DR.Manoj Kumar Baliyarsingh

6.1K posts

DR.Manoj Kumar Baliyarsingh banner
DR.Manoj Kumar Baliyarsingh

DR.Manoj Kumar Baliyarsingh

@ManojKumarBali4

INDIAN CRIME NEWS REPORTER ,ODISHA ,PURI mob-9937407033

ODISHA, India Katılım Ocak 2019
4.5K Takip Edilen1.8K Takipçiler
DR.Manoj Kumar Baliyarsingh retweetledi
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙
Concerned Authorities @dm_puri @SMEOdisha @SMEOdisha1 @CMOOdisha @sppuri1 may please look into this matter of serious violation and unauthorised use of a Govt. school play ground and building for Get-together and public meetings without taking prior permission from the Authorities. Strict action should be taken by @dm_puri and @sppuri1 against the persons involved in this incident which raises serious questions on the management of the school committee. The prime accused in this incident is a habitual criminal who is running crime syndicate involving juveniles in organised crime, this person is now acting as a negotiator between criminals and the police officials and release the arrested criminals from police station with notice on exchange of huge amount of money leading to high corruption, this person also have more than 30 cases in different police stations of Puri who should be arrested immediately. @homeodisha @HUDDeptOdisha @DGPOdisha @SMEOdisha @SMEOdisha1 @PTI_News @otvkhabar @NityanandaBJP @dcmo_pravati @dpradhanbjp @PandaJay @ANI @News18Odia @kanak_news @Sambad_English @NEWS7Odia #BholanathVidyapeeth #BholanathVidyapith #Puri
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media
English
0
9
11
209
ଦେବରାଜ ଦାସ 🇮🇳
#ଜଳୁଛି_ସରକାରୀ_ଅଳିଆ_ଗଦା #ସରକାର_ନିଜେ_କରୁଛନ୍ତି_ପ୍ରଦୂଷଣ ବିଶ୍ବସ୍ତରୀୟ ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ @puriulb ର ଅଳିଆ ଗଦା ଜଳୁଛି। ବାସିନ୍ଦା ଙ୍କ ସହ ଲକ୍ଷାଧିକ ଭକ୍ତ ପ୍ରତ୍ୟେକଦିନ ଅଣନିଃଶ୍ବାସୀ ହେଉଛନ୍ତି। ଧ୍ୟାନଦେବକୁ ଅନୁରୋଧ। @HUDDeptOdisha @CMO_Odisha @dr_kcmahapatra @dm_puri @CPCB_OFFICIAL
ଦେବରାଜ ଦାସ 🇮🇳 tweet mediaଦେବରାଜ ଦାସ 🇮🇳 tweet media
OR
4
2
7
125
DR.Manoj Kumar Baliyarsingh retweetledi
Puri Police
Puri Police@SPPuri1·
Public drinking & nuisance will not be tolerated. 8 persons found drinking in public and creating disturbance have been booked. Enforcement will continue.
Puri Police tweet mediaPuri Police tweet media
English
0
1
12
531
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
ଅସ୍ୱାସ୍ଥ୍ୟକର ପରିବେଶ ହେଇଥିବାରୁ ସେହି ଅଂଚଳ ବାସୀ ମାନେ ବିଭନ୍ନ ପ୍ରକାରର ରୋଗରେ ପଡୁଛନ୍ତି ଦୟାକରି ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ।
OR
1
1
1
51
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
@CMO_Odisha @PravatiPOdisha @dr_kcmahapatra @sambitswaraj @sidd_swain @puriulb @kanak_news @NandighoshaTV @TeamATAofficial ପୁରୀ ପୌରପାଳିକା ଅନ୍ତର୍ଗତ4ନମ୍ୱରୱାର୍ଡ ଧାନକୁଟି ସାହିର ହାଡ଼ି ଗୋହିରୀ ଦୀର୍ଘ ବର୍ଷ ହେବ ସଫା କରାଯାଇନାହିଁ ଫଳରେ ସ୍ଥାନିୟ ବାସିନ୍ଦା ମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି।
DR.Manoj Kumar Baliyarsingh tweet mediaDR.Manoj Kumar Baliyarsingh tweet media
DR.Manoj Kumar Baliyarsingh tweet media
OR
4
0
2
65
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
@CMO_Odisha @MahalingMukesh @PravatiPOdisha @puriulb @dm_puri @TeamATAofficial ପୁରୀପୌରପାଳିକା ଅନ୍ତର୍ଗତ 4ନମ୍ୱରୱାର୍ଡ ଧାନକୋଟି ସାହି ହାଡ଼ିଗୋହିରି ଦିର୍ଘ ବର୍ଷ ହେବ ସଫା କରାଯାଇନାହିଁ ଫଳରେ ସ୍ଥାନୀୟଅଞ୍ଚଳ ବାସୀ ଅନେକଅସୁବିଧାର ସମୁଖୀନ ହେଉଛନ୍ତି ,ଦୁର୍ଗନ୍ଧମୟ ପରିବେଶସୃଷ୍ଠି ହେଉଛି ଏବଂଲୋକଙ୍କ ଶରୀର ଅସୁସ୍ଥ ହେଉଛି
DR.Manoj Kumar Baliyarsingh tweet mediaDR.Manoj Kumar Baliyarsingh tweet mediaDR.Manoj Kumar Baliyarsingh tweet mediaDR.Manoj Kumar Baliyarsingh tweet media
OR
2
2
3
64
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
DR.Manoj Kumar Baliyarsingh@ManojKumarBali4

@RtoBbsr_I @rto_bbsr2 @cpbbsrctc @STAOdisha facebook.com/share/r/14pSyS… ଫେସବୁକ ରୁ ସଂଗୃହିତ ଏହି ଭିଡ଼ିଓ ରେ ମହିଳା ଜଣଙ୍କ ବିନା ସିଟ ବେଲ୍ଟ ପିନ୍ଧି କାର ଚଳାଇବା ସହିତ ରିଲସ ବନାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଏହା କେତେଦୂର ଗ୍ରହଣୀୟ,ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିନମ୍ର ଅନୁରୋଧ।

QME
0
0
0
142

57
I & PR Department, Odisha
I & PR Department, Odisha@IPR_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି "ଜାତୀୟ ସଡ଼କ ସୁରକ୍ଷା ମାସ" ରାଜ୍ୟସ୍ତରୀୟ ଉତ୍ସବର ଶୁଭ ଉଦଘାଟନ କରିଛନ୍ତି। ସଡ଼କ ସୁରକ୍ଷା ସଚେତନା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏହାସହିତ “ଓଡ଼ିଶା ଯାତ୍ରୀ ଆପ୍” ଲୋକାର୍ପିତ ହୋଇଛି।
I & PR Department, Odisha tweet mediaI & PR Department, Odisha tweet mediaI & PR Department, Odisha tweet media
OR
2
4
142
4.1K
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
DR.Manoj Kumar Baliyarsingh@ManojKumarBali4

@RtoBbsr_I @rto_bbsr2 @cpbbsrctc @STAOdisha facebook.com/share/r/14pSyS… ଫେସବୁକ ରୁ ସଂଗୃହିତ ଏହି ଭିଡ଼ିଓ ରେ ମହିଳା ଜଣଙ୍କ ବିନା ସିଟ ବେଲ୍ଟ ପିନ୍ଧି କାର ଚଳାଇବା ସହିତ ରିଲସ ବନାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଏହା କେତେଦୂର ଗ୍ରହଣୀୟ,ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିନମ୍ର ଅନୁରୋଧ।

QME
0
0
0
44
CMO Odisha
CMO Odisha@CMO_Odisha·
ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ୨୦୦୦ ନୂତନ ଟ୍ରାଫିକ୍ ପୋଲିସ୍ ପଦବୀ ସୃଷ୍ଟି କରାଯିବା ସହିତ ଚଳିତ ବର୍ଷ ୫୦୦ ଟ୍ରାଫିକ୍ ପୋଲିସ୍ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଜନସାଧାରଣଙ୍କୁ ସୁଲଭ ଓ ସୁବିଧା ଜନକ ଯାତ୍ରା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଯାତ୍ରୀ ଆପ୍’ ର ଲୋକାର୍ପଣ କରିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
1
9
28
3.3K
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରିଛନ୍ତି। ଏହି ଅବସରରରେ ମୁଖ୍ୟମନ୍ତ୍ରୀ ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ 'ସୁରକ୍ଷିତ... ଘରକୁ ଫେରନ୍ତୁ। “Come Home Safe”ର ବାର୍ତ୍ତା ଦେଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
8
13
133
5.2K
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
DR.Manoj Kumar Baliyarsingh@ManojKumarBali4

@RtoBbsr_I @rto_bbsr2 @cpbbsrctc @STAOdisha facebook.com/share/r/14pSyS… ଫେସବୁକ ରୁ ସଂଗୃହିତ ଏହି ଭିଡ଼ିଓ ରେ ମହିଳା ଜଣଙ୍କ ବିନା ସିଟ ବେଲ୍ଟ ପିନ୍ଧି କାର ଚଳାଇବା ସହିତ ରିଲସ ବନାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଏହା କେତେଦୂର ଗ୍ରହଣୀୟ,ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିନମ୍ର ଅନୁରୋଧ।

QME
0
0
1
31
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଆଜି ରାଜ୍ୟସ୍ତରୀୟ ‘ଜାତୀୟ ସଡ଼କ ସୁରକ୍ଷା ମାସ’ ଉତ୍ସବର ଉଦଘାଟନ କରିଛନ୍ତି। ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । #ComeHomeSafe @CMO_Odisha @IPR_Odisha
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport tweet mediaବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport tweet mediaବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport tweet mediaବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport tweet media
OR
3
6
26
1.3K
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
DR.Manoj Kumar Baliyarsingh@ManojKumarBali4

@RtoBbsr_I @rto_bbsr2 @cpbbsrctc @STAOdisha facebook.com/share/r/14pSyS… ଫେସବୁକ ରୁ ସଂଗୃହିତ ଏହି ଭିଡ଼ିଓ ରେ ମହିଳା ଜଣଙ୍କ ବିନା ସିଟ ବେଲ୍ଟ ପିନ୍ଧି କାର ଚଳାଇବା ସହିତ ରିଲସ ବନାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଏହା କେତେଦୂର ଗ୍ରହଣୀୟ,ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିନମ୍ର ଅନୁରୋଧ।

QME
0
1
2
78
State Transport Authority, Odisha
@nrusingha46703 @rto_cuttack @drpatra @AMITABHTHAKUR21 @CuttackDM @ushapadhee1996 @CTOdisha @CMO_Odisha @sofiafirdous1 @PrithivirajBJP @OfficialTeamATA ରାଜ୍ୟ ପରିବହନ ପ୍ରାଧିକରଣ ଦୃଷ୍ଟିକୁ ଏହା ଆଣିଥିବାରୁ ଆପଣଙ୍କୁ ଧନ୍ୟବାଦ । ଏହି ଘଟଣାରେ @rto_cuttack ଙ୍କ ପକ୍ଷରୁ ଯାଞ୍ଚ କରାଯାଇ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସଂପୃକ୍ତ ଗାଡ଼ି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯାଇଛି ।
OR
7
4
13
585
Nrusingha Behera 🇮🇳
Nrusingha Behera 🇮🇳@NrusinghaOdisha·
ସଡ଼କ ରେ ଏମିତି ବେପାରୁଆ ଗାଡି ଚାଳନା ଏବଂ ବିନା ହେଲମେଟ ରେ ଗାଡି ଧରି ରାସ୍ତା ମଝିରେ reel କରରୁଥିବା ଏ ଦିଦି ଙ୍କ ଉପରେ ତୁରନ୍ତ @rto_cuttack କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ | ଗାଡି ନମ୍ବର :OD05BU4074 @STAOdisha @drpatra @AMITABHTHAKUR21 @CuttackDM @ushapadhee1996 @CTOdisha @CMO_Odisha
OR
27
37
129
16K
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
@RtoBbsr_I @rto_bbsr2 @cpbbsrctc @STAOdisha facebook.com/share/r/14pSyS… ଫେସବୁକ ରୁ ସଂଗୃହିତ ଏହି ଭିଡ଼ିଓ ରେ ମହିଳା ଜଣଙ୍କ ବିନା ସିଟ ବେଲ୍ଟ ପିନ୍ଧି କାର ଚଳାଇବା ସହିତ ରିଲସ ବନାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଏହା କେତେଦୂର ଗ୍ରହଣୀୟ,ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିନମ୍ର ଅନୁରୋଧ।
DR.Manoj Kumar Baliyarsingh tweet media
OR
2
5
10
477
DR.Manoj Kumar Baliyarsingh
DR.Manoj Kumar Baliyarsingh@ManojKumarBali4·
@IndiaPostOffice ଆଜି ତା -୩୦.୧୨.୨୦୨୪ରିଖ ଦିନ ମୁଁ ଏକ ଚିଠି ସ୍ପୀଡ଼ ପୋଷ୍ଟ (E0829935718IN)କରିଛି .ଆପଣଙ୍କ UPI କାମ କରୁନି, ମୋ ଠାରୁ ୫୦ ପଇସା ଅଧିକ ନେଲେ ,ଧନ୍ୟବାଦ🙏.
DR.Manoj Kumar Baliyarsingh tweet media
OR
0
0
1
27
ଦେବରାଜ ଦାସ 🇮🇳
#ଜଗାର_ସେବାରେ_ସେ_ସମର୍ପିତ ସେ ଜଣେ କର୍ମ ତତ୍ପର,କର୍ମବୀର ତତ୍ ସେ ହେଉଛନ୍ତି କାଳିଆର ସୁରକ୍ଷା ସେବକ ଟିଏ। ଭକ୍ତଟେ କିପରି ସୁରୁଖୁରରେ ଦର୍ଶନ କରିପାରିବ ତା ପାଇଁ ସେ ସଦା ତତ୍ପର। କି ଶୀତ,କି ବର୍ଷା,କି ଖରା କାଳିଆ ପାଇ ସବୁ ତୁଚ୍ଛ। ସେ କେହି ନୁହେଁ ସେ ହେଉଛନ୍ତି କର୍ମବୀର ମାନ୍ୟବର @SPPuri1 ଶ୍ରୀ @vinit_ips ସାର। ଧନ୍ୟବାଦ୍ 🙏
ଦେବରାଜ ଦାସ 🇮🇳 tweet mediaଦେବରାଜ ଦାସ 🇮🇳 tweet media
OR
8
6
34
343