
ବଲାଙ୍ଗୀର: ବେଲପଡା ବ୍ଲକ ବାଗଦୋର ପଞ୍ଚାୟତ ଝାଙ୍କ୍ରିପାଲି ଗାଁ ର ଏକମାତ୍ର ପୋଖରୀ ତେତେଲ ମୁଣ୍ଡା ରେ ମାଟି କାମ ଅଭାବ ରୁ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ। ଦୟାକରି ପୋଖରୀ କାମ ଆରମ୍ଭ କରନ୍ତୁ। @MohanMOdisha @CollectorBgr @SDM_PATNAGARH @BBelpada @BapikumarSwain @zp_balangir @SecyChief @_anugarg





































