Tarun Kumar Jena

7.3K posts

Tarun Kumar Jena

Tarun Kumar Jena

@tarunkumar94464

شامل ہوئے Kasım 2024
388 فالونگ159 فالوورز
Tarun Kumar Jena ری ٹویٹ کیا
Ramesh Meher
Ramesh Meher@RameshMeher_·
#ରେଢାଖୋଲ ବ୍ଲକ #ବଡ଼ମାଳ ପଞ୍ଚାୟତ ସଦର ମହକୁମା ମୁଖ୍ୟ ଛକ ହାଇମାଷ୍ଟ ଲାଇଟ୍ ଅଚଳ ଅଛି। ମରାମତି କରିବାକୁ ଅନୁରୋଧ। @CMO_Odisha @DmSambalpur @PRDeptOdisha @PSRairakhol
Ramesh Meher tweet media
OR
0
3
9
192
Tarun Kumar Jena ری ٹویٹ کیا
Barun Kumar Kanhar
Barun Kumar Kanhar@barun_kanhar·
#କନ୍ଧମାଳ_ଜିଲ୍ଲା,ଫିରିଙ୍ଗିଆ ବ୍ଲକ #ତଳଦଣ୍ଡିକିଆ_ପଞ୍ଚାୟତ,ପାଞ୍ଜାପଦର ସାହି ଏବଂ ବରେପାଙ୍ଗା ସାହିର ସୌର ପ୍ରକଳ୍ପ ଟିକୁ ଯଥାଶୀଘ୍ର ଚାଲୁ କରିବା ନିମନ୍ତେ @RWSS_Phulbani ମହୋଦୟଙ୍କୁ ବିନମ୍ର ଅନୁରୋଧ। @CMO_Odisha @SecyChief @PRDeptOdisha @DMKandhamal @ItdaPhulbani @RabiNaikBJP @PhiringiaP @MoRD_GoI
Barun Kumar Kanhar tweet media
OR
1
7
10
107
Tarun Kumar Jena
Tarun Kumar Jena@tarunkumar94464·
@RWSS_Balasore @RWSS_Odisha @BaliapalB @RabiNaikBJP ସାର୍ ଆପଣଙ୍କୁ ବିନମ୍ରର ଅନୁରୋଧ କରୁଛି ଦୟାକରି ଖବରକାଗଜ ପ୍ରକାଶିତ ଖବର ଉପରେ ଟିକିଏ ନଜର ଦିଅନ୍ତୁ ଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ କରନ୍ତୁ ସାର୍ 🙏🙏
Raju kumar Dalai 🇮🇳@Rajukuma1234

Respected @RabiNaikBJP @CMO_Odisha @SecyChief @pcsarangi @PRDeptOdisha @RWSS_Odisha @RWSS_Balasore @PravatiPOdisha @KVSinghDeo1 @DBalasore @mvsuryawanshi Sir Please investigate it and take needful action published on the daily odia newspaper.

OR
0
1
1
15
Tarun Kumar Jena
Tarun Kumar Jena@tarunkumar94464·
@DBalasore @mvsuryawanshi @CMO_Odisha @pcsarangi @SantoshKhatua6 @ @PRDeptOdisha @RWSS_Balasore @RWSS_Balasore @RabiNaikBJP ସାର୍ ଆପଣଙ୍କୁ ବିନମ୍ରର ଅନୁରୋଧ କରୁଛି ଦୟାକରି ଖବରକାଗଜ ରେ ପ୍ରକାଶିତ ହୋଇଥିବା ଖବର ଉପରେ ଟିକିଏ ନଜର ଦିଅନ୍ତୁ ଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ କରନ୍ତୁ ସାର୍ 🙏🙏
Tarun Kumar Jena tweet media
OR
1
3
5
78
Tarun Kumar Jena ری ٹویٹ کیا
Tarun Kumar Jena ری ٹویٹ کیا
Ramesh Meher
Ramesh Meher@RameshMeher_·
ସ୍ୱାମୀଙ୍କ ଜୀବନରକ୍ଷା ପାଇଁ ସ୍ତ୍ରୀଙ୍କୁ ଭିକ୍ଷାବୃତ୍ତିରେ ନିମଗ୍ନ ହେବାକୁ ପଡ଼ୁଥିବା ଦୃଶ୍ୟ ପ୍ରଶାସନିକ ବ୍ୟବସ୍ଥାର ଗଭୀର ବିଫଳତାକୁ ପ୍ରକାଶ କରୁଛି। ତେଣୁ, ସରକାର ତତ୍କାଳ ଆର୍ଥିକ ସହାୟତା ସହ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରି ମାନବିକ ଦାୟିତ୍ୱ ପୂରଣ କରନ୍ତୁ। @CMO_Odisha @SecyChief @MahalingMukesh @DmSambalpur
Ramesh Meher tweet media
OR
1
8
15
182
Tarun Kumar Jena ری ٹویٹ کیا
BIBEKANANDA PRADHAN
BIBEKANANDA PRADHAN@Bibekanand97933·
ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ବୁରକଟା ଗ୍ରାମର ଅମ୍ବରିଶ ମାଝୀଙ୍କ ଦୁଇ ବଖରା ଘର ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି,କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ @SRC_Odisha ଙ୍କୁ ବିନମ୍ର ଅନୁରୋଧ.@CMO_Odisha @dmboudh
BIBEKANANDA PRADHAN tweet media
OR
0
2
5
52
Jayanta Das
Jayanta Das@Jayanta39762978·
@CMO_Odisha @DBalasore @SSEPD2 @ssepd_baliapal @BaliapalB @dssobalasore ସାର ମୁଁ Jasudamani Jena At Bagada GP Jagatipur Block Baliapal Balasore ସାର ମୁଁ ଜଣେ ଅସହାୟ ବିଧବା ମହିଳା ସାର ମୋର ଭତା ତିନି ମାସ ର ପାଇଲି ନାହିଁ ମତେ ତୁରନ୍ତ ମୋର ଭତା ପ୍ରଦାନ କରାଗଲେ ମୁଁ ଚିର ଉପକୃତ ହେବି ସାର ଆପଣ ଙ୍କୁ ଅନୁରୋଧ
Jayanta Das tweet mediaJayanta Das tweet media
Jayanta Das tweet media
OR
2
2
3
90