Collector & DM Balasore

7.7K posts

Collector & DM Balasore banner
Collector & DM Balasore

Collector & DM Balasore

@DBalasore

Official Twitter account of Collector and District Magistrate, Balasore. Presently Shri Suryawanshi Mayur Vikas, I.A.S.

Balasore, Odisha Katılım Haziran 2017
102 Takip Edilen86.4K Takipçiler
Collector & DM Balasore
ଭାରତର ଉନ୍ନତି ଓ ଯୋଜନାମୂଳକ ପ୍ରଗତି ପାଇଁ ଜନଗଣନା ଅତ୍ୟନ୍ତ ଆବଶ‍୍ୟକ। ଏହା ଦ୍ୱାରା ଆମେ ଦେଶର ଯୋଜନାଗୁଡ଼ିକୁ ଫଳପ୍ରଦ କରିବା ସହିତ ସାମାଜିକ ଏବଂ ଅର୍ଥନୈତିକ ବିକାଶ କରିପାରିବା। ଆସନ୍ତୁ, ଆମେ ସମସ୍ତେ ମିଳିମଶି ଜନଗଣନା ୨୦୨୭କୁ ସଫଳ କରିବାରେ ସାହାଯ୍ୟ କରିବା ଏବଂ ବାଲେଶ୍ୱର ଜିଲ୍ଲାକୁ ଏକ ଉନ୍ନତ ଜିଲ୍ଲା ରୂପେ ଗଢ଼ି ତୋଳିବା।
Collector & DM Balasore tweet mediaCollector & DM Balasore tweet media
OR
0
0
2
137
Collector & DM Balasore
୨୦୨୭ ର ଜନଗଣନା ପାଇଁ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ସମସ୍ତ ଜିଲ୍ଲାବାସୀଙ୍କୁ ସ୍ୱୟଂ ଗଣନା ପୋର୍ଟାଲରେ ନିଜର ତଥ୍ୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି। ଏହି ସ୍ୱୟଂ ଜନଗଣନା ଅପ୍ରେଲ ୧ ରୁ ଅପ୍ରେଲ ୧୫ ମଧ୍ୟ ରାତ୍ର ପର୍ଯ୍ୟନ୍ତ se.census.gov.in ପୋର୍ଟାଲ ରେ ଉପଲବ୍ଧ ହେବ।
OR
2
3
25
442
Collector & DM Balasore
ଓଡ଼ିଆ ପକ୍ଷର ଦ୍ୱିତୀୟ ଦିନ ‘ପାରମ୍ପରିକ ପୋଷାକ ପରିଧାନ ଦିବସ’ ଭାବେ ପାଳିତ ହେଲା। ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ହସ୍ତତନ୍ତ ପୋଷାକ ପରିଧାନ କରି ଓଡ଼ିଆ ପରମ୍ପରାକୁ ଗୌରବ ର ସହିତ ପାଳନ କଲେ।
Collector & DM Balasore tweet media
OR
1
2
14
425
Deepak Giri
Deepak Giri@deepakgiri_22·
@CMO_Odisha @DBalasore Sir, Want to draw your attention to rampant encroaching on public road by unauthorised shops, leaving no room 4 vehicles Location: Mathasahi Tarini Chhaka (Baleswar) towards Mendhashul If action not taken now, law and order situation will arise tomorrow
Deepak Giri tweet mediaDeepak Giri tweet mediaDeepak Giri tweet mediaDeepak Giri tweet media
English
2
0
0
20
Tarun Kumar Jena
Tarun Kumar Jena@tarunkumar94464·
@DBalasore @mvsuryawanshi @CMO_Odisha @pcsarangi @SantoshKhatua6 @ @PRDeptOdisha @RWSS_Balasore @RWSS_Balasore @RabiNaikBJP ସାର୍ ଆପଣଙ୍କୁ ବିନମ୍ରର ଅନୁରୋଧ କରୁଛି ଦୟାକରି ଖବରକାଗଜ ରେ ପ୍ରକାଶିତ ହୋଇଥିବା ଖବର ଉପରେ ଟିକିଏ ନଜର ଦିଅନ୍ତୁ ଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ କରନ୍ତୁ ସାର୍ 🙏🙏
Tarun Kumar Jena tweet media
OR
1
3
5
72
Kisan Kumar Behera
Kisan Kumar Behera@krishu_kisan·
@OSRTC_Odisha Could you please provide an update on this ongoing issue. Now we are unable to see the booking itself from balasore to Kolkata for this route which is totally wrong. @STAOdisha @RAJPUT_NBS @rto_balasore @bjd_odisha @DBalasore @CMO_Odisha @SOROMUNICIPALIT
Kisan Kumar Behera@krishu_kisan

@OSRTC_Odisha To date, I have not received a resolution regarding the issue of removal of the Balasore stoppage and the restricted online booking for JE BBS TO KOL route.​As a state-run corporation,OSRTC is mandated to serve the designated stops approved by the STA. PFA SentMail

English
2
0
0
56
Collector & DM Balasore
ବାଲେଶ୍ୱରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ବାଲେଶ୍ୱର ସଦର, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
Collector & DM Balasore tweet mediaCollector & DM Balasore tweet mediaCollector & DM Balasore tweet mediaCollector & DM Balasore tweet media
OR
0
1
21
665
Collector & DM Balasore
ମୁଖ୍ୟ ଅତିଥି ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ଅର୍ପଣ କରି ଫଟୋ ଗ୍ୟାଲେରୀ ଓ ଲାଇଭ୍ ପେଣ୍ଟିଂ ଉଦ୍ଘାଟନ କଲେ। ପରେ ସାଂସ୍କୃତିକ କାର୍ୟକ୍ରମ ଓ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନେ ପୁରସ୍କୃତ ହେଲେ।
Collector & DM Balasore tweet media
OR
1
1
10
245
Collector & DM Balasore
ଓଡ଼ିଆ ପକ୍ଷର ଶୁଭାରମ୍ଭ ଭବ୍ୟ ଥିଲା। ମାନ୍ୟବର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମୀଣ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଲେ। ପ୍ରଭାତରେ ଛାତ୍ରଛାତ୍ରୀ ଓ ସୁଭଦ୍ରା ଶକ୍ତି ମା ମାନଙ୍କ ଦ୍ୱାରା ସଚେତନତା ରାଲି ଆୟୋଜିତ ହୋଇ ବରପୁତ୍ରମାନଙ୍କର ଗୁଣଗାନ ସହ ତାଙ୍କର ବାର୍ତ୍ତା ପ୍ରଚାର ହେଲା
OR
1
4
12
575
Collector & DM Balasore
@DBalasore chaired a comprehensive review meeting on overall health parameters of the district with special focus on MDR, CDR and food safety. Collector instructed for constitution of a district level team and tracking of periodic reports.
Collector & DM Balasore tweet mediaCollector & DM Balasore tweet mediaCollector & DM Balasore tweet mediaCollector & DM Balasore tweet media
English
0
0
7
285
Chandrakanta Nayak(Modi ka Parivar)
@tpnodl_odisha @CMO_Odisha @IPR_Odisha @GridcoOdisha @EnergyOdisha @TataPower @OPTCL_Odisha @DBalasore @dm_jajpur @DM_Mayurbhanj @DM_Bhadrak Dear Tata Power , electric ଖୁଣ୍ଟ ରୁ ଗୋଟେ ଘର କୁ ସଂଯୋଗ କରୁଥିବା ତାର ଖସି ପଡ଼ିଛି। ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଅନୁରୋଧ । Place :- Ananda Marga,prachi nagar, Samaraipur,bhadrak
Chandrakanta Nayak(Modi ka Parivar) tweet media
2
0
0
102
TP Northern Odisha Distribution Limited
ବିଦ୍ୟୁତ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ପାଇଁ ଆମେ ଆପଣଙ୍କଠାରୁ ମାତ୍ର ଗୋଟିଏ ଫୋନ୍ କଲ୍ ଦୂରରେ । ଆମ ଦେୟମୁକ୍ତ ନମ୍ବର ୧୮୦୦-୩୪୫୬-୭୧୮ କିମ୍ବା ୧୯୧୨ରେ ସମ୍ପର୍କ କରନ୍ତୁ । #CustomerFirst #CustomerCare #TollFreeNumber
TP Northern Odisha Distribution Limited tweet media
OR
3
0
3
250
Bikash Rout
Bikash Rout@BikashR49763378·
@CMO_Odisha @Food_Odisha ବାଲେଶ୍ଵର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ସମବାୟ ସମିତିରେ ଚାଷୀଙ୍କ ଠାରୁ ଧାନ କିଣା ବିଳମ୍ବରେ ଚାଲିଛି । ବହୁତ ଚାଷୀଙ୍କର ଧାନ ବିକ୍ରି token ତାରିଖ ସାରିଲଣି, କିନ୍ତୁ କର୍ତ୍ତୃପକ୍ଷ ଚୁପ୍ । ଯେଉଁ ଚାଷୀମାନେ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି କରି ନାହାଁନ୍ତି ତୁରନ୍ତ,ପ୍ରଶାସନ ଧାନ କିଣନ୍ତୁ । @DBalasore
Bikash Rout tweet media
OR
1
0
0
70
Raju kumar Dalai 🇮🇳
Raju kumar Dalai 🇮🇳@Rajukuma1234·
#ଅଚଳ_ହୋଇଥିବା_ନଳକୂପର_ମରାମତି_ହେଉନାହିଁ @CMO_Odisha @RabiNaikBJP @PRDeptOdisha @DBalasore Sir ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଶ୍ରୀରାମପୁର ଗ୍ରାମରେ ଥିବା ସତସଙ୍ଗ ବିହାର ସାମ୍ନାରେ ଦୀର୍ଘ ଦିନରୁ ଅଚଳ ହୋଇଯାଇଛି ଏହି ନଳକୂପ।ପାଣି ପିଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି।ଏହାକୁ ତୁରନ୍ତ ମରାମତି କରିବାକୁ ବିନମ୍ର ଅନୁରୋଧ 🙏
Raju kumar Dalai 🇮🇳 tweet mediaRaju kumar Dalai 🇮🇳 tweet media
OR
3
8
13
405