I'mSk

774 posts

I'mSk banner
I'mSk

I'mSk

@azaruddin_sekh

Bhubaneswar Katılım Nisan 2021
158 Takip Edilen27 Takipçiler
Bibhuti Bhusan
Bibhuti Bhusan@Bibhuti43475082·
@krushibibhag @CMO_Odisha @IPR_Odisha @KVSinghDeo1 ଦିନ ରାତି କଠିନ ରୁ କଠିନ ପରିଶ୍ରମ କରି ପାଠ ପଢି ଚାକିରୀ ପାଇବେ ତା ପରେ ବି Worker ଶବ୍ଦ ବ୍ୟବହାର ହେଉଛି?? VAW, HEW, SCEW ପଦବୀର ନାମ ପରିବର୍ତ୍ତନ କରାଯାଉ ଏବଂ Worker ଶବ୍ଦ ଟିକୁ ହଟାଯାଉ...@arvindpadhee @AprajitaSarangi @PMOIndia @rashtrapatibhvn @GovernorOdisha @MohanMOdisha @PrithivirajBJP
OR
1
0
0
14
କୃଷି ବିଭାଗ, ଓଡ଼ିଶା
Principal Secretary urged the newly recruited Soil Conservation Extension Workers to discharge duties with empathy, integrity and innovations. During document verification, Director, and other senior officers were also present.
କୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet media
English
1
1
20
719
I'mSk retweetledi
Bibhuti Bhusan
Bibhuti Bhusan@Bibhuti43475082·
@CMO_Odisha @MohanMOdisha ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଓଡିଶାରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀ (VAWs) ମାନଂକର ବହୁତ ଦିନର ଦାବୀ କ୍ୟାଡର ପୁନର୍ଗଠନ, ଗ୍ରେଡ଼ ପେ ବୃଦ୍ଧି କୁ ବିଚାର କୁ ନିଆଯାଉ. ଦୀର୍ଘ 45-50 ବର୍ଷ ଧରି ସେମାନେ ଅବହେଳିତ ଅବସ୍ଥାରେ ଥାଇ ମଧ୍ୟ ତୃଣମୂଳ ସ୍ତରରୁ ରାଜ୍ୟ ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି.
OR
1
5
4
186
I'mSk
I'mSk@azaruddin_sekh·
@Agropolytechic @KVSinghDeo1 VAW/HEW/SCEW posts under Agriculture department must be restructured with minimum entry qualification BSc. Or Diploma in Agro polytechnic...
English
0
0
0
20
I'mSk
I'mSk@azaruddin_sekh·
@OGCEA @CMO_Odisha @MahalingMukesh @MohanMOdisha @HFWOdisha @PravatiPOdisha @KVSinghDeo1 @narendramodi @dpradhanbjp @suryabanshibjp @SampadSwainBJP @kanak_news @NandighoshaTV @otvkhabar @SamalManmohan7 ରୋଗ ମଧ୍ୟବିତ୍ତ କି ଗରିବ ଦେଖେନି। ଅର୍ଥ ଅଭାବରୁ ବହୁ କର୍ମଚାରୀ ଉତ୍ତମ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି ତ କାହାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଛି।ତେଣୁ ଉତ୍ତମ ସ୍ବାସ୍ଥ୍ୟ ସେବା ସମସ୍ତ ଙ୍କୁ ମିଳିବା ଦରକାର୍। Request to consider health insurance for state Govt. employees in the state. #Healthcareforall
OR
0
0
0
31
OGCEA(ODISHA GOVERNMENT COMBINED EMPLOYEE'S ASSO
"ସରକାରୀ କର୍ମଚାରୀ ଭି ନାଗରିକ ଏଇ ଦେଶର ସେ ଭି ସମାନ ଭାବେ କରଦାତା ଏଇ ରାଜ୍ୟର" "ସ୍ୱାସ୍ଥ ସମସ୍ୟାରେ ସେ ଭି ପୀଡିତ, ଅନୁରୋଧ ସରକାରଙ୍କୁ ସ୍ୱାସ୍ଥବୀମାରେ କର ଅନ୍ତର୍ଭୁକ୍ତ #CashlessHealthCard_For_GovtEmployees #ସରକାରୀ_କର୍ମଚାରୀଙ୍କୁ_କ୍ୟାସଲେସ୍_ହେଲଥ୍_କାର୍ଡ @CMO_Odisha @MahalingMukesh @MohanMOdisha @HFWOdisha
OGCEA(ODISHA GOVERNMENT COMBINED EMPLOYEE'S ASSO tweet mediaOGCEA(ODISHA GOVERNMENT COMBINED EMPLOYEE'S ASSO tweet mediaOGCEA(ODISHA GOVERNMENT COMBINED EMPLOYEE'S ASSO tweet media
OR
86
288
373
13.6K
Bijay Malla.ବିଜୟ ମଲ୍ଲ
ଧନ୍ୟବାଦ ରାଜ୍ୟର 3.5 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଇଥିବାରୁ କିନ୍ତୁ ଆଉ 5 ଲକ୍ଷ ସରକାରୀ କର୍ମଚାରୀଙ୍କୁ ଯୋଗ କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ @CMO_Odisha @MohanMOdisha ଙ୍କୁ ଅନୁରୋଧ 🙏 @KVSinghDeo1 @PravatiPOdisha @BibhutiJena93 @Krushnach_Patra @dr_kcmahapatra @MahalingMukesh @NityanandaBJP @PrithivirajBJP @RabiNaikBJP @sureshkpujari @GaneshramJspMLA @GokulanandaBJP @SampadSwainBJP @suryabanshibjp
Bijay Malla.ବିଜୟ ମଲ୍ଲ tweet media
OR
71
258
241
7.3K
I'mSk
I'mSk@azaruddin_sekh·
@OGCEA @CMO_Odisha @MohanMOdisha @KVSinghDeo1 @PravatiPOdisha @BibhutiJena93 @Krushnach_Patra @dr_kcmahapatra @MahalingMukesh @NityanandaBJP @PrithivirajBJP @RabiNaikBJP @sureshkpujari @GokulanandaBJP @SampadSwainBJP @suryabanshibjp @otvnews @kanak_news @NaxatraNewsOdia @MBCTVODISHA @badakhabarnews @News18Odia @satyapathalive @ArgusNews_in @IPR_Odisha @ZeeOdisha ଏଇ ମହଙ୍ଗା ଯୁଗ ରେ ୪ ଲକ୍ଷ ଟଙ୍କାର ମୁଲ୍ୟ କିଛି ନୁହଁ। ରାଜ୍ୟ ସରକାର ବିଚାର କରି GIS ପରିଣାମ କୁ ବୃଦ୍ଧି କରନ୍ତୁ।
OR
0
0
0
9
I'mSk
I'mSk@azaruddin_sekh·
@OGCEA @CMO_Odisha @MohanMOdisha @KVSinghDeo1 @PravatiPOdisha @Naveen_Odisha @dpradhanbjp @AprajitaSarangi @MahalingMukesh @SecyChief @DC_Odisha @HFWOdisha @gapg_dept @FdOdisha @otvnews @NandighoshaTV @MBCTVODISHA @kanak_news @satyapathalive @ArgusNews_in @NaxatraNewsOdia @News18Odia @NEWS7Odia @OdishaLIVE ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବାରୁ ସରକାରୀ କର୍ମଚାରୀଙ୍କୁ ବଞ୍ଚିତ କରାନଯାଉ।ସଡକ ଦୁର୍ଘଟଣା ଏବଂ ରୋଗ ରେ ଅର୍ଥାଭାବ ଯୋଗୁଁ ବହୁ କର୍ମଚାରୀ ଉତ୍ତମ ଚିକିତ୍ସା ନ ପାଇ ଅକାଳରେ ଜୀବନ ଯାଉଛି।ତେଣୁ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ସୁବିଧା କିମ୍ବା ପ୍ରଚଳିତ BSKY ଯୋଜନା/ନୂତନ GJAY ଯୋଜନା ରେ ସାମିଲ୍ ପାଇଁ ବିନମ୍ର ଅନୁରୋଧ🙏
OR
0
13
7
389
I'mSk retweetledi
Bibhuti Bhusan
Bibhuti Bhusan@Bibhuti43475082·
@arvindpadhee @KVSinghDeo1 @CMO_Odisha @MohanMajhiCMO @SecyChief @suryabanshibjp @krushibibhag @gapg_dept @FdOdisha ସାର ଓଡିଶାରେ ଦୀର୍ଘ ଦିନ ଧରି ଅବହେଳିତ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ପାଇଁ ଏହି ପରି କ୍ୟାଡର ପୁନର୍ଗଠନ କରି ସେମାନଂକୁ ଯଥୋଚିତ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ 🙏
Bibhuti Bhusan tweet mediaBibhuti Bhusan tweet mediaBibhuti Bhusan tweet mediaBibhuti Bhusan tweet media
OR
0
6
9
53