
@ogoef_official @GovernorOdisha @PrithivirajBJP @babusinghodisha @irasisacharya @sofiafirdous1 @RCKadamINC @CMO_Odisha @MohanMOdisha ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ଡେଲିୱେଜେସ ଆଉଟସୋର୍ସିଂ କର୍ମଚାରୀ ଙ୍କୁ ସମାନ ଏକକ ମୌଳିକ ସୁବିଧା ଦେବା ସହ ସମସ୍ତ ବର୍ଗର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ବିନମ୍ର ସହିତ ଅନୁରୋଧ। @MohanMOdisha @PrithivirajBJP @RabiNaikBJP
@OGOEFSambalpur
ସମ୍ବଲପୁର
OR


















