Odisha Pharmacy Officers Service Association tweet mediaOdisha Pharmacy Officers Service Association tweet mediaOdisha Pharmacy Officers Service Association tweet media
OR
101
54
69
667
Dr. Mukesh Mahaling
Dr. Mukesh Mahaling@MahalingMukesh·
ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ରାଜ୍ୟରେ ଦୀର୍ଘ ଦିନରୁ ଖାଲି ପଡ଼ିଥିବା ଫାର୍ମାସିଷ୍ଟ ପଦବୀ ପୂରଣ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ଚିଠି ଲେଖି ଦାବି ଜଣାଇଲି।
Dr. Mukesh Mahaling tweet mediaDr. Mukesh Mahaling tweet media
OR
284
127
256
4.6K
Drx sriman mohan panda retweetledi
ଗୋରାଚାନ୍ଦ
ଗୋରାଚାନ୍ଦ@Gorachand027·
@OdishaRegister1 ଓଡିଶା ସରକାର ଚାହିଁଲେ ସବୁ ର ସମାଧାନ ହେଇପାରିବ. ଯଦି ଫାର୍ମାସିଷ୍ଟ ମାନଂକୁ ତାଙ୍କର ଅଧିକାର ଦିଆଯିବ ନାହିଁ ତାହାଲେ ଏପରି ଅସୁବିଧା ଭୋଗୁଥିବେ ଜନ ସମାଜ ଲୋକ ଭୋଗୁଥିବେ ବା ଭୋଗିବେ #Justice_for_pharmacist @OdishaRegister1 @CMO_Odisha @PMOIndia @HFWOdisha
OR
2
8
16
235
Drx sriman mohan panda retweetledi
Odisha Registered Pharmacist Association
ବଜାରରେ ନକଲି ଜହର ବିକ୍ରି ହେଉଥିବା ବେଳେ । ଔଷଧ ପ୍ରସ୍ତୁତି ଠୁ ଆରମ୍ଭ କରି ସୁରକ୍ଷିତ ଭାବରେ ରୋଗୀ ସେବନ କରିବା ପର୍ଯ୍ୟନ୍ତ ଫାର୍ମାସିଷ୍ଟ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଔଷଧ ର ସମସ୍ତ ଅଧିକାର ଫାର୍ମାସିଷ୍ଟ ହାତକୁ ଆସିଲେ ହିଁ ଏ ଭଳି ମାରାତ୍ମକ ଅବ୍ୟବସ୍ଥା ରୁ ରକ୍ଷା ମିଳିପାରିବ। dhunt.in/HOKzs?s=a&uu=0…
OR
63
56
58
849