Rws&s Division Baripada

323 posts

Rws&s Division Baripada

Rws&s Division Baripada

@RWSS_Baripada

Baripada, India Katılım Nisan 2023
24 Takip Edilen244 Takipçiler
Rws&s Division Baripada
Rws&s Division Baripada@RWSS_Baripada·
@RakeshBal17 @DM_Mayurbhanj @PRDeptOdisha @RWSS_Odisha @SecyChief @CMO_Odisha @MohanMOdisha @GovernorOdisha @sambad_odisha H2O Mantra କାର୍ଯ୍ୟରେ ଅବହେଳା କରିବାରୁ ତା ସହିତ ହୋଇଥିବା ଚୁକ୍ତି ବାତିଲ କରି ପୁନଶ୍ଚ ଟେଣ୍ଡର କରାଯାଇ ବାଚସ୍ପତି ଘୋଷ କଣ୍ଟ୍ରାକଟରଙ୍କ ସହିତ ଚୁକ୍ତି କରାଯାଇଅଛି | ଚୁକ୍ତି ଅନୁସାରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ତାରିଖ ହେଉଛି ୦୪.୦୪.୨୦୨୬ |
OR
0
0
0
40
Rws&s Division Baripada
Rws&s Division Baripada@RWSS_Baripada·
@RakeshBal17 @DM_Mayurbhanj @PRDeptOdisha @RWSS_Odisha @SecyChief @CMO_Odisha @MohanMOdisha @GovernorOdisha @sambad_odisha ମହାଶୟ/ମହାଶୟା, ଶୂଳିଆପଦା ବ୍ଲକ ଅନ୍ତର୍ଗତ କଣ୍ଟିସାହି ପଞ୍ଚାୟତର ବରି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରିବା ପାଇଁ ଟେଣ୍ଡର ମାଧ୍ୟମରେ H2O Mantra “A” Class Contractor ସହିତ ଚୁକ୍ତି ହୋଇଥିଲା |
OR
0
0
0
38
Rws&s Division Baripada
Rws&s Division Baripada@RWSS_Baripada·
@rkb97official @CMO_Odisha @PRDeptOdisha @RabiNaikBJP @SecyChief @DC_Odisha @RWSS_Odisha @IPR_Odisha @BDO_Morada @ZP_Mayurbhanj @DM_Mayurbhanj ମହାଶୟ/ମହାଶୟା, ମୋରଡା ବ୍ଲକ ଅନ୍ତର୍ଗତ ଦାନ୍ତିଆମୁହାଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲିକେଜ ପାଇପ ଲାଇନ ଗୁଡିକର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି |
OR
0
0
1
62
Rws&s Division Baripada
Rws&s Division Baripada@RWSS_Baripada·
@BDS_GOD @DM_Mayurbhanj @PRDeptOdisha @RWSS_Odisha @CMO_Odisha @SecyChief @IPR_Odisha @PravatiPOdisha @homeodisha @PCDept_Odisha @MohanMOdisha @DC_Odisha ମହାଶୟା / ମହାଶୟ, ରାସଗୋବିନ୍ଦପୁର ବ୍ଲକର ନଳଗଜା ଗ୍ରା:ପ: ଅନ୍ତର୍ଗତ ରଙ୍ଗିଆମ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଏପ୍ରିଲ ୨୦୨୫ ରେ ଶେଷ ହୋଇ ଗ୍ରାମର ସମସ୍ତ ପରିବାରକୁ FHTC ଦ୍ୱାରା ପାଣି ଟାଙ୍କିରୁ ପାନୀୟ ଜଳ ଯୋଗାଇ ଦିଆଯାଉଅଛି |
OR
1
1
0
35
JJM, MAYURBHANJ
JJM, MAYURBHANJ@JjmMayurbhanj·
The mini Anganwadi center in Sarbasa village has no wall, children are having trouble to come and go as there is no good road, there is no drinking water facility in the Anganwadi area, toilets are also in poor condition. @BDO_Udala @RWSS_Baripada @RWSS_Odisha @DM_Mayurbhanj
English
13
52
60
711
Rws&s Division Baripada
Rws&s Division Baripada@RWSS_Baripada·
@rkb97official @CMO_Odisha @PRDeptOdisha @RabiNaikBJP @RDOdisha @SecyChief @DC_Odisha @scstdevdept @IPR_Odisha @BDO_Morada @ZP_Mayurbhanj @DM_Mayurbhanj ମହାଶୟା / ମହାଶୟ, ମୋରଡା ବ୍ଲକ ଅଧିନସ୍ଥ ଜୁଆଳିଭଙ୍ଗା ଗ୍ରା:ପ: ର ପୁରୁଷତ୍ତମପୁର ର ଖଡିଆସାହି ରେ ଥିବା ୧୪ ଟି ପରିବାର ପାଇଁ ପଡ଼ାରେ ଦୁଇଟି ଓ ସ୍କୁଲ ପାଇଁ ଗୋଟିଏ ନଳକୂପ କାର୍ଯ୍ୟକ୍ଷମ ରହିଅଛି ଏବଂ ଗୋଟିଏ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟ ଚାଲିଅଛି |
OR
0
0
1
52
Rws&s Division Baripada
Rws&s Division Baripada@RWSS_Baripada·
@LUKHIRAMHE53031 ମହାଶୟା / ମହାଶୟ, ବାରିପଦା ବ୍ଲକର ବାଙ୍କିଶୋଳ ଗ୍ରା:ପ: ଅଧୀନରେ ଥିବା ତେନ୍ତୁଳିଶୋଳ ଗ୍ରାମରେ ଲୁସା ସାହିରେ ଏକ ନୂତନ ନଳକୂପ ଖନନ କରି ସୋଲାର ପାଣିପମ୍ପ ଜରିଆ ରେ ଜଳ ଟାଙ୍କି ମାଧ୍ୟମରେ ପଡାବାସୀଙ୍କୁ ଯୋଗାଇବାର ବ୍ୟବସ୍ଥା କରା ଯାଇଛି |
Rws&s Division Baripada tweet mediaRws&s Division Baripada tweet mediaRws&s Division Baripada tweet media
OR
0
0
1
50
SOCIAL GHOST
SOCIAL GHOST@LUKHIRAMHE53031·
Non Availability of Safe & Adequate Drinking water facility of village Tentulisole Lusa Sahi GP-Bankisole under Baripada Block. After several request to District administration, PEO & Sarpanch they don’t take any action. This is the Violation of Law of Central Govt. Scheme JAL JEEVAN MISSION.Please install us New tubewell for safe Drinking water Purpose. @CMO_Odisha @IPR_Odisha @PRDeptOdisha @RWSS_Odisha @DM_Mayurbhanj @RWSS_Baripada @BDO_BARIPADA
SOCIAL GHOST tweet mediaSOCIAL GHOST tweet media
English
1
0
0
125
Rws&s Division Baripada
Rws&s Division Baripada@RWSS_Baripada·
@JjmMayurbhanj @SMEOdisha @PRDeptOdisha @12_baje @NityanandaBJP @dpradhanbjp @BDO_Suliapada @CMO_Odisha ଶୁଳିଆପଦା ବ୍ଲକର କୁଜିଡ଼ିହି ପଞ୍ଚାୟତ ଅଧିନସ୍ଥ ଚିତ୍ତାଖୋଳା ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ କାର୍ଯ୍ୟକ୍ଷମ ଗଭୀର ନଳକୂପ ରହିଛି ଓ OMBADC PWS Project ରୁ ଗୋଟିଏ Tap ଦ୍ଵାରା ଏହି ସ୍କୁଲକୁ ପାଇପ ପାଣି ଯୋଗାଇ ଦିଆଯାଉଛି |
OR
0
0
0
49
JJM, MAYURBHANJ
JJM, MAYURBHANJ@JjmMayurbhanj·
ଶୁଳିଆପଦା ବ୍ଲକର କୁଜିଡ଼ିହି ପଞ୍ଚାୟତ ଅଧିନସ୍ଥ ଚିତ୍ତାଖୋଳା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଛାତରୁ ପାଣି ଗଳୁଛି,ପିଇବା ପାଣିର ସମସ୍ୟା ରହିଛି,ପାଚେରି ନାହିଁ,ପିଲାମାନଙ୍କ ପାଇଁ ଖେଳ ପଡିଆ ମଧ୍ଯ ନାହିଁ। ତେଣୁ @SMEOdisha କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଉକ୍ତ ସମସ୍ୟା ଗୁଡିକୁ ସମଧାନ କରାଯାଉ। #schoolInfrastructure #LSDG #SDG
OR
17
42
49
610
𝐒𝐈𝐌𝐋𝐈𝐏𝐀𝐋 𝐓𝐈𝐆𝐄𝐑. 🐯
ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଦହିକୋଟି ପଞ୍ଚାୟତ ଅଧୀନ ଭଲିଆ ଗ୍ରାମରେ ବସୁଧା ଯୋଜନା ନିର୍ମିତ ପାଣି ଟାଙ୍କି ମଟର ଉପରେ ବଜ୍ରପାତ ପୋଡିଯାଇ ଅଚଳ ହେବାରୁ ଗ୍ରାମରେ ଦୁଇ ସପ୍ତାହ ହେଲା ପାନୀୟ ଜଳର ସମସ୍ୟା ଦେଖାଦେଇଛି। ଦୟାକରି କତୃପକ୍ଷ ମହୋଦୟ ସମସ୍ୟାକୁ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। @PRDeptOdisha @RWSS_Baripada
𝐒𝐈𝐌𝐋𝐈𝐏𝐀𝐋 𝐓𝐈𝐆𝐄𝐑. 🐯 tweet media
OR
1
1
4
190
Rws&s Division Baripada retweetledi
Panchayati Raj and Drinking Water Department
Hon'ble Minister @PRDeptOdisha Shri @RabiNaikBJP chaired a high level meeting and reviewed the progress & status of various mega rural #PipedWaterSupply projects on 04.05.2025 in #Sambalpur district, #Odisha. Chief Engineers & Addl. Chief Engineers of @RWSS_Odisha, senior officials of 19 RWSS divisions including @RWSS_Balasore, @RWSS_Baripada, @RWSS_Rairangpur, @RWSS_Keonjhar, @RWSS_Anandapur, @RWSS_Koraput, @RWSS_rayagada, @RWSS_Mlkg, @RWSS_NGP, @RWSS_SAMBALPUR, @RWSS_Deogarh, @RWSS_Jharsuguda, @RWSS_Bargarh, @RWSS_SUNDARGARH, @RWSS_ROURKELA, @RWSS_Balangir, @RWSS_SONEPUR, @RWSS_Nuapada and @RWSS_Kalahandi were present in the review meeting. Hon'ble Minister focused on timely completion of the ongoing drinking water projects to ensure clean and safe drinking water for all and directed the officials and #RWSS divisions to take necessary measures to mitigate the drinking water issues especially in the summer season. #DrinkingWaterforAll #HarGharJal #JalJeevanMission #BikashitaOdishaBikashitaBharat
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
English
1
11
11
1.3K