RWSS_BARGARH

272 posts

RWSS_BARGARH

RWSS_BARGARH

@RWSS_Bargarh

Katılım Aralık 2022
21 Takip Edilen269 Takipçiler
RWSS_BARGARH
RWSS_BARGARH@RWSS_Bargarh·
@CharubalaB @PRDeptOdisha @CMO_Odisha @DMBargarh Currently, no waterlogging is observed around the tube well. The shared video appears to be from the rainy season, where temporary waterlogging occurred due to nearby soil dumping for construction. The Sarpanch has been contacted for construction of a recharge pit.
RWSS_BARGARH tweet media
English
0
0
0
28
DEEPA BARIK
DEEPA BARIK@CharubalaB·
🚨 Urgent Attention Needed 🚨 ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଂସଡୋଳ ଗ୍ରାମରେ ନଳକୂପ ଚାରିପଟେ ମଇଳା ପାଣି ଜମା ହେବାରୁ ଲୋକେ ଅଶୁଦ୍ଧ ପାନୀୟ ଜଳ ବ୍ୟବହାର କରୁଛନ୍ତି। ଜଣ୍ଡିସ, ହଇଜା ଭଳି ରୋଗ ବ୍ୟାପିବାର ଆଶଙ୍କା ବଢ଼ୁଛି। ଦୟାକରି ଶୀଘ୍ର ବ୍ୟବସ୍ଥା ଗ୍ରହଣ କରନ୍ତୁ 🙏 @PRDeptOdisha @CMO_Odisha @DMBargarh @RWSS_Bargarh #PublicHealth #CleanWater #Odisha #Bargarh #Sanitation
OR
3
4
13
257
Binoj Kumar Kandher
Binoj Kumar Kandher@BKandher·
ବରଗଡ଼ ଜିଲ୍ଲା @bheden_block ରେମଣ୍ଡା ପଞ୍ଚାୟତ ନାଗପଡ଼ା ଗ୍ରାମର ଗଣ୍ଡାପଡ଼ା ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ ଫାଟି ପାଣି ବୋହୁଛି, ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ମରାମତି କରିବାକୁ ବିନମ୍ର ଅନୁରୋଧ @CMO_Odisha @SecyChief @_anugarg @MohanMOdisha @RWSS_Odisha @RWSS_Bargarh @PRDeptOdisha @DMBargarh
Binoj Kumar Kandher tweet mediaBinoj Kumar Kandher tweet mediaBinoj Kumar Kandher tweet media
OR
1
0
2
53
DEEPA BARIK
DEEPA BARIK@CharubalaB·
@SakalaNews ଖବରକାଗଜରେ ପ୍ରକାଶିତ ଝାରବନ୍ଧ ବ୍ଲକ ଅଡାପାଣି ଗ୍ରାମରେ ପାନୀୟଜଳ ସମସ୍ୟା ରହିଛି. ପାଣିଟାଙ୍କି ଥାଇ ମଧ୍ୟ ପାନୀୟଜଳ ଯୋଗାଣ ହେଉନାହିଁ. ତୁରନ୍ତ ପାନୀୟଜଳ ପ୍ରକଲ୍ପ କାର୍ଯ୍ୟକ୍ଷମ କରି ପାନୀୟଜଳ ଯୋଗାଇ ଦେବାକୁ @DMBargarh ଏବଂ @PRDeptOdisha ଙ୍କୁ ବିନମ୍ର ଅନୁରୋଧ.@CMO_Odisha @RWSS_Bargarh
DEEPA BARIK tweet media
OR
1
1
3
98