Zilla Parishad Jharsuguda

152 posts

Zilla Parishad Jharsuguda

Zilla Parishad Jharsuguda

@ZP_Jharsuguda

Zilla Parishad Jharsuguda, PR & DW Department Odisha

Near Collectorate Jharsuguda Katılım Mayıs 2021
7 Takip Edilen59 Takipçiler
Zilla Parishad Jharsuguda retweetledi
CMO Odisha
CMO Odisha@CMO_Odisha·
ରାଜ୍ୟର ଗୃହହୀନ ଓ ଅସହାୟ ପରିବାରଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାହା ଦେଖାଇ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆଜି ସଫଳତାର ଏକ ବର୍ଷ ଅତିକ୍ରମ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ମୋଟ ୧,୫୭,୯୩୬ ପରିବାର ଉପକୃତ ହୋଇଥିବା ବେଳେ ଏହି ସମସ୍ତ ପରିବାରଙ୍କୁ ନିଜସ୍ୱ ପକ୍କାଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭୨,୨୬୩ ପରିବାରଙ୍କ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଅନ୍ୟ ୮୫,୬୭୩ ଘରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ କ୍ଷତିଗ୍ରସ୍ତ, ଭିନ୍ନକ୍ଷମ, ସ୍ଥାନାନ୍ତରିତ ଏବଂ ଦୁରାରୋଗ୍ୟ ରୋଗଗ୍ରସ୍ତ ପରିବାରଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରି ଏହି ଯୋଜନା ସାମାଜିକ ଓ ଅର୍ଥନୈତିକ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏକ ସମୃଦ୍ଧ ଓଡ଼ିଶା ଗଠନ ସଂକଳ୍ପରେ ଏହି ଯୋଜନା ପ୍ରତିଟି ଗୃହହୀନଙ୍କ ମୁହଁରେ ହସ ଫୁଟାଇ ପାରିଛି। #OneYearOfAntyodaya
CMO Odisha tweet media
OR
7
43
115
4.3K
Zilla Parishad Jharsuguda
Zilla Parishad Jharsuguda@ZP_Jharsuguda·
A special drive was conducted in Zilla Parishad Office Jharsuguda to promote a Plastic-Free Workplace.Let us adopt eco-friendly practices for a better and cleaner environment. @PRDeptOdisha @CMO_Odisha
Zilla Parishad Jharsuguda tweet mediaZilla Parishad Jharsuguda tweet mediaZilla Parishad Jharsuguda tweet media
English
0
0
0
18
Zilla Parishad Jharsuguda
Zilla Parishad Jharsuguda@ZP_Jharsuguda·
Observance of Samvidhan Divas at ZP Jharsuguda on 26th Nov 2025, marking the historic adoption of the Indian Constitution on 26 November 1949. A moment to honor the values of justice, liberty, equality and fraternity that guide our democracy. @PRDeptOdisha @CMO_Odisha
Zilla Parishad Jharsuguda tweet mediaZilla Parishad Jharsuguda tweet mediaZilla Parishad Jharsuguda tweet mediaZilla Parishad Jharsuguda tweet media
English
0
1
2
103
Zilla Parishad Jharsuguda retweetledi
Panchayati Raj and Drinking Water Department
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ । ୧୯ ଅକ୍ଟୋବର ୨୦୨୫ । ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷ, ଲୋକସେବା ଭବନ youtube.com/live/B6CegFDhs… #AntyodayaGruhaJojana #GrampanchayatBhawan #Odisha #Panchayatiraj #PuccaHousingForAll #RuralHousingOdisha @CMO_Odisha @MohanMOdisha @RabiNaikBJP @SecyChief @mopr_goi @MoRD_GoI @IPR_Odisha
YouTube video
YouTube
OR
4
22
61
4K
Zilla Parishad Jharsuguda retweetledi
DFO, Jharsuguda
DFO, Jharsuguda@DFOJharsuguda·
Ek Ped Maa Ke Naam 2.0 at Jharsuguda district, as part of the 17th Sept Single Day Planting. Graced by Hon'ble MP Bargarh, Revenue Minister Suresh Pujari and MLA Jharsuguda Tankadhar Tripathy along with Collector, SP and DFO Jharsuguda and CEO Vedanta. @CMO_Odisha @PMOIndia @GaneshRamBJP @moefcc @ForestDeptt @pccfodisha @PCCFWL_Odisha @CAMPAODISHA @SecyChief @krushibibhag @PWD_Odisha @FdOdisha @OdishaSecretary @PRDeptOdisha @SMEOdisha @HFWOdisha @SSEPD2 @WCDOdisha @mission_shakti @DHE_Odisha @OdishaWater @PCDept_Odisha @homeodisha @sudarsansand @IPR_Odisha #EkPedMaaKeNaam #OdishaPlants75LakhTree #OdishaPlants4Mother
English
1
4
9
735
Zilla Parishad Jharsuguda retweetledi
Panchayati Raj and Drinking Water Department
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚଳିତ ସେପ୍ଟେମ୍ବର ୧୭ ତାରିଖରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ #SwacchBharatMission ଅନ୍ତର୍ଗତ ରାଜ୍ୟବ୍ୟାପୀ ପାଳନ ହେବାକୁ ଥିବା #SwachhataHiSeva2025 ର ପ୍ରାକ୍ ପ୍ରସ୍ତୁତି ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। @SecyChief ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଦିଶାନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ସମୀକ୍ଷା ବୈଠକରେ @PRDeptOdisha@HUDDeptOdisha ବିଭାଗର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସମେତ ସମସ୍ତ ୩୦ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। #SHS2025 #Swacchotsav #SwacchaOdishaSusthaOdisha
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
OR
5
21
86
3.1K
Zilla Parishad Jharsuguda retweetledi
Mohan Charan Majhi
Mohan Charan Majhi@MohanMOdisha·
ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।
OR
101
204
699
39.9K
Zilla Parishad Jharsuguda retweetledi
Panchayati Raj and Drinking Water Department
🌊 Amrit Sarovar 'Nuamunda' in Deogaon Block, #Balangir District, #Odisha isn't just a water body — it's a symbol of pride, resilience, and collective hope. Built under #MGNREGA, it stands as a shining example of what’s possible when community participation meets administrative will. #AmritSarovar #MGNREGA #Odisha #WaterConservation #RuralDevelopment #JanBhagidari #VikshitOdishaVikshitBharat
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet media
English
2
18
27
1.1K
Zilla Parishad Jharsuguda retweetledi
CMO Odisha
CMO Odisha@CMO_Odisha·
ରାଜ୍ୟ ସରକାର ସି.ଏମ୍-କିଷାନ୍ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କର ବୈଷୟିକ ସ୍ତରୀୟ ଉଚ୍ଚ ଶିକ୍ଷା ନିମନ୍ତେ "କୃଷି ବିଦ୍ୟା ନିଧି ଯୋଜନା" ନାମକ ଏକ ଛାତ୍ରବୃତ୍ତି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
CMO Odisha tweet media
OR
1
6
60
3.4K
Zilla Parishad Jharsuguda retweetledi
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଲଇକେରା ବ୍ଲକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ଉପଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଅଭିଯୋଗ ସମୂହର ଶୁଣାଣି କରାଯାଇ ତର୍ଜମା ପୂର୍ବକ ସମସ୍ୟା ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
1
1
34
778
Zilla Parishad Jharsuguda
Zilla Parishad Jharsuguda@ZP_Jharsuguda·
Mrs. Guha Poonam Tapas Kumar, IAS, Commissioner-cum-Secretary to Govt., Handloom, Textile & Handicrafts Deptt. Odisha reviewed different developmental activities of Jharsuguda district during her 3 days visit to Jharsuguda District. @PRDeptOdisha @CMO_Odisha
Zilla Parishad Jharsuguda tweet mediaZilla Parishad Jharsuguda tweet mediaZilla Parishad Jharsuguda tweet media
English
0
0
1
66
Zilla Parishad Jharsuguda retweetledi
Collector and DM, Jharsuguda
Collector and DM, Jharsuguda@dm_jharsuguda·
ମିଶନ ମୋଡରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ । ଏହି ମର୍ମରେ ୩୦୩ଜଣ ଡ୍ରପଆଉଟ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ଆସ ସ୍କୁଲ ଯିବା' ବୈଠକ ଅନୁଷ୍ଠିତ । ସେହିପରି ଜିଲ୍ଲାରେ 'ଆମ ହସ୍ପିଟାଲ' କାର୍ଯ୍ୟକ୍ରମ କିପରି ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରାଯିବ ତାର ରୂପରେଖ ପ୍ରସ୍ତୁତ କରାଯାଇଛି ।
Collector and DM, Jharsuguda tweet mediaCollector and DM, Jharsuguda tweet media
OR
1
6
88
2K
Zilla Parishad Jharsuguda retweetledi
Rabi Narayan Naik
Rabi Narayan Naik@RabiNaikBJP·
ଗତ ୧୩ ପାଳିରେ ମୋଟ ୧୨,୨୫୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯାହାରୁ ୧୦,୮୦୭ଟିର ସମାଧାନ କରାଯାଇଛି, ଯାହାର ସଫଳତା ହାର ୮୮% ଅଟେ। ଏହି ପ୍ରୟାସ ଲୋକଙ୍କ ଆଶା ପୂରଣ ଓ ସୁଶାସନ ପ୍ରତି ସରକାରଙ୍କ ପ୍ରତିଶ୍ରୁତିକୁ ପ୍ରକାଶ କରେ। #Grievance
OR
96
66
103
936
Zilla Parishad Jharsuguda retweetledi
Rabi Narayan Naik
Rabi Narayan Naik@RabiNaikBJP·
ଆଜି ରାଜଭବନର ଅଭିଷେକ ହଲଠାରେ ରାଜ୍ୟପାଳ @DrHariBabuK ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଜଳ ଜୀବନ ମିଶନ ଅଧୀନରେ ଗ୍ରାମୀଣ କ୍ଷେତ୍ରରେ ୧୦୦% ପାଇପ ଯୋଗେ ଜଳ ଯୋଗାଣ ଲକ୍ଷ୍ୟର ପ୍ରଗତିକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ପଞ୍ଚାୟତିରାଜ ସଂସ୍ଥାକୁ ସୁଦୃଢ଼ କରିବା ଓ ଗ୍ରାମୀଣ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ତଥା ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟ ସରକାର କିଭଳି ଭାବରେ ବିକଶିତ ଓଡ଼ିଶା ଗଠନରେ ବ୍ରତୀ ରହିଛନ୍ତି ସେ ବିଷୟରେ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଇଲିl
Rabi Narayan Naik tweet mediaRabi Narayan Naik tweet mediaRabi Narayan Naik tweet mediaRabi Narayan Naik tweet media
OR
3
19
56
1.3K