@M Smile 😊

29.2K posts

@M Smile 😊

@M Smile 😊

@MAHENDRAHANS2

Always Be Happy 😄😄😄

Katılım Şubat 2023
143 Takip Edilen38 Takipçiler
@M Smile 😊
@M Smile 😊@MAHENDRAHANS2·
@ogoef_official @GovernorOdisha @PrithivirajBJP @babusinghodisha @irasisacharya @sofiafirdous1 @RCKadamINC @CMO_Odisha @MohanMOdisha ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ଡେଲିୱେଜେସ ଆଉଟସୋର୍ସିଂ କର୍ମଚାରୀ ଙ୍କୁ ସମାନ ଏକକ ମୌଳିକ ସୁବିଧା ଦେବା ସହ ସମସ୍ତ ବର୍ଗର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ବିନମ୍ର ସହିତ ଅନୁରୋଧ। @MohanMOdisha @PrithivirajBJP @RabiNaikBJP @OGOEFSambalpur ସମ୍ବଲପୁର
OR
1
1
1
54
@M Smile 😊 retweetledi
Odisha Govt. Outsourcing Employees Federation.
📢 Justice for Odisha’s Outsourcing Employees! The hard-working outsourcing employees are the true backbone of Odisha’s public services. To achieve a "Bikashit Odisha," we must uphold the dignity of outsourced employees and ensure no employees is left behind. 📋 Our Urgent Demands: Reinstate all retrenched employees disengaged arbitrarily. Restore their livelihood and dignity! Extend benefits to SPA appointees unfairly treated as daily-wagers. Regularize services of outsourced employees and ensure long-term job security. 🙏 A Request to Hon'ble Chief Minister of Odisha We urge hon'ble CM @MohanMOdisha @CMO_Odisha to fulfill these promises and strengthen governance by protecting those who serve the state. Fair treatment is our right. @BIJAYMALLA @PravatChan87813 #Odisha #JusticeDelayed #OdishaOutsourcing #MohanMajhi #BikashitOdisha #EmployeesRights #OdishaNews #Bhubaneswar
Odisha Govt. Outsourcing Employees Federation. tweet media
English
302
233
355
2.5K
@M Smile 😊
@M Smile 😊@MAHENDRAHANS2·
@ogoef_official @GovernorOdisha @PrithivirajBJP @babusinghodisha @irasisacharya @sofiafirdous1 @RCKadamINC @CMO_Odisha @MohanMOdisha ଓଡ଼ିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ଏ ଅସହାୟ ଆଉଟସୋସିଂ କର୍ମଚାରୀ ଙ୍କୁ ନ୍ୟାୟ ଦେବେ ବୋଲି ସମସ୍ତ ଆଉଟସୋସିଂ କର୍ମଚାରୀ ଙ୍କ ଆଶା ଓ ବିଶ୍ବାସ ରହିଛି । @MohanMOdisha @BJP4Odisha @PrithivirajBJP @RabiNaikBJP @SecyChief @jnarayanmishra @ogoef Sambalpur ସମ୍ବଲପୁର
OR
0
2
2
94
@M Smile 😊
@M Smile 😊@MAHENDRAHANS2·
@ogoef_official @MohanMOdisha ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହ ଛଟେଇ ପ୍ରକ୍ରିୟା ବନ୍ଦ କରିବା ଡେଲିୱେଜେସ ଆଉଟସୋର୍ସିଂ କର୍ମଚାରୀ ଙ୍କୁ ସମାନ ଏକକ ମୌଳିକ ସୁବିଧା ଦେବା ସହ ସମସ୍ତ ବର୍ଗର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ବିନମ୍ର ସହିତ ଅନୁରୋଧ। @GovernorOdisha @MohanMOdisha @CMO_Odisha @irasisacharya @babusinghodisha
OR
0
0
2
52
@M Smile 😊 retweetledi
Odisha Govt. Outsourcing Employees Federation.
Thousands of lives are in limbo! 📢 The outsourced employees of Odisha earnestly request Hon'ble CM @MohanMOdisha to ✅ Fulfill the promise of regularizing services. ✅ Reinstate all retrenched employees. ✅ Provide a secure future for 70,000+ families. Our dedication deserves security, not uncertainty! ✊🏛️ @CMO_Odisha @PrithivirajBJP @babusinghodisha @irasisacharya @BIJAYMALLA @PravatChan87813 #JusticeForOutsourcedEmployees #MohanMajhi #RegularizationNow #Bhubaneswar #OdishaNews
Odisha Govt. Outsourcing Employees Federation. tweet media
English
171
207
312
2.1K
@M Smile 😊
@M Smile 😊@MAHENDRAHANS2·
@PReddySambalpur @MohanMOdisha @CMO_Odisha @babusinghodisha @irasisacharya @BJP4Odisha @PrithivirajBJP @MahalingMukesh @ANI @ogoef_official @OGOEFSambalpur @DCOOdisha @SampadSwainBJP @SecyChief @_anugarg @PravatiPOdisha @rdmodisha @dpradhanbjp @kanak_news ମାନ୍ୟବର ଆଇନ୍ ମନ୍ତ୍ରୀ @PrithivirajBJP ମହୋଦୟଙ୍କୁ ଅନୁରୋଧ ଆଉଟସୋର୍ସିଂ ଏବଂ ଡେଲି ୱେଜେସ୍ କର୍ମଚାରୀମାନଙ୍କୁ ତୃତୀୟ ପକ୍ଷ (Agency) ରୁ କାଢ଼ି ସ୍ଥାୟୀ ନିଯୁକ୍ତି କରନ୍ତୁ। ଏ ଅସହାୟ କର୍ମଚାରୀ ଏବଂ ତାଙ୍କ ପରିବାର କୁ ବଞ୍ଚାନ୍ତୁ 🙏🙏🙏 @CMO_Odisha @MohanMOdisha @PrithivirajBJP
OR
0
0
0
28
@M Smile 😊 retweetledi
@M Smile 😊 retweetledi
Sofia Firdous
Sofia Firdous@sofiafirdous1·
ବିଭିନ୍ନ ସମୟରେ ଆଉଟସୋର୍ସିଂ ଓ ଆଦର୍ଶ ବିଦ୍ୟାଳୟକୁ ନେଇ ଭିନ୍ନ ଭିନ୍ନ ସମସ୍ୟା ବାବଦରେ ସାଧାରଣ ଜନତାଙ୍କ ଅଭିଯୋଗ ହୋଇଆସୁଥିଲା। ଏହାକୁ ନେଇ ଗୃହରେ ଉପସ୍ଥାପନ କରିଥିଲି। ଯାହା ପରେ ଅଭିଯୋଗ ଉଠାଇଥିବା ଅଭିଯୋଗକାରୀମାନଙ୍କ ସହ ଭେଟିଥିଲି।
Sofia Firdous tweet mediaSofia Firdous tweet media
OR
6
34
311
4.2K
@M Smile 😊
@M Smile 😊@MAHENDRAHANS2·
@sofiafirdous1 We want justice for outsourcing employees and regularised all outsourcing employees in odisha 🙏🙏🙏
English
0
1
3
62
@M Smile 😊 retweetledi
Sofia Firdous
Sofia Firdous@sofiafirdous1·
ଓଡ଼ିଶାରେ ଆଉଟସୋର୍ସିଂ ଏକ ସ୍କାମ୍ ପାଲଟିଗଲାଣି।ଲୋକଙ୍କ ନିଯୁକ୍ତିରେ ସ୍ଥାୟୀ ରହୁନାହିଁ। ସରକାର ବହୁତ ଥର ଏହାର ସ୍ଥାୟୀ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ଦୃଷ୍ଟି ନ ଦିଆଯିବାରୁ ଦାୟିତ୍ୱରେ ଥିବା ଏଜେନ୍ସି ନିଜର ମନମାନୀ କରୁଛନ୍ତି। ଏହାକୁ ସରକାର ଗୁରୁତ୍ଵ ଦେବାକୁ ଗୃହରେ ଦାବି କରିଥିଲି। #outsourcing #equalpay #Odisha #barabaticuttack #SofiaFirdous
OR
107
133
305
3.6K
@M Smile 😊
@M Smile 😊@MAHENDRAHANS2·
@sofiafirdous1 ଆଉଟସୋର୍ସିଂ କର୍ମଚାରୀ ଙ୍କ ସମସ୍ୟା କୁ ଅତି ଗୁରୁତର ସହିତ ନେଇ ପବିତ୍ର ବିଧାନ ସଭା ଗୃହ ରେ ଉପସ୍ଥାପିତ କରି ଥିବାରୁ ସମ୍ବଲପୁର ଜିଲ୍ଲା ସଂଗଠନ ହଜାର ହଜାର କର୍ମଚାରୀ ଙ୍କ ତରଫରୁ ମାନନୀୟ ବାରବାଟି ବିଧାୟିକା @sofiafirdous1 ମହୋଦୟ ଙ୍କୁ ହୃଦୟରୁ ଧନ୍ୟବାଦ୍ ଓ ଶୁଭେଚ୍ଛା। ଜୟ ମା ସମଲେଇ 🙏 #wewantjustice #regularise
OR
0
1
2
33
@M Smile 😊
@M Smile 😊@MAHENDRAHANS2·
@dpradhanbjp @narendramodi ଓଡ଼ିଶାରେ ସରକାରି କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ଦୁଃଖ କେବେ ବୁଝିବେ #ଆମସରକାରଲୋକଙ୍କସରକାର ଗଠିତ ମନ୍ତ୍ରୀ ମଣ୍ତଳ କମିଟି କୁ ଗୋଟେ ମାସ ବଦଳରେ ଆଜିକୁ ୮ ମାସ ବିତି ଗଲାଣି ଆପଣ ଅଳ୍ପ ଧ୍ୟାନଦେଲେ ପ୍ରକୃତରେ ଅସହାୟ କର୍ମଚାରୀ ମାନେ ନ୍ୟାୟ ପାଇ ପାରନ୍ତେ 🙏
OR
0
0
0
6
@M Smile 😊 retweetledi
Dharmendra Pradhan
Dharmendra Pradhan@dpradhanbjp·
श्रमेव जयते! आज भारत ने ऐतिहासिक श्रम सुधारों के इस नए युग के साथ 'विकसित भारत' के संकल्प को एक नई गति दी है। आदरणीय प्रधानमंत्री श्री @narendramodi जी के दूरदर्शी नेतृत्व में लागू हुई चारों श्रम संहिताएँ हमारे श्रमिकों के अधिकार, सुरक्षा और सम्मान की गारंटी को अभूतपूर्व मजबूती प्रदान करेंगी। ये संहिताएँ न केवल श्रमिकों को अधिक सशक्त बनाती हैं, बल्कि रोजगार जगत में पारदर्शिता और सरलता का नया मानक स्थापित करती हैं, जिससे Ease-of-doing-business को बल मिलेगा। इन श्रम संहिताओं के लागू होने से सामाजिक सुरक्षा, समय पर वेतन और अधिक अवसर सुनिश्चित होंगे। यह कदम देश की उत्पादकता बढ़ाने, रोजगार सृजन को गति देने और भारत की अर्थव्यवस्था को भविष्य के लिए तैयार करने में महत्वपूर्ण भूमिका निभाएगा। इन दूरगामी सुधारों के साथ भारत का प्रत्येक श्रमिक, प्रत्येक उद्यम और प्रत्येक परिवार विकसित, सशक्त और आत्मनिर्भर राष्ट्र के निर्माण में नई ऊर्जा के साथ योगदान देगा। #श्रमेव_जयते #ShramevJayate
Dharmendra Pradhan tweet media
हिन्दी
30
93
301
7.2K
@M Smile 😊
@M Smile 😊@MAHENDRAHANS2·
@MohanMOdisha ଉଚ୍ଚଶିକ୍ଷିତ କର୍ମଚାରୀମାନେ ଆଉଟସୋର୍ସିଂ ପ୍ରଥାଭଳି କୁତ୍ସିତ ପ୍ରଥାରେ ବର୍ଷ ବର୍ଷ ଧରି କାର୍ଯ୍ଯକରି ସରକାରଙ୍କ ସମସ୍ତ ପ୍ରକାରର ଯୋଜନାକୁ ସଫଳ କରାଇ ରାଜ୍ଯକୁ ଭାରତବର୍ଷରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିଛନ୍ତି ସେହି ଅସହାୟ କର୍ମଚାରୀମାନଙ୍କୁ ସ୍ଥାୟୀ କରି ରାଜ୍ଯ ସରକାର ଏହି ଯୁବବର୍ଗଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେବାପାଇଁ ଅନୁରୋଧ🙏
OR
0
0
1
7
@M Smile 😊 retweetledi
Mohan Charan Majhi
Mohan Charan Majhi@MohanMOdisha·
ଯୁବଶକ୍ତିଙ୍କ ମଧ୍ୟରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜକଲ୍ୟାଣରେ ଉପଯୋଗ କରିବା ଉପରେ ଆମେ ପ୍ରାଧାନ୍ୟ ଦେଉଛୁ । ଆମ ସରକାର ଆସିବା ଦିନଠାରୁ ସରକାରୀ ସ୍ତରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଇ ୨୮୦୦୦+ ଜଣଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି ।
Mohan Charan Majhi tweet media
OR
155
97
216
7.5K
@M Smile 😊
@M Smile 😊@MAHENDRAHANS2·
@MohanMOdisha We want justice for outsourcing employees and regularized all outsourcing employees in odisha
English
0
0
1
27
Mohan Charan Majhi
Mohan Charan Majhi@MohanMOdisha·
ଆଜି ସମ୍ବଲପୁର ଗସ୍ତ ସମୟରେ ଜମାଦାରପାଲିଠାରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ। ଆପଣମାନଙ୍କ ଭଲପାଇବା ଓ ସ୍ନେହ ପାଖରେ ମୁଁ କୃତଜ୍ଞ । ଜୁହାର୍🙏
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
98
68
307
8.5K