Nihar ranjan Naik

2.1K posts

Nihar ranjan Naik banner
Nihar ranjan Naik

Nihar ranjan Naik

@nihar_ranjan9

!! ଜୀବନ ମାନେ ହିଁ ସଂଘର୍ଷ !! ଖୁସି ହିଁ ଜୀବନରେ ଶାନ୍ତି ପ୍ରଦାନ କରିଥାଏ !! 🕉️𝑯𝑨𝑹 𝑯𝑨𝑹 🔱𝑴𝑨𝑯𝑨𝑫𝑬𝑽🕉️

Champua ,Odisha Katılım Nisan 2021
742 Takip Edilen90 Takipçiler
Nihar ranjan Naik retweetledi
Bikram Keshari Mahanta🇮🇳Dream Golden Odisha 2047
Hon'ble @RWSS_Keonjhar Sir, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଶୁକୁଡିହା ପଞ୍ଚାୟତ ପିଚିଲାବେଡା ଗ୍ରାମକୁ ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ଅନୁରୋଧ କରୁଛି। @DistAdmKeonjhar @CMO_Odisha @MohanMOdisha @RabiNaikBJP @PRDeptOdisha @PJhumpura @anantanayakKJR @drdakjr @narendramodi @RWSS_Odisha 🙏
OR
0
2
1
62
Nihar ranjan Naik retweetledi
I & PR Department, Odisha
I & PR Department, Odisha@IPR_Odisha·
ଆସନ୍ତା ୦୧ ଏପ୍ରିଲ ୨୦୨୬ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ନୂତନ ଆବେଦନ ଗ୍ରହଣ କରାଯିବ। ଯୋଗ୍ଯ ହିତାଧିକାରୀମାନେ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ଆବେଦନ କରିପାରିବେ। ▪️ ଆବେଦନ ଅବଧି: ୦୧ ଏପ୍ରିଲ ରୁ ୩୦ ଏପ୍ରିଲ ୨୦୨୬ ▪️ ବୟସ ସୀମା: ୨୧ ରୁ ୬୦ ବର୍ଷ (୦୧.୦୪.୨୦୨୬ ସୁଦ୍ଧା) ▪️ ଆର୍ଥିକ ସହାୟତା: ପ୍ରତିବର୍ଷ ୨ଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କା ଆବେଦନ ପ୍ରକ୍ରିୟା: ▪️ କେବଳ ନୂତନ ଆବେଦକମାନେ ଆବେଦନ କରିପାରିବେ ▪️ CSC ଓ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ପଞ୍ଜୀକରଣ ▪️ ଫର୍ମ ଅଙ୍ଗନୱାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଉପଲବ୍ଧ।
OR
15
41
324
22.5K
Nihar ranjan Naik retweetledi
JJM, MAYURBHANJ
JJM, MAYURBHANJ@JjmMayurbhanj·
ରାସନ କାର୍ଡରେ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି ଉଦଳା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଫୁଲବାଡିଆ ଗ୍ରାମର ବାସିନ୍ଦା ନରେନ୍ଦ୍ର ମାର୍ଣ୍ଡୀ ଙ୍କ ପତ୍ନୀ ଓ ଦୁଇ ଝିଅ। ବିଭାଗୀୟ ଅଧିକାରୀ @Food_Odisha ଙ୍କୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ। @DM_Mayurbhanj #FoodSecurity #Ration #Odisha
JJM, MAYURBHANJ tweet media
OR
13
39
46
387
Nihar ranjan Naik retweetledi
JJM, MAYURBHANJ
JJM, MAYURBHANJ@JjmMayurbhanj·
ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଉଦଳା ବ୍ଲକ ଅନ୍ତର୍ଗତ ଶ୍ରିଦାମଚନ୍ଦ୍ରପୁର ପଞ୍ଚାୟତର ଖଡ଼ିକାଶୋଳ ଗ୍ରାମର ବାସିନ୍ଦା ଯତ୍ନା ଭକ୍ତାଙ୍କ ପରିବାର। ବିଭାଗୀୟ ଅଧିକାରୀ @Food_Odisha ଙ୍କୁ ସମସ୍ୟାର ସମାଧାନ ପାଇଁ ବିନମ୍ର ଅନୁରୋଧ। @SFC_Odisha @BDO_Khunta #FoodSecurity #RationForAll #Odisha #SDGs
JJM, MAYURBHANJ tweet media
OR
5
20
34
523
Nihar ranjan Naik retweetledi
Argus News
Argus News@ArgusNews_in·
#SCBରେ_ଝିଅର_ଶବକୁ_ଧରି_ବୁଲିଲେ_ବାପାମା ଏସସିବିରେ ଝିଅର ଶବକୁ କାନ୍ଧେଇ ବୁଲିଲେ ବାପାମା ଭଦ୍ରକ ସାଵରଙ୍ଗ ଅଞ୍ଚଳର ଦମ୍ପତି ଝିଅର ମୃତଦେହ ଧରି ବୁଲିଲେ ନିଆଁ ଲାଗିବା ଘଟଣାରେ ଶ୍ବାସରୁଦ୍ଧ ହୋଇ ଝିଅର ମୃତ୍ୟୁ ଅଭିଯୋଗ ମୃତ୍ୟୁକୁ ଅଗ୍ନିକାଣ୍ଡଜନିତ ମୃତ୍ୟୁ ତାଲିକାରେ ସାମିଲ କରିବାକୁ ଦାବି ବିନା ପଞ୍ଜୀକରଣରେ କର୍ତ୍ତୃପକ୍ଷ ଓ ପୋଲିସ ଶବ ବ୍ୟବଚ୍ଛେଦ କରିଥିବା ଅଭିଯୋଗ ଦମ୍ପତିଙ୍କୁ ଜୋର ଜବରଦସ୍ତ ଘରକୁ ପଠାଇବାକୁ ବିରୋଧ #SCBMedicalFire #CuttackFireTragedy #Protest #Odisha #ArgusNews
OR
4
4
54
5.4K