DM KALAHANDI

2.6K posts

DM KALAHANDI banner
DM KALAHANDI

DM KALAHANDI

@DmKalahandi

Office of the Collector and District Magistrate, Kalahandi

Bhawanipatna Odisha Katılım Haziran 2017
200 Takip Edilen15.4K Takipçiler
DM KALAHANDI retweetledi
Chief Electoral Officer, Odisha
୧୮ ବର୍ଷ ପୂରା ହେଲା କି? ଏବେ ସମୟ ଆପଣଙ୍କର ନାଗରିକ ଦାୟିତ୍ୱର ପ୍ରଥମ ପଦକ୍ଷେପ ନେବାର — ନୂତନ ଭୋଟର ହେବା ପାଇଁ ପଞ୍ଜୀକରଣ କରନ୍ତୁ। ଆପଣ voters.eci.gov.in ୱେବସାଇଟ୍ କିମ୍ବା ECINET App ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ✅ ଫର୍ମ ୬ ପୂରଣ କରନ୍ତୁ ✅ ମତଦାତା ସୂଚୀରେ ନିଜ ନାମ ସମ୍ମିଳିତ କରନ୍ତୁ ✅ ଜଣେ ଗର୍ବିତ ଓ ସଚେତନ ଭୋଟର ହୁଅନ୍ତୁ ଆପଣଙ୍କର ଭୋଟ — ଆପଣଙ୍କର ଶକ୍ତି। #Form6 #VoterRegistration #ECI #CEOOdisha
Chief Electoral Officer, Odisha tweet media
OR
0
7
21
517
DM KALAHANDI retweetledi
Chief Electoral Officer, Odisha
ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହେଲେ କି? ଭୋଟର ବିବରଣୀରେ କିଛି ତ୍ରୁଟି ଅଛି କି? ନୂତନ EPIC ଆବଶ୍ୟକ କି? ସମସ୍ତ ସମାଧାନ ଏକାଠି—ଫର୍ମ ୮ ରେ ✔ ଠିକଣା ଅଦ୍ୟତନ କରନ୍ତୁ ✔ ବିବରଣୀ ସଂଶୋଧନ କରନ୍ତୁ ✔ EPIC ପରିବର୍ତ୍ତନ କରନ୍ତୁ ✔ PwD ସ୍ଥିତି ଚିହ୍ନିତ କରନ୍ତୁ voter.eci.gov.in କିମ୍ବା ECINET ଆପ୍‌ରେ ଏବେ ଆବେଦନ କରନ୍ତୁ। ଆବଶ୍ୟକ ଡକ୍ୟୁମେଣ୍ଟ ସଂଲଗ୍ନ କରିବାକୁ ଭୁଲିବେ ନାହିଁ। #ECI #Form8 #CEOOdisha
Chief Electoral Officer, Odisha tweet media
OR
2
19
50
2.5K
DM KALAHANDI
DM KALAHANDI@DmKalahandi·
Today Cardiac Screening Camp was held at DEIC, DHH under RBSK Kalahandi. A total of 72 children (51 New and 21 follow up) referred by the mobile health team were screened and out of them 25 were advised for immediate surgical treatment. @HFWOdisha
DM KALAHANDI tweet mediaDM KALAHANDI tweet mediaDM KALAHANDI tweet mediaDM KALAHANDI tweet media
English
0
2
12
670
Raj Singh Deo
Raj Singh Deo@Rajsinghdeo·
@DmKalahandi @BDO_Thrampur @CMO_Odisha @PRDeptOdisha A grievance was filed on Jana Sunani App regarding the defunct HighMast Lights installed from MPLADS(2014-2019) At Karlapat Durga mandap chowk and non-functional for few years now, despite numerous complaints. Pls look into it.
Raj Singh Deo tweet mediaRaj Singh Deo tweet media
English
2
1
0
256
Devotee of Lord SriRam
Devotee of Lord SriRam@Socialworker022·
ବୃଦ୍ଧ ଦମ୍ପତି ଥବିର ପୁଝାରୀ ଓ ତାଙ୍କ ସହଧର୍ମିଣୀ ବୃନ୍ଦା ଙ୍କୁ ଆବାସ ଯୋଜନାରେ ପକ୍କା ଘର, ଭତ୍ତା ଓ ଘରେ ଯଥାଶୀଘ୍ର ବିଜୁଳି ସଂଯୋଗ ପାଇଁ ପଦକ୍ଷେପ ନେବାକୁ ମାନନୀୟ @DmKalahandi ଙ୍କୁ ଅନୁରୋଧ । @BDOJAIPATNA @PRDeptOdisha @SSEPD2 @RabiNaikBJP @NityanandaBJP @MohanMOdisha @CMO_Odisha @PragativadiNews
Devotee of Lord SriRam tweet media
OR
2
0
0
155
Miss_Panda
Miss_Panda@Panda_Mis75190·
#ସାର୍‌_ନାହାନ୍ତି_ବୋଲି_ଚାବି_ପକାଇଲେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା । କଳାହାଣ୍ଡି ଜୁନାଗଡ଼ ବ୍ଲକ ଦାସିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି @CMO_Odisha @SMEOdisha @DmKalahandi
Kanak News@kanak_news

#ସାର୍‌_ନାହାନ୍ତି_ବୋଲି_ଚାବି_ପକାଇଲେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା । କଳାହାଣ୍ଡି ଜୁନାଗଡ଼ ବ୍ଲକ ଦାସିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି #Odisha #KanakNews #kalahandi

OR
1
0
0
30
𝙱𝚒𝚕𝚊𝚜𝚒𝚗𝚒 𝚁𝚊𝚗𝚊
𝗥𝗲𝘀𝗽𝗲𝗰𝘁𝗲𝗱 @CMO_Odisha 𝗦𝗶𝗿 𝗸𝗶𝗻𝗱𝗹𝘆 𝗿𝗲𝘃𝗶𝗲𝘄 𝘁𝗵𝗲 𝗮𝗿𝘁𝗶𝗰𝗹𝗲,𝗮𝘀 𝗶𝘁 𝗶𝘀 𝗽𝘂𝗯𝗹𝗶𝘀𝗵𝗲𝗱 𝗶𝗻 𝘁𝗵𝗲 𝗻𝗲𝘄𝘀 𝗽𝗮𝗽𝗲𝗿 & 𝗽𝗮𝘆 𝗮𝘁𝘁𝗲𝗻𝘁𝗶𝗼𝗻 𝗽𝗹𝗲𝗮𝘀𝗲.@PRDeptOdisha @DmKalahandi @RDOdisha
𝙱𝚒𝚕𝚊𝚜𝚒𝚗𝚒 𝚁𝚊𝚗𝚊 tweet media
English
1
0
0
29
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା
ସର୍ଗୀଗୁଡ଼ା,ପାବ୍ଲି, ଲାଖବାହାଲି ସାନପୂଝାରୀଗୁଡ଼ା ବଡ଼କର୍ଲାକୋଟ ରୁ ଜୟପାଟଣା ଯିବା ମୁଖ୍ୟ ରାସ୍ତା । ଯାତାୟତ ପାଇଁ ଅସୁବିଧା ହେଉଛି । ତୁରନ୍ତ ରାସ୍ତା ମରାମତି କରିବା ପାଇଁ ନିବେଦନ। @CMO_Odisha @MohanMOdisha @RDOdisha @PWD_Odisha @RabiNaikBJP @BJP4Odisha @malvikadevibjp @DmKalahandi @BDOJAIPATNA
ଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet mediaଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet mediaଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet mediaଆପଣମାନଙ୍କ ସାଥିରେ ମୁଁ ଗୋପାଳିନି ରଣା tweet media
OR
1
0
2
55
Susant Kumar Kandi
Susant Kumar Kandi@SusantKu_Kandi·
କଳାହାଣ୍ଡି:ହଜିଯିବାକୁ ବସିଲାଣି ଅଳସୀ ଚାଷ। ପ୍ରୋତ୍ସାହନ ନମିଳିବାରୁ ଚାଷରୁ ଚାଷୀ ମୁହଁ ଫେରାଉଛନ୍ତି। ପ୍ରକାଶିତ @prameyaodia ଖବରକାଗଜ ଉପରେ @krushibibhag ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @arvindpadhee @Coop_Odisha @DmKalahandi @ZPKalahandi
Susant Kumar Kandi tweet media
OR
2
2
4
68
𝙱𝚒𝚕𝚊𝚜𝚒𝚗𝚒 𝚁𝚊𝚗𝚊
𝗥𝗲𝘀𝗽𝗲𝗰𝘁𝗲𝗱 @CMO_Odisha 𝗦𝗶𝗿 𝗸𝗶𝗻𝗱𝗹𝘆 𝗿𝗲𝘃𝗶𝗲𝘄 𝘁𝗵𝗲 𝗮𝗿𝘁𝗶𝗰𝗹𝗲,𝗮𝘀 𝗶𝘁 𝗶𝘀 𝗽𝘂𝗯𝗹𝗶𝘀𝗵𝗲𝗱 𝗶𝗻 𝘁𝗵𝗲 𝗻𝗲𝘄𝘀 𝗽𝗮𝗽𝗲𝗿 & 𝗽𝗮𝘆 𝗮𝘁𝘁𝗲𝗻𝘁𝗶𝗼𝗻 𝗽𝗹𝗲𝗮𝘀𝗲.@koraputdm @DM_Nuapada @SMEOdisha
𝙱𝚒𝚕𝚊𝚜𝚒𝚗𝚒 𝚁𝚊𝚗𝚊 tweet media
English
1
0
0
16