DSSO,PURI

90 posts

DSSO,PURI

DSSO,PURI

@DssoPuri

Official tweeter account of District Social Security Office, Puri.

เข้าร่วม Haziran 2021
51 กำลังติดตาม902 ผู้ติดตาม
R T I (s m) 🙏✊😆
R T I (s m) 🙏✊😆@Santosh15691218·
ସ୍ଵାମୀ ଗୁଣମଣୀ ପୁରୀ municipality ରୁ ପେନସନ ପାଉଥିବା ବେଳେ ସ୍ତ୍ରୀ ସୁନାମଣି ଆଧାର ନମ୍ୱର 9889095546832 କିଭଳି ବାର୍ଦ୍ଧକ୍ୟ ଭତ୍ତା ଗୋପ ବ୍ଲକରୁ ପାଉଛନ୍ତି # ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ପେନସନ ଦେବା ପୂର୍ବରୁ @SSEPD2 @DssoPuri @HUDDeptOdisha ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ ..
R T I (s m) 🙏✊😆@Santosh15691218

ଗୁଣମଣି ସେଠୀ (ପେନସନଭୋଗୀ -ପୁରୀ ମୁନିସପାଲିଟ) ଙ୍କ ମୃତ୍ୟୁପରେ service Book ଅନୁଯାୟୀ ପେନସନ ପ୍ରସ୍ତୁତ ପୂର୍ବରୁ ସ୍ତ୍ରୀଙ୍କ ଆଧାର ଶଙ୍ଖା= 9889 9554 6832 ପୁରୀ ଜିଲ୍ଲାର କେଉଁ ବ୍ଲକରୁ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ତାହା ଉପରେ ତଦନ୍ତ କରାଯାଇ ପେନସନ ପ୍ରଦାନ ଉପରେ @HUDDeptOdisha @puriulb ଙ୍କୁ ଦୃଷ୍ଟିଦେବାକୁ ଅନୁରୋଧ 🙏

OR
1
2
1
231
DSSO,PURI
DSSO,PURI@DssoPuri·
the e-rickshaws were handed over to the selected beneficiaries by the Hon'ble Deputy Chief Minister of Odisha.
DSSO,PURI tweet mediaDSSO,PURI tweet mediaDSSO,PURI tweet mediaDSSO,PURI tweet media
English
2
1
4
463
ସେବକ ଜୀବନ
ସେବକ ଜୀବନ@secretaryJeeba2·
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶାଇଁସଶାସନ ଗ୍ରାମ ପଞ୍ଚାୟତ ତୋରିହାବନ୍ଧ ଗ୍ରାମ ର ଗୋପାଳ ସ୍ଵାଇଁ ୮୦% ଭିନ୍ନକ୍ଷମ ଅଟନ୍ତି, ତାଙ୍କର ଭତ୍ତା ଯଥାଶିଘ୍ର ଅନୁମୋଦିତ କରିବା ପାଇଁ ସରକାରଙ୍କୁ ଅନୁରୋଧ @SSEPD2 @BPSethi @CMO_Odisha @MohanMOdisha @IPR_Odisha @dm_puri @DssoPuri @BNimapada @PNimapada
ସେବକ ଜୀବନ tweet mediaସେବକ ଜୀବନ tweet mediaସେବକ ଜୀବନ tweet mediaସେବକ ଜୀବନ tweet media
OR
7
3
6
223
DSSO,PURI
DSSO,PURI@DssoPuri·
@e68676 @SSEPD2 @BPSethi She has been sanctioned on the basis of her disability certificate till the validity of her certificate..
DSSO,PURI tweet media
English
0
0
0
113
Chinmaya kumar swain
Chinmaya kumar swain@Chinmaya4Odisha·
@amiyaranjanNpfc @CMO_Odisha @SecyChief @MohanMOdisha @SSEPD2 @NityanandaBJP @BPSethi @DssoPuri @dm_puri @sidd_swain @PRDeptOdisha @AstarangaP @TeamATAofficial @OfficialTeamATA ସେ ମାଉସୀଙ୍କୁ 81 ବର୍ଷ ହେଇଗଲା ଆଉ କଣ ମଲା ପରେ ପ୍ରଶାସନର ନିଦ ଭାଙ୍ଗିବ! ଟ୍ୱିଟର ମାଧ୍ୟମରେ ଅବଗତ କରାଗଲା ତଥାବି ଚୁପ.ନା ଏହାରି ଭିତରେ କିଛି କେଲେଙ୍କାରୀ ରହୁଛି ଯେଉଁଥି ପାଇଁ ସ୍ଥାନୀୟ ଯନ୍ତ୍ରୀ ଚୁପ ବସିଛନ୍ତି.ଯଦି ଖୁବଶ୍ରୀଘ୍ର ଏହାର ସମାଧାନ କରାନଗଲା ତେବେ ସେ ମାଉସୀଙ୍କୁ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋପ କରିବୁ.
OR
1
0
1
93
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
ଆଧାର କାର୍ଡ ନଥିବାରୁ ୩ବର୍ଷ ହେବ ବିଧବା ବୃଦ୍ଧାଙ୍କ ଭତ୍ତା ବନ୍ଦ !! ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଆଳସାହି ଗ୍ରାମ ପଞ୍ଚାୟତ ଅଧୀନ ଅସନ ଗାଁର ବିଧବା ମହିଳା ବିଦୁଲତା ରାଉତ (୮୧),ଗୋଡ଼ ଅଚଳ, ପ୍ରଥମେ ଭୋଟର କାର୍ଡ ଦ୍ଵାରା ବିଧବା ଭତ୍ତା ମିଳୁଥିଲା,ଆଧାର କାର୍ଡ ନଥିବାରୁ ୩ବର୍ଷରୁ ଉର୍ଦ୍ଧ୍ବ ହେବ ଭତ୍ତା ବନ୍ଦ ହୋଇଯାଇଛି,ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗୁହାରି ଶୁଣୁନି ସ୍ଥାନୀୟ ପ୍ରଶାସନ,ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ @CMO_Odisha/@MohanMOdisha ମହୋଦୟଙ୍କୁ ବିନମ୍ର ଅନୁରୋଧ....🙏 @SecyChief @PRDeptOdisha @RabiNaikBJP @lohanisk1 @SSEPD2 @BPSethi @NityanandaBJP @dm_puri @sidd_swain @DssoPuri @AstarangaP @btushar02
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media
OR
25
23
52
3K
ସେବକ ଜୀବନ
ସେବକ ଜୀବନ@secretaryJeeba2·
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶାଇଁସଶାସନ ଗ୍ରାମ ପଞ୍ଚାୟତ ରେ ଅଗଷ୍ଟ ମାସର ଭତ୍ତା ଏ ପର୍ଯ୍ୟନ୍ତ ଦିଆଯାଇନାହିଁ ଯଥାଶିଘ୍ର ଭତ୍ତା ଦିଆଯାଉ ଓ ଯେଉଁ ମାସର ଭତ୍ତା ସେହି ମାସର ୧୫ ତାରିଖ ଭିତରେ ଦିଆଯାଉ ଯାହା ଫଳରେ ସାଧାରଣ ଲୋକ ଉପକାର ପାଇବେ @BPSethi @SSEPD2 @NityanandaBJP @CMO_Odisha @GMohapatraBjp @MohanMOdisha
ସେବକ ଜୀବନ tweet mediaସେବକ ଜୀବନ tweet media
OR
5
3
12
670
Sangram Nayak
Sangram Nayak@Sangram98155751·
ପୁରୀ ଜିଲ୍ଲା ନିମାପଡ଼ାର ସଲଙ୍ଗ GPର ଓଢୁଆଳ ଗ୍ରାମର ୰ତୋଫାନ ଭୋଇଙ୍କ ମୃତ୍ୟୁ ବରଣ ପରେ ଝିଅ ଲଷ୍ମୀପ୍ରିୟ ଭୋଇ ଏହିଥର 10th ଉତ୍ତୀର୍ଣ୍ଣ ହେବା ପରେ ଯୁକ୍ତ 2 ନାମ ଲେଖା ପାଇଁ ଅର୍ଥ ସାଜିଛି ବାଧକ ପରିବାର କହିଲେ 3ପିଲା ଏବଂ ମା ମୂଲ ମଜୁରୀ ଲାଗି ଘର ଚଳାନ୍ତି @PravatiPOdisha @CMO_Odisha @dm_puri
Sangram Nayak tweet mediaSangram Nayak tweet mediaSangram Nayak tweet mediaSangram Nayak tweet media
OR
16
31
95
10.6K
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
#କିଏ_ଖାଇଗଲା_ଭତ୍ତା_ଟଙ୍କା ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତିଙ୍କୁ କିଏ କରିଛି ପ୍ରତାରଣା,୧୮ ମାସ ହେଲା ମିଳୁନି ଭତ୍ତା ଟଙ୍କା !! #Puri #Gop #Odisha Respected @SSEPD2/@BPSethi Sir Please do a proper inquiry into this matter and take necessary action.@CMO_Odisha @SecyChief @PRDeptOdisha @NityanandaBJP @DssoPuri @dm_puri @PravatiPOdisha @block_gop @MohanMOdisha Source:-@kanak_news
7
9
41
817
DSSO,PURI
DSSO,PURI@DssoPuri·
@CharanaPuja123 @SSEPD2 @BPSethi @dm_puri Application has already been forwarded to SSSO,the pension will be sanctioned on the priority basis against the subsequent death vacancy of the concerned block..
English
0
0
0
97
ଚରଣ ପୂଜାରୀ
ଚରଣ ପୂଜାରୀ@CharanaPuja123·
ଭତ୍ତା ଗୁଡିକ osss ନିକଟ ରେ ପଡି ରହିଛି କିନ୍ତୁ @SSEPD2 @BPSethi sir କେବଳ NOTED ଲେଖି ନିଜର କାର୍ଯ୍ୟକ୍ରମ ସରି ବସି ଯାଉଛନ୍ତି ଭତ୍ତା ଗୁଡିକ ଯେଉଁ ସ୍ଥିତି ରେ ଥିଲା ସେମିତି ରହିଛି @DssoPuri @dm_puri ତୁରନ୍ତ ଦ୍ରୁଷ୍ଟି ଦେଇ ଭତ୍ତା ଗୁଡିକ ହିତାଧିକାରୀ ଙ୍କୁ ତୁରନ୍ତ ବଣ୍ଟନ କରିବା ପାଇଁ ଅନୁରୋଧ
Mukesh Dalai🇮🇳(ମୁକେଶ ଦଳାଇ)@MukeshDalai2

#ବାରମ୍ବାର_ଆବେଦନ_ସତ୍ବେ_ମିଳିପାରୁନି_ବାର୍ଧକ୍ୟbhଭତ୍ତା #ପୁରୀଜିଲ୍ଲା #ଅସ୍ତରଙ୍ଗବ୍ଲକ #ନୂଆଗଡଗ୍ରାମପଞ୍ଚାୟତ ର କୁନ ସାହୁ,ସର୍ବେଶ୍ୱର ବରାଳ,ଅନିରୁଦ୍ଧ କାଣ୍ଡି ଙ୍କୁ ଭତ୍ତା ତୁରନ୍ତ ପ୍ରଦାନ କରିବା ପାଇଁ ବିନମ୍ର ଅନୁରୋଧ @NityanandaBJP @SSEPD2 @BPSethi @DssoPuri @dm_puri @CMO_Odisha @MohanMOdisha @SecyChief

OR
1
1
4
181
DSSO,PURI
DSSO,PURI@DssoPuri·
Arrangements have been made for PwDs/Senior Citizen in Rath Yatra for smooth darshan of Lords.
DSSO,PURI tweet mediaDSSO,PURI tweet mediaDSSO,PURI tweet mediaDSSO,PURI tweet media
English
1
2
13
757
DSSO,PURI
DSSO,PURI@DssoPuri·
Distribution of Tri-Scooty to the Locomotor Disability beneficiaries out of MP LAD.
DSSO,PURI tweet media
English
0
1
8
586
DSSO,PURI
DSSO,PURI@DssoPuri·
Distribution of Hearing Aids to hearing impaired beneficiaries.
DSSO,PURI tweet mediaDSSO,PURI tweet media
English
0
0
11
515
Santosh Kumar Nayak
Santosh Kumar Nayak@Santosh88512716·
ଗୋପ ବ୍ଲକ ବିରତୁଙ୍ଗ ଜିପିର ଗଡ଼ କରମଳା ଗାଁର ରମେଶ ପାତ୍ର ବୟସ (୬୬) ବାର୍ଦ୍ଧକ୍ୟ ଭତ୍ତା ଆବେଦନ ପତ୍ରଟି ଵ୍କକ BSS0 ମହୋଦୟ ଙ୍କ ନିକଟରେ ରହିଅଛି । ସମ୍ମାନୀୟ @BPSethi ମହୋଦୟ 🙏 ଦୃଷ୍ଟି ଗୋଚର ନେବାପାଇଁ ଅନୁରୋଧ । @Puri_Official @DssoPuri @block_gop @OfficialTeamATA @SSEPD2 🙏
Santosh Kumar Nayak tweet mediaSantosh Kumar Nayak tweet mediaSantosh Kumar Nayak tweet mediaSantosh Kumar Nayak tweet media
OR
2
5
9
299
Santosh Kumar Nayak
Santosh Kumar Nayak@Santosh88512716·
ଗୋପ ବ୍ଲକ ଅଣ୍ଢରା ଇଚ୍ଛାପୁର ଜିପି ର ଵେଣିପୁର ଗ୍ରାମର ଗରିବ ଗୁଣନିଧି ମୁଦୁଲି ଙ୍କର ବାର୍ଦ୍ଧକ୍ୟ ଭତ୍ତା ଆଵେଦେନ ପତ୍ରଟି SS0 ମହୋଦୟ ଙ୍କ ନିକଟରେ ରହିଅଛି । ଦୃଷ୍ଟି ଗୋଚର ନେବାପାଇଁ @SSEPD2 @Puri_Official @OfficialTeamATA @DssoPuri @block_gop @BPSethi sir 🙏 ଙ୍କୁ ଅନୁରୋଧ।
Santosh Kumar Nayak tweet mediaSantosh Kumar Nayak tweet mediaSantosh Kumar Nayak tweet mediaSantosh Kumar Nayak tweet media
OR
2
3
9
247
Santosh Kumar Nayak
Santosh Kumar Nayak@Santosh88512716·
Tweet କରି ଅବଗତ କରିବା ୨ମାସ ୨୬ ଦିନ ବିତିଲାଣି ଗୋପ ବ୍ଲକ ଅଣ୍ଢରା ଇଚ୍ଛାପୁର ଜିପି ର ତରଡାପଡା ଗାଁ ର ଗରିଵ ମଞ୍ଜୁଲତା ବେହେରା ଙ୍କର ବିଧବା ଭତ୍ତା ଆବେଦନ ପତ୍ରଟି ଗୋପ ବ୍ଲକ BSS0 ମହୋଦୟ ଙ୍କ ନିକଟରେ ରହିଅଛି। ଦୃଷ୍ଟି ଗୋଚର ନେବାପାଇଁ @BPSethi ମହୋଦୟ 🙏 ଙ୍କୁ ଅନୁରୋଧ @SSEPD2 @DssoPuri @Puri_Official @block_gop 🙏
Santosh Kumar Nayak tweet mediaSantosh Kumar Nayak tweet mediaSantosh Kumar Nayak tweet mediaSantosh Kumar Nayak tweet media
OR
4
6
14
676
common voice of every people's 🙏
ପୁରୀ ସଦର ବ୍ଲକ ର କାଶୀହରିପୁର ଗ୍ରା:ପ ର ସିରେଇକୋଣାପାଟଣା ଗ୍ରାମ ର ସୁରେନ୍ଦ୍ର ଜେନା ବୟସ ( ୬୨ ) ବାର୍ଦ୍ଧକ୍ୟ ଭତ୍ତା ଆବେଦନ ପତ୍ରଟି ସଦର ଵ୍କକ ବିଡ଼ିଓ ଙ୍କ ନିକଟରେ ରହିଅଛି । ଦୃଷ୍ଟି ଗୋଚର ନେବାପାଇଁ @PradeepJenaIAS @SSEPD2 @BPSethi @OfficialTeamATA @block_puri @DssoPuri @dm_puri sir 🙏 ଙ୍କୁ ଅନୁରୋଧ ।
common voice of every people's 🙏 tweet media
OR
11
8
20
830
Santosh Kumar Nayak
Santosh Kumar Nayak@Santosh88512716·
ପୁରୀ ସଦର ବ୍ଲକ ର ବାଲିପୁଟ ଜିପିର ସାନପଲି ଗାଁ ର ସୁନାମଣୀ ମହାରଣା ବୟସ ( ୬୨ ) ବାର୍ଦ୍ଧକ୍ୟ ଭତ୍ତା ଆବେଦନ ପତ୍ରଟି ସଦର ଵ୍କକ ବିଡ଼ିଓ ଙ୍କ ନିକଟରେ ରହିଅଛି । ଦୃଷ୍ଟି ଗୋଚର ନେବାପାଇଁ @SSEPD2 @BPSethi @OfficialTeamATA @block_puri @DssoPuri @dm_puri sir 🙏 ଙ୍କୁ ଅନୁରୋଧ ।
Santosh Kumar Nayak tweet mediaSantosh Kumar Nayak tweet mediaSantosh Kumar Nayak tweet media
OR
3
11
14
715
ସେବକ ଜୀବନ
ସେବକ ଜୀବନ@secretaryJeeba2·
ବିମଳା ଦେଇ ଜଣେ ଅସହାୟ ଲୋକ ତାଙ୍କୁ ୧୦ ମାସ ହେଲା ଭତ୍ତା ଦିଆଯାଇ ନାହିଁ, ଶାଇଁସ ଶାସନ ଗ୍ରା. ପ ର PEO ତାଙ୍କୁ ବାରମ୍ଵାର ହାଇରାଣ କରୁଛନ୍ତି , ତେଣୁ ତାଙ୍କୁ ଭତ୍ତା ଯଥାଶିଘ୍ର ଦିଆଯାଉ, PURI DISTRICT NIMPADA BLOCK sainsasana GP @SSEPD2 @BPSethi @DssoPuri @Nimapara_Nac @Puri_Official @Vkpandianfancl1
ସେବକ ଜୀବନ tweet mediaସେବକ ଜୀବନ tweet mediaସେବକ ଜୀବନ tweet media
OR
10
10
18
825
DSSO,PURI
DSSO,PURI@DssoPuri·
Celebration of International Wheel Chair Day 2024
DSSO,PURI tweet mediaDSSO,PURI tweet mediaDSSO,PURI tweet mediaDSSO,PURI tweet media
English
5
0
7
668