CT Students

498 posts

CT Students banner
CT Students

CT Students

@ct_students

Nothing

Beigetreten Haziran 2022
38 Folgt383 Follower
CT Students retweetet
ଓଟିଭି
ଓଟିଭି@otvkhabar·
Singer Human Sagar Critical: ଭେଣ୍ଟିଲେଟର୍ ସପୋର୍ଟରେ ହ୍ୟୁମାନ ସାଗର; ଆଗାମୀ ସମୟ ଅତି ଗୁରୁତ୍ଵପୂର୍ଣ୍ଣ otvkhabar.in/entertainment/…
OR
9
2
30
3.6K
CT Students retweetet
Jyotiranjan Panda
Jyotiranjan Panda@JP5086·
@MohanMOdisha ନିର୍ବାଚନ ଏସ୍ତିହାରରେ ଯାହା ଲେଖିଥିଲେ କୁଆଡେ ଗଲା ? ସମାନ କାମକୁ ସମାନ ଦରମା କହି ମାତ୍ର 4900 ଦରମା ବଢ଼ାଇବା କଣ ଆପଣଙ୍କ ପ୍ରତିଶ୍ରୁତି ? ଶିକ୍ଷକଙ୍କ ଠୁ ଶ୍ରମିକଙ୍କ ପାରିଶ୍ରମିକ ଅଧିକା। ବାଃ ବାଃ ରେ ସରକାର 😃😃😃 @CMO_Odisha @NityanandaBJP @dpradhanbjp @narendramodi @PMOIndia
Jyotiranjan Panda tweet mediaJyotiranjan Panda tweet mediaJyotiranjan Panda tweet media
OR
55
381
124
1.8K
CT Students retweetet
Jyotiranjan Panda
Jyotiranjan Panda@JP5086·
ନିର୍ବାଚନ ପୂର୍ବରୁ ପ୍ରତିଶୃତି ମିଛ ଥିଲା ବୋଲି ନିଜେ ତୁମେ ହିଁ ପ୍ରମାଣ କରୁଛ ମୋହନ ସରକାର। ୧୧୧୦୦ ଟଙ୍କାରେ ଓଡ଼ିଶାରେ ଯଦି ଚଳିବାକୁ ଯଥେଷ୍ଟ ତେବେ ଅନ୍ୟ ଗ୍ରୁପ୍ C employees ଙ୍କୁ କାହିଁକି ନିୟମିତ କରାଯାଇଛି ? ଶିକ୍ଷକର ସମ୍ମାନ ରକ୍ଷାକର ନଚେତ୍ ନିଜ ସମ୍ମାନ ନିଜେ ହରେଇବ @MohanMOdisha @CMO_Odisha
Jyotiranjan Panda tweet mediaJyotiranjan Panda tweet mediaJyotiranjan Panda tweet media
OR
74
689
262
6.4K
CT Students retweetet
Rashmiranjan
Rashmiranjan@Rashmir77422459·
ସମ୍ମାନନୀୟ ମୁଖ୍ୟମନ୍ତ୍ରୀ @MohanMOdisha ମହୋଦୟ, ଜଣେ ହାଇସ୍କୁଲ ଶିକ୍ଷକ ଚାକିରୀରେ ଯୋଗ ଦେବା ଦିନରୁ ୫୫ ହଜାର ଦରମା । କିନ୍ତୁ ଜଣେ ପ୍ରାଥମିକ ଶିକ୍ଷକ ଚାକିରୀ ରେ ଯୋଗ ଦେଲେ ପାଇବେ ୧୧,୧୦୦ ଦରମା। ନିର୍ବାଚନ ପ୍ରତିଶ୍ରୁତି ରେ ଥିବା "ସମାନ କାମକୁ ସମାନ ଦରମା" କେବେ ହେବ?
Rashmiranjan tweet mediaRashmiranjan tweet media
OR
88
977
393
8.8K
CT Students retweetet
Jyotiranjan Panda
Jyotiranjan Panda@JP5086·
@MohanMOdisha ତୁମେ କୁଆଡେ 100 ଦିନ ଭିତରେ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରୁଥିଲ ? କୁଆଡେ ଗଲା ତୁମର ସମାନ କାମକୁ ସମାନ ଦରମା ପ୍ରତିଶ୍ରୁତି ? ରାଜ୍ୟରେ 16009 ଜଣ ଶିକ୍ଷକଙ୍କୁ ଠିକା ନିଯୁକ୍ତି ଦେବା ଟା କଣ ତୁମର ପ୍ରତିଶ୍ରୁତି ? ମାତ୍ର 11100 ଟଙ୍କାରେ ଖାଇବାକୁ ନ ପାଇଲା ଭଳି ଶିକ୍ଷକଙ୍କୁ ଖଟେଇବା କଣ ତୁମ ପ୍ରତିଶ୍ରୁତି ?
Jyotiranjan Panda tweet mediaJyotiranjan Panda tweet media
OR
30
407
128
1.6K
CT Students retweetet
Jyotiranjan Panda
Jyotiranjan Panda@JP5086·
ଠିକା ରୂପରେ ଶିକ୍ଷକ ନିଯୁକ୍ତି ଦଉଚ ଆଉ ସେଥିରେ ବୁଲି ବୁଲି ପ୍ରଚାର କରୁଚ। ଆଗରୁ ବିନା କାଗଜ ରେ କହୁଥିବା ମୁଖ୍ୟମନ୍ତ୍ରୀ ଏବେ କାଗଜରେ ବନ୍ଧା। ପ୍ରକୃତରେ ଆମେ କଣ ତୁମ ସାବତ ପୁଅ ଝିଅ ? କାମ କରିବୁ କିନ୍ତୁ ଦିନକ ଦରମା ଜଣେ ଶ୍ରମିକଠୁ କମ୍ ଧନ୍ୟ ରେ ତୁମ DOUBLE ENGINE #ABOLISH_CONTRACTUAL_SYASTEM #ଶିକ୍ଷକ_ଏକତା_ଜିନ୍ଦାବାଦ
Jyotiranjan Panda tweet media
OR
44
655
244
6.7K
CT Students retweetet
Jyotiranjan Panda
Jyotiranjan Panda@JP5086·
ଦିନ ଥିଲା କି ଏଇ ମୋହନ ବାବୁ ନିଜେ ପ୍ରାଥମିକ ଶିକ୍ଷକଙ୍କ ରେଗୁଲାର ପାଇଁ ଦାବି କରୁଥିଲେ କିନ୍ତୁ ଆଜି ନିଜେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାଥମିକ ଶିକ୍ଷକଙ୍କ ଦାବି କଳିଙ୍ଗ ଷ୍ଟାଡିୟମ୍ ରେ ଜଣେଇଲା ପରେ ମଧ୍ୟ ସଭାକୁ ହଠାତ୍ ଶେଷ କରି ଚାଲିଗଲେ। ପ୍ରକୃତରେ ପ୍ରାଥମିକ ଶିକ୍ଷକ ମାନେ କଣ ମାତ୍ର 11100 ର ହକଦାର ଯେଉଁମାନେ ଦେଶର ବିଶ୍ଵକର୍ମା
OR
88
812
649
52.3K
CT Students retweetet
Jyotiranjan Panda
Jyotiranjan Panda@JP5086·
ଡବଲ ଇଞ୍ଜିନ ସରକାର କୁଆଡେ ଡବଲ ବିକାଶ କରୁଥିଲା ? ଶିକ୍ଷକ ମାନେ କେତେ ଆଶାରେ ଆପଣଙ୍କ ଉପରେ ଭରଷା କରିଥିଲେ ହେଲେ ଆପଣମାନେ କଣ କଲେ ? ଗୋଟେ ଠିକା ନିଯୁକ୍ତି ପାଇଁ ଏତେବଡ଼ ନିଯୁକ୍ତି ସମାରୋହ ହେଲା କିନ୍ତୁ ଶିକ୍ଷକଙ୍କ ଦରମା 11100, କେତେ ହାସ୍ୟାସ୍ପଦ କଥା ଆପଣ ନିଜେ ବିଚାର କରନ୍ତୁ ମୋହନ ସରକାର !!! ସବୁ କେବଳ ପ୍ରହସନ ଆଉ କିଛି ନୁହଁ
Jyotiranjan Panda tweet media
OR
45
543
228
6.2K
CT Students retweetet
Jyotiranjan Panda
Jyotiranjan Panda@JP5086·
@MohanMOdisha @NityanandaBJP @dpradhanbjp @narendramodi ଆପଣ ଯେଉଁ ନିଯୁକ୍ତିରେ ଦିନେ Contractual system କୁ ବିରୋଧ କରୁଥିଲେ ଆଜି ନିଜେ ସେହି Contractual ରେ ନିଯୁକ୍ତି ଦେବାକୁ ଯାଉଛନ୍ତି। ଏତିକି ଅନୁରୋଧ ଏହି କଳା ପ୍ରଥା କୁ ଦୂର କରି ନିୟମିତ ନିଯୁକ୍ତି ଦିଅନ୍ତୁ ଯାହା ଆପଣଙ୍କ ଓଡ଼ିଆ ଅସ୍ମିତାର ପରିଚୟ ସୃଷ୍ଟି କରିବ।
Jyotiranjan Panda tweet mediaJyotiranjan Panda tweet mediaJyotiranjan Panda tweet media
OR
63
572
193
2.7K
CT Students retweetet
Niranjan Behera
Niranjan Behera@NiranjanBe57752·
@JP5086 @angul_dm @DBalasore @dm_jajpur @dm_jharsuguda @DmKalahandi @DMKandhamal @dmkendrapara @DistAdmKeonjhar @DMKhordha @dmkoraput @dm_malkangiri @DM_Mayurbhanj @DMnabarangpur @AdmnNayagarh @DM_Nuapada @dm_puri @DM_Rayagada @DmSambalpur @DM_Subarnapur @DMSundargarh @CuttackDM @CollectorBgr @dmboudh @DM_Gajapati @DMBargarh @DM_Bhadrak @Deogarhdistadmn @districtadmndkl @Ganjam_Admin @SubcollectorJ ସମସ୍ତ ଜିଲ୍ଲା ପରିଷଦ, କଲେକ୍ଟର ମହୋଦୟ ମାନଙ୍କୁ ଅନୁରୋଧ ଚୟନିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ alllocated school list ku approval ଦିଅନ୍ତୁ 🙏
OR
0
31
12
499
CT Students retweetet
Jyotirmaya Rout
Jyotirmaya Rout@Jyotirmayaroutt·
@JP5086 @angul_dm @DBalasore @dm_jajpur @dm_jharsuguda @DmKalahandi @DMKandhamal @dmkendrapara @DistAdmKeonjhar @DMKhordha @dmkoraput @dm_malkangiri @DM_Mayurbhanj @DMnabarangpur @AdmnNayagarh @DM_Nuapada @dm_puri @DM_Rayagada @DmSambalpur @DM_Subarnapur @DMSundargarh @CuttackDM @CollectorBgr @dmboudh @DM_Gajapati @DMBargarh @DM_Bhadrak @Deogarhdistadmn @districtadmndkl @Ganjam_Admin @SubcollectorJ ସମସ୍ତ ଜିଲ୍ଲା ପରିଷଦ, କଲେକ୍ଟର ମହୋଦୟ ମାନଙ୍କୁ ଅନୁରୋଧ ଚୟନିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ alllocated school list ku approval ଦିଅନ୍ତୁ 🙏
OR
0
23
10
306
CT Students retweetet
CT Students retweetet
CT Students retweetet
Pragnya Bharati
Pragnya Bharati@bharati_pr68478·
@JP5086 @angul_dm @DBalasore @dm_jajpur @dm_jharsuguda @DmKalahandi @DMKandhamal @dmkendrapara @DistAdmKeonjhar @DMKhordha @dmkoraput @dm_malkangiri @DM_Mayurbhanj @DMnabarangpur @AdmnNayagarh @DM_Nuapada @dm_puri @DM_Rayagada @DmSambalpur @DM_Subarnapur @DMSundargarh @CuttackDM @CollectorBgr @dmboudh @DM_Gajapati @DMBargarh @DM_Bhadrak @Deogarhdistadmn @districtadmndkl @Ganjam_Admin @SubcollectorJ ସମସ୍ତ ଜିଲ୍ଲା ପରିଷଦ, କଲେକ୍ଟର ମହୋଦୟ ମାନଙ୍କୁ ଅନୁରୋଧ ଚୟନିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ alllocated school list ku approval ଦିଅନ୍ତୁ 🙏
OR
0
36
11
919
CT Students retweetet
Priyanka sahu
Priyanka sahu@Priyankasa75938·
With respect to the Honorable CM, the 18,788 Junior Teacher (Schematic) who are going to be recruited, please appoint them on a regular basis. You said earlier as "Equal Work' Equal Pay". It is difficult to support a family on 11,100/- per month Sir @MohanMOdisha @NityanandaBJP
Priyanka sahu tweet mediaPriyanka sahu tweet mediaPriyanka sahu tweet media
English
91
924
300
6K