
@JP5086 Make jts regular...and do follow your promise mohan sarkar
English
Sujit Kumar Sahoo
61 posts



ଡବଲ ଇଞ୍ଜିନ ସରକାର କୁଆଡେ ଡବଲ ବିକାଶ କରୁଥିଲା ? ଶିକ୍ଷକ ମାନେ କେତେ ଆଶାରେ ଆପଣଙ୍କ ଉପରେ ଭରଷା କରିଥିଲେ ହେଲେ ଆପଣମାନେ କଣ କଲେ ? ଗୋଟେ ଠିକା ନିଯୁକ୍ତି ପାଇଁ ଏତେବଡ଼ ନିଯୁକ୍ତି ସମାରୋହ ହେଲା କିନ୍ତୁ ଶିକ୍ଷକଙ୍କ ଦରମା 11100, କେତେ ହାସ୍ୟାସ୍ପଦ କଥା ଆପଣ ନିଜେ ବିଚାର କରନ୍ତୁ ମୋହନ ସରକାର !!! ସବୁ କେବଳ ପ୍ରହସନ ଆଉ କିଛି ନୁହଁ










































