𝗜𝗺 𝗦𝗼𝗰𝗶𝗮𝗹 𝗪𝗼𝗿𝗸𝗲𝗿

414 posts

𝗜𝗺 𝗦𝗼𝗰𝗶𝗮𝗹 𝗪𝗼𝗿𝗸𝗲𝗿 banner
𝗜𝗺 𝗦𝗼𝗰𝗶𝗮𝗹 𝗪𝗼𝗿𝗸𝗲𝗿

𝗜𝗺 𝗦𝗼𝗰𝗶𝗮𝗹 𝗪𝗼𝗿𝗸𝗲𝗿

@Im_Social_Work

Everyone Follow My (𝗫)#Account...

Odisha Katılım Haziran 2023
609 Takip Edilen40 Takipçiler
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮
ଗତ ୧୧।୦୫।୨୦୨୬ ତାରିଖ ଦିନ ଆବେଦନ କରିଥିବା ଜନ୍ମ ସାର୍ଟିଫିକେଟ ଆଜକୁ ୧୦ ଦିନ ହେଲା ହେଲେ ଏପର୍ଯ୍ୟନ୍ତ ସାର୍ଟିଫିକେଟ ପାସ୍ କରାଯାଇନାହିଁ । ସମସ୍ୟା ଉପରେ ଶୀଘ୍ର ଧ୍ୟ୍ୟନ ଦେବାକୁ ଅନୁରୋଧ । @CMO_Odisha @SecyChief @Odisha_bdrs @HFWOdisha @DMBargarh @CDMPHOBargarh
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮 tweet media
OR
2
0
0
38
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮
କାଳବୈଶାଖୀରେ ଗଛ ପଡ଼ି ଘର ଭାଙ୍ଗିଥିବା ପିପଲବାହାଲ ଗ୍ରାମର ସାଧୁ ଶଗଡ଼ିଆ ଙ୍କୁ ପ୍ରଶାସନ ତରଫରୁ ଅନ୍ତୋଦୟ ଗୃହ ଯୋଗାଇ ଦିଆଯାଉ । @sambad_odisha #PublishedNews @CMO_Odisha @SecyChief @RabiNaikBJP @PRDeptOdisha @rdmodisha @sureshkpujari @CollectorBgr @BDOKhaprakhol
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮 tweet media
OR
1
0
0
32
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮
ଯଦି ଖୁବଶୀଘ୍ର ପ୍ରଶାସନ ଏହା ପରେ ଦୃଷ୍ଟି ନଦିଏ, ତେବେ ଆଗାମୀ ଦିନରେ କପସିପାଳି ଛତରପଡ଼ା ବାସୀ ଆନ୍ଦୋଳନକୁ ଓହ୍ଲାଇ ପାରନ୍ତି ବୋଲି ସତର୍କ କରିଛନ୍ତି । @CMO_Odisha @SecyChief @RabiNaikBJP @PRDeptOdisha @RWSS_Odisha @OdishaWater @CollectorBgr @RWSS_Balangir
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮 tweet media
OR
2
0
1
68
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮
ପ୍ରକାଶିତ ହୋଇଥିବା ଏହି ଖବର ଉପରେ @OdishaVigilance ବିଭାଗ ଦୃଷ୍ଟି ଦେଇ ତଦନ୍ତ କରିବା ସହ ପଦକ୍ଷେପ ନେଉଛନ୍ତି ନାଁ ପ୍ରହତ୍ସନ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା । @CMO_Odisha @sureshkpujari @SecyChief @rdmodisha @narendramodi @MohanMOdisha
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮 tweet media
OR
2
2
3
54
𝗜𝗺 𝗦𝗼𝗰𝗶𝗮𝗹 𝗪𝗼𝗿𝗸𝗲𝗿 retweetledi
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮
ଗତ ୨୦।୦୪।୨୦୨୬ ତାରିଖ ଦିନ ବରଗଡ଼ ଜିଲ୍ଲା KISHORI HOSPITAL ରେ ଜନ୍ମିତ ଶିଶୁ ପୁତ୍ରର ପଞ୍ଜିକରଣ କରାଯାଇଛି ହେଲେ ରେଜିଷ୍ଟ୍ରସନ କରାଯାଇନାହିଁ ଫଳରେ ଜନ୍ମ ପ୍ରମାଣପତ୍ର ଆବେଦନ କରାଯାଇ ପାରୁନାହିଁ । ସମସ୍ୟା ଉପରେ ଶୀଘ୍ର ଧ୍ୟ୍ୟନ ଦେବାକୁ ଅନୁରୋଧ । @CMO_Odisha @Odisha_bdrs @HFWOdisha @DMBargarh @CDMPHOBargarh
𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮 tweet media𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮 tweet media𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮 tweet media𝗥𝘂𝗽𝗲𝗻𝗱𝗿𝗮 𝗠𝘂𝗻𝗱𝗮 tweet media
OR
1
1
1
61
𝗜𝗺 𝗦𝗼𝗰𝗶𝗮𝗹 𝗪𝗼𝗿𝗸𝗲𝗿
କୁମ୍ଭକର୍ଣ୍ଣ ନିଦ୍ରାରେ @PRDeptOdisha@RWSS_SAMBALPUR ବିଭାଗ ଆଜିକୁ ୭ଦିନ ହେଲା #ଯୁଜୁମୁରା_ବ୍ଲକ #ଜୟନ୍ତପୂର_ପଞ୍ଚାୟତ ଅଧିନସ୍ଥ #ଡାକଡେରା_ପଡ଼ା ରେ ଥିବା ସୋଲାର ନଳକୂପ ଅଚଳ ପଡ଼ିରହିଛି । ଦୟାକରି ସମସ୍ୟା ଉପରେ ଧ୍ୟ୍ୟନ ଦେବାକୁ ଅନୁରୋଧ । @CMO_Odisha @SecyChief @RabiNaikBJP @OdishaWater @DmSambalpur
OR
0
2
3
73