


Subhashree Tudu
871 posts

@subhashree_OAS
🙏OAS-A(JB) DR-2020.First in my family to become a civil servant. ||MSc. Agricultural Economics ||OUAT,COA,Bbsr.















ବାଲେଶ୍ଵର ଜିଲ୍ଲା ଅଧିନ ବାହାନଗା ବ୍ଲକ ଅଧିନସ୍ଥ ଗ୍ରାପ : / ଗ୍ରାମ - ପଥରପେଣ୍ଠ ର ଉମେଶ ସାହୁଙ୍କର ୨୦୨୩ ମସିହାରୁ ଫୁସଫୁସ ନଷ୍ଟ ହୋଇଯିବାରୁ ୨ ବର୍ଷ ହେଲା ୨୪×୭ ଘଣ୍ଟା ମୁହଁରେ ଅକ୍ସିଜେନ ଦେଇ ବିଛଣାରେ ପଡି ରହୁଛନ୍ତି | ଦିବ୍ୟାଙ୍ଗ ପ୍ରମାଣ ପତ୍ର ନଥିବାରୁ ଭତ୍ତା ରୁ ବଞ୍ଚିତ | (1/3) @CMO_Odisha @MahalingMukesh @DBalasore





























ମା'ଙ୍କ ଧୈର୍ଯ୍ୟ ଏବଂ ତାଙ୍କ ସାହସକୁ ସଲାମ୍, ଚିକିତ୍ସା ପାଇଁ ସ୍ବାମୀଙ୍କୁ ନେଇ ସୁଦୂର ଦେବଗଡ଼ ଜିଲ୍ଲାରୁ ଆସି ପହଞ୍ଚିଥିଲେ କଟକ ଏସସିବି ମେଡିକାଲ ରେ ସାଥିରେ କୁନି ପୁଅକୁ ଧରି, ଅନେକ ଦିନ ଚିକିତ୍ସା ପରେ ସ୍ଵାମୀ ହସ୍ପିଟାଲରେ ମୃତ୍ୟୁ ବରଣ କଲେ, ବନ୍ଧୁ ବାନ୍ଧବ ସହଯୋଗ କରିବାକୁ ମନା କରିବା ପରେ ସ୍ଵେଚ୍ଛାସେବୀଙ୍କ ସହଯୋଗ କ୍ରମେ ନିକଟସ୍ଥ ଶ୍ମଶାନରେ ତାଙ୍କ ସ୍ଵାମୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା , ଜୁଇରେ ନିଆଁ ଦେଇ ଛାତିକୁ ପଥର କରି ଏକ ମୁହାଁ ହୋଇ ପୁଅକୁ ଧରି ଫେରୁଥିବାର ଏ ଦୃଶ୍ୟ ଖୁବ୍ ହୃଦୟ ବିଦାରକ କିନ୍ତୁ ସବୁ ପରେ ତାଙ୍କ ପଥର ହୃଦୟ ଭିତରେ ଭରି ରହିଥିବା ଅସୀମ ଧୈର୍ଯ୍ୟ ସାହସକୁ ସଭିଏଁ ଅନୁଭବ କରିପାରିବେ ନିଶ୍ଚିତ ନାରୀ ନୁହଁ ସେ #ନାରାୟଣୀ 🙏🙏🙏 #ନାରୀ_ନୁହେଁସେ_ଜିଅନ୍ତା_ଦେବୀ #ନମସ୍ଯା 🙏